ସାଧାରଣତନ୍ତ୍ର ଉତ୍ସବରେ ଯୋଗଦେବାକୁ ଆସିଥିବା ଜନଜାତି ଅତିଥିମାନଙ୍କୁ ଭେଟିଲେ ଜୁଏଲ

oramjiଆଗାମୀଜାନୁୟାରୀ ୨୬ ତାରିଖ ଦିନ ଭାରତରସାଧାରଣତନ୍ତ୍ର ପ୍ୟାରେଡ଼କାର୍ଯ୍ୟକ୍ରମରେସ୍ୱତନ୍ତ୍ର ଅତିଥି ଭାବେଯୋଗଦେବା ପାଇଁକେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରଣାଳୟତରଫରୁଭାରତର ପ୍ରତ୍ୟେକରାଜ୍ୟରୁବିଶେଷ ଅତିଥି ଭାବେଜନଜାତି ପ୍ରତିନିଧିମାନଙ୍କୁ ଆମନ୍ତ୍ରଣକରାଯାଇଅଛି । ଏହି ଅବସରରେ ଆଜିନୂଆ ଦିଲ୍ଲୀସ୍ଥିତବିଶ୍ୱ ଯୁବକେନ୍ଦ୍ରଠାରେ ଆଦିବାସୀମନ୍ତ୍ରଣାଳୟତରଫରୁଉକ୍ତ ଅତିଥିମାନଙ୍କୁସ୍ୱାଗତକରାଯିବାସହ ପରସ୍ପରମଧ୍ୟରେ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା । କେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀଶ୍ରୀଜୁଏଲଓରାମଏବଂରାଷ୍ଟ୍ରମନ୍ତ୍ରୀଶ୍ରୀମନସୁଖଲାଲଭାଇବସୱାସ୍ୱତନ୍ତ୍ର ଭାବେସେମାନଙ୍କସହବାର୍ତାଳପହେବାସହପରିଚିତହୋଇଥିଲେଏବଂସେମାନଙ୍କରାଜ୍ୟରେଜନଜାତିସମ୍ପର୍କିତବିଭିନ୍ନସୁବିଧା ଓ ଅସୁବିଧା ସମ୍ପର୍କରେପଚାରିବୁଝିଥିଲେ । ଏହିକାର୍ଯ୍ୟକ୍ରମରେକେନ୍ଦ୍ର ଆଦିବାସୀବ୍ୟାପାରସଚିବଶ୍ରୀହୃଷିକେଷ ପଣ୍ଡା, ଯୁଗ୍ମସଚିବଶ୍ରୀ ଅଶୋକ ପାଇ, ବ୍ୟକ୍ତିଗତସଚିବଶ୍ରୀସୁରେଶକୁମାରବଶିଷ୍ଟ ପ୍ରମୁଖଉପସ୍ଥିତ ଥିଲେ । ଏଥିରେ ଆସାମ, ବିହାର, ଛତିଶଗଡ଼, ଦାମନ ଓ ଡ଼ିଉ, ଦାଦ୍ରାନଗରହାବେଲି, ଗୁଜୁରାଟ, ହିମାଚଳପ୍ରଦେଶ, ଝାରଖଣ୍ଡ, କର୍ଣ୍ଣାଟକ, କେରଳ, ଲାକ୍ଷ୍ୟାଦ୍ୱୀପ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ,ଓଡ଼ିଶା,ରାଜସ୍ଥାନ, ସିକିମ୍, ତାମିଲନାଡ଼ୁ, ତ୍ରିପୁରା, ଉତରପ୍ରଦେଶ, ଉତରାଖଣ୍ଡଏବଂ ପଶ୍ଚିମବଙ୍ଗରୁ ମୋଟ୬୦ ଜଣ ଅତିଥି ଯୋଗଦେବାସହସେମାନଙ୍କୁସହଯୋଗକରିବା ପାଇଁ ପ୍ରତ୍ୟେକରାଜ୍ୟରୁଜଣେଲେଖାଏଁସରକାରୀ ଅଧିକାରୀମଧ୍ୟ ଉପସ୍ଥିତ ଥିଲେ ।

Share in top social networks!