ସ୍ୱାଧୀନତା ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମର ଶୁଭାରମ୍ଭ

ସ୍ୱାଧୀନତା ସଂଗ୍ରମାୀମାନଙ୍କର ଅବଦାନର ପଟାନ୍ତର ନାହିାଁ ସେମାନଙ୍କ ଆଦର୍ଶ ଓ ମୂଲ୍ୟବୋଧ ସମ୍ପୂର୍ଣ ଜୀବନଚର୍ଯ୍ୟା ବର୍ତ୍ତମାନ ଓ ଭବିଷ୍ୟତ ପିଢି ପାଇଁ ପ୍ରେରଣା ହୋଇ ରହିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରକାଶ କରିଛନ୍ତିା ଆଜି ସନ୍ଧ୍ୟାରେ ସ୍ୱାଧୀନତା ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମର ଶୁଭାରମ୍ଭ ସମାରୋହରେ ମୁଖ୍ୟଅତିଥ# ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ ଉପରୋକ୍ତ ମର୍ମରେ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିା
ସ୍ଥାନୀୟ ଲୋହିଆ ଏକାଡେମୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଭବାନୀ ଚରଣ ପଟ୍ଟନାୟକ ସଭାପତିତ୍ୱ କରିଥ#ଲୋ ରାଜ୍ୟ କଂଗ୍ରେସର ସଭାପତି ତଥା ବିଧାୟକ ପ୍ରସାଦ ହରିଚନ୍ଦନ ମୁଖ୍ୟବକ୍ତା ଓ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସମ୍ମାନିତ ଅତିିଥ# ଭାବରେ ଯୋଗ ଦେଇଥ#ବା ବେଳେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ତୃଣମୂଳ କଂଗ୍ରେସର ରାଜ୍ୟ ଆବାହକ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା ଓ ସ୍ୱାଧୀନତା ସଂଗ୍ରାମୀ ସରସ୍ୱତୀ ତ୍ରିପାଠୀ ବିଶିଷ୍ଟ ଅତିଥ# ଭାବେ ଯୋଗଦେଇ ‘ବଡଚଣା ଗାନ୍ଧୀଦ ବୃନ୍ଦାବନ ତ୍ରିପାଠୀଙ୍କ ବ୍ୟକ୍ତିତ୍ୱ ଓ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥ#ଲୋ
ମୁଖ୍ୟଅତିଥ# ମନ୍ତ୍ରୀ ଶ୍ରୀ ନାୟକ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବୃନ୍ଦାବନ ତ୍ରିପାଠୀ ଓ ସ୍ୱର୍ଗତ ପୁରୁଷୋତ୍ତମ ନାୟକଙ୍କ ଉପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବୃତ୍ତଚିତ୍ର ପ୍ରସ୍ତୁତ ହେବା ସହିତ ସ୍ୱାଧୀନତା ସଂଗ୍ରାମରେ ଗାନ କରାଯାଉଥ#ବା ସମସ୍ତ ଗୀତର ସଙ୍କଳନ ପ୍ରକାଶ କରାଯିବ ବୋଲି ଘୋଷଣା କରିଥ#ଲୋ
ଏହି ସଭାରେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଡାକ୍ତର ଜଗନ୍ନାଥ ଦାସ ଓ ସ୍ୱର୍ଗତ ପୁରୁଷୋତ୍ତମ ନାୟକଙ୍କୁ ମରଣୋତ୍ତର ଭାବରେ ବୃନ୍ଦାବନ ତ୍ରିପାଠୀ ସ୍ମ&ୃତି ସମ୍ମାନ ପ୍ରଦାନ କରାଯାଇଥ#ଲାା ଉଭୟଙ୍କ ଅବର୍ତ୍ତମାନରେ ସ୍ୱର୍ଗତ ଦାସଙ୍କ କନ୍ୟା ଜୟଶ୍ରୀ ବିଜୟଲକ୍ଷ୍ମୀ ଓ ସୁରଶ୍ରୀ ସରୋଜିନୀ ତଥା ସ୍ୱର୍ଗତ ନାୟକଙ୍କ ଝିଅ ମନସ୍ୱିନୀ ଓ ପୁଅ ବିଚିତ୍ରାନନ୍ଦ ଏହି ସମ୍ମାନ ଗ୍ରହଣ କରିଥ#ଲୋ
ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥ#ଲାା ବିଭୁଦତ୍ତ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥ#ଲୋ

Share in top social networks!