ସଡକ ସୁରକ୍ଷା ଏବଂ ଟ୍ରାଫିକ ଟ୍ରେନିଙ୍ଗ ନିମନ୍ତେ ଓଡିଶା ସରକାଙ୍କ ଦ୍ୱାରା ହୋଣ୍ଡା ପୁରସ୍କୃତ

HONDAହୋଣ୍ଡା ମୋାଟର ସାଇକେଲ ଏବଂ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଭାରତର ଏକମାତ୍ର ଦୁଇଚକିଆ ଯାନ ନିର୍ମାଣ କାରୀ ହୋଣ୍ଡା ନିଜର ଗୁଡି ଏ ବହୁବିଧ କାର୍ଯ୍ୟ କ୍ରମ ମଧ୍ୟରୁ ସଡକ ସୂରକ୍ଷା ଏବଂ ଟ୍ରାଫିକ ଟ୍ରେନିଙ୍ଗି ପାଇଁ ବାଣିଜ୍ୟ ଏବଂ ପରିବହନ ବିଭାଗ ଦ୍ୱାରା ଆଜି ପୁରସ୍କୃତ ହୋଇଛି ।

ଣ୍ରାଯୁକ୍ତ ରମେଚନ୍ଦ୍ର ମାଝି, ମାନ୍ୟବରମନ୍ତ୍ରୀ,ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ,ଓଡିଶା ସରକାର ଏହି ପୁରସ୍କାର ପଦାନ କରିଥିଲୋ ଏହି ପୁରସ୍କାର ପ୍ରଦାନ ଉସôବରେ ଶ୍ରୀ ବିବେକ ତାଲୁଜା,ରିଜିନାଳ ହେଡ,ଇଷ୍ଟ ରିଜିନ,ଏଚ ଏମ ଏସ ଆଇ ,ଶ୍ରା ସଂଜୟ ରାସ୍ତୋଗୀ କମିଶନର ସେକ୍ରେଟେରୀ,ପରିବହନ ବିଭାଗ, ଶ୍ରା ଏମ୍ ଶ୍ରା ଏମ୍ ଶ୍ରା ଏମ୍ ଅକ୍ଷୟ,ପରିବହନ କମିଶନ ପ୍ରଭୁତି ୨୬ତମ ସଡକ ସୁରକ୍ଷା ସପ୍ତାହ ଅବସରରେ ଭୁବନେଶ୍ୱର ଠାରେ ଉପସ୍ତିତ
ଥିଲେ ।

ଏହି ଅବସରରେର ଶ୍ରୀ ୟାଦବିନ୍ଦର ଗୁଲେରିଆ , ବରିଷ୍ଟ ଉପସଭାପତି ସେଲସ୍ ଓ ମାର୍କେଟିଙ୍ଗ,ଏଚ ଏମ ଏସ ଆଇ କହନ୍ତି ସଡକ ସୁରକ୍ଷା ଉପରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ହୋଣ୍ଡା ପ୍ରତିଶୃତି ବଦ୍ଧ । ରାଷ୍ଟୀୟ ସଡକ ସୁରକ୍ଷା ସପ୍ତାହ ପାଳନ କଲେ ଆହୁରୀ ଅଧିକ ଲୋକ ମାନଙ୍କ ପାକରେ ପହଂଚି ପାରିବ । ହୋଣ୍ଡା ଗତବର୍ଷ କଟକ ଏବଂ ଭୁବନେଶ୍ୱର ଠାରେ ଦୁଇଟି ଟ୍ରାପିକ ପାର୍କ ଉଦ୍ଘାଠନ କରିଥିଲା ।୨୦୧୪ ରୁ ଆରମ୍ବ ହୋଇଥିବା ଏହି ଟ୍ରାଫିକ ପାର୍କରେ ୧୭,୪୦୦ ଲୋକମାନେ ଦୁଇଚକିଆ ଚଲାଇବା ଏବଂ ସଡକ ସୁରକ୍ଷା ଏବଂ ସଚେତନତା ଟ୍ରେନିଙ୍ଗ ନେଇଛନ୍ତି ହୋଣ୍ଡା ଏବେ ନିକଟରେ ୨୬ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରିଛି ।

Share in top social networks!