ରାଉଲକେଲା ଠାରେ ଥିବା ହକିସେଂଟର ଅଫ ଏକ୍ସସେଲେନ୍ସକୁ ଭୁବନେଶ୍ୱର ସ୍ଥାନାନ୍ତରଣକୁ ବିରୋଧ ।

226614_569717943074186_1416129610_nସୁନ୍ଦରଗଡ଼ ଜିଲ୍ଲାସ୍ଥିତ ପାନପୋଷ ଠାରେ ଥିବା ହକି ସେଂଟର ଅଫ ଏକ୍ସସେଲେନ୍ସ ( ଐକ୍ଟମଳରଚ୍ଚ ଉରଦ୍ଭଗ୍ଧରକ୍ସ କ୍ଟଲ ଋଙ୍ଘମରକ୍ଷକ୍ଷରଦ୍ଭମର)କୂୁ ଭୁବନେଶ୍ୱର ସ୍ଥାନାନ୍ତରଣକୁ ବିରୋଧ କରି ଓଡ଼ିଶାଭେଟେରାନ ହକି ଆସୋସିଏସନ, ରାଉଲକେଲାରସଭାପତିଶ୍ରୀସ୍ଲାଇଭେଷ୍ଟରଟପୋ ଓ ସମ୍ପାଦକ ଶ୍ରୀବାର୍ଥଲୋମିକେରକେଟାଙ୍କସମେତବହୁକ୍ରୀଡ଼ାପ୍ରେମୀ ଓ ସୁନ୍ଦରଗଡ଼ରଜନସାଧାରଣକେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀଜୁଏଲଓରାମଙ୍କୁ୪ ପତ୍ରଲେଖିବାସହବ୍ୟକ୍ତିଗତଭାବେ ଅବଗତକରାଇଛନ୍ତି । ଏଠାରେଉଲ୍ଲେଖଯୋଗ୍ୟ ଯେ, ଦେଶରହକିବଗିଚାଭାବେ ପରିଚିତସୁନ୍ଦରଗଡ଼ଜିଲ୍ଲାରେହକି ପ୍ରତିଭାବହୁକାଳରୁ ଥିଲା । କିନ୍ତୁ ଉପଯୁକ୍ତସୁବିଧା ସୁଯୋଗର ଅଭାବହେତୁ ପୂର୍ବରୁ ଅନେକ ପ୍ରତିଭାଲୋକଲୋଚନ ଅଢ଼ୁଆଳରେରହିଗଲେ । ଅଶି ଦଶକରେସରକାରଙ୍କ ଦ୍ୱାରା ପ୍ରତିଭା ଅନ୍ୱେଷଣ ଆରମ୍ଭ ସହିତସେମାନଙ୍କବିକାଶଲାଗିଭିତିଭୂମିଯୋଗାଇବାର ଉଦ୍ୟମହେବା ପରେଏଠାରୁବହୁସଂଖ୍ୟାରେହକି ପ୍ରତିଭାଲୋକଲୋଚନକୁ ଆସିଲେଏବଂତନ୍ମଧ୍ୟରୁ ଅନେକ ପ୍ରତିଭାସମ୍ପନ୍ନ ଖେଳାଳୀଭାରତୀୟହକି ଦଳରେ ପ୍ରତିନିଧିତ୍ୱକରିବିଶ୍ୱରେସୁନାମ ଅର୍ଜନ କରିଓଡ଼ିଶାର ନାଁକୁବିଶ୍ୱ ଦରବାରରେ ପହଂଚାଇପାରିଥିଲେ ।

ଏ ସବୁରବାସ୍ତବତାକୁଏବଂସ୍ଥାନୀୟଜନସାଧାରଣଙ୍କ ଦାବୀକୁହୃଦୟଙ୍ଗମକରିକେନ୍ଦ୍ରମନ୍ତ୍ରୀଶ୍ରୀଓରାମରାଜ୍ୟସରକାରଙ୍କକ୍ରୀଡ଼ା ଓ ଯୁବବ୍ୟାପାରସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀଶ୍ରୀସୁଦାମମାରାଣ୍ଡିକୁ ପତ୍ରଲେଖିଉକ୍ତହକିସେଂଟର ଅଫ ଏକ୍ସସେଲେନ୍ସ (ଐକ୍ଟମଳରଚ୍ଚ ଉରଦ୍ଭଗ୍ଧରକ୍ସ କ୍ଟଲ ଋଙ୍ଘମରକ୍ଷକ୍ଷରଦ୍ଭମର) କୁଭୁବନେଶ୍ୱରସ୍ଥାନାନ୍ତରିତ ନକରିବାକୁ ଅନୁରୋଧ କରିଛନ୍ତି । ପତ୍ରରେଶ୍ରୀଓରାମଲେଖିଛନ୍ତିି ଯେ ରାଉଲକେଲାରୁଏହିଐକ୍ଟମଳରଚ୍ଚ ଉରଦ୍ଭଗ୍ଧରକ୍ସ କ୍ଟଲ ଋଙ୍ଘମରକ୍ଷକ୍ଷରଦ୍ଭମରର ସ୍ଥାନାନ୍ତରଣହେଲେଆଗାମୀ ଦିନରେସୁନ୍ଦରଗଡ଼ଜିଲ୍ଲାରେହକିଖେଳଉପରେ ପ୍ରତ୍ୟକ୍ଷ ପ୍ରତିକୂଳ ପ୍ରଭାବ ପଡ଼ିବାସହବହୁକ୍ରୀଡ଼ାବିତସୃଷ୍ଟିକରିବାରେ ଅନ୍ତରାୟଜାତହେବ ।

Share in top social networks!