ଭୁବନେଶ୍ୱରରେ ଜଳଯୋଗାଣ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ ମଧ୍ୟରେ ହୋଇଥ#ବା ବୁଝାମଣା ପତ୍ର ସ୍ୱାକ୍ଷରିତ

୭୪ତମ ସମ୍ବିଧାନ ସଂସ୍କରଣ ଅଧ#ନିୟମ ଅନୁଯାୟୀ ବିଜ୍ଞାପିତ ପରିଷଦ ଓ ପୌରପାଳିକା ମହାନଗର ନିଗମଗୁଡିକୁ ୧୮ଟି ଜନ ସେବା କ୍ଷେତ୍ରରେ କ୍ଷମତା ପ୍ରଦାନ କରାଯାଇଛି, ଯେଉଁଥ#ରେ କି ସହର ଜଳଯୋଗାଣ ସେବା ଅନ୍ୟତମା ଓଡ଼ିଶା ରାଜ୍ୟ ସହର ଜଳଯୋଗାଣ ନିୟମାବଳୀ-୨୦୧୩ରେ ଜଳଯୋଗାଣ ସେବାରେ ଉନ୍ନତିକରଣ ସକାଶେ ବିଭିନ୍ନ ପାରାମିଟରର ମାନଦଣ୍ଡ ସ୍ଥିର କରାଯାଇଛି ଏବଂ
କିପରି ନିର୍ଦ୍ଧାରିତ ମାନଦଣ୍ଡରେ ପହଞ୍ଚ# ପାରିବା ସେ ବିଷୟରେ ଯୋଜନା କରାଯାଉଛିା

ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ ମଧ୍ୟରେ ହୋଇଥ#ବା ଚୁକ୍ତି ବୁଝାମଣାର ଆଭିମୁଖ୍ୟ ନିମ୍ନମତେ ପ୍ରଦାନ କରାଗଲାା କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା ତଥା ଭାବର ଆଦାନପ୍ରଦାନ ପାଇଁ ଉଭୟ ପକ୍ଷ ଜଣେ ଲେଖାଏଁ ନୋଡାଲ ଅଫିସର ବାଛିବୋ ଏକ ସମନ୍ୱୟ ବୈଠକ ମାଧ୍ୟମରେ ଜନସ୍ୱାସ୍ଥ୍ୟ ବିଭାଗ ପ୍ରତି ତିନି ମାସରେ ଜଳଯୋଗାଣ ସେବାର ବିଭିନ୍ନ ପାରାମିଟରର ଉନ୍ନତି ପ୍ରସଙ୍ଗରେୟୁଏଲ୍ବିକୁ ତଥ୍ୟ ପ୍ରଦାନ କରିବା ଜଳଯୋଗାଣ ସେବାର ଉନ୍ନତିକରଣ ସକାଶେ କର୍ମକର୍ତ୍ତା ଓ କର୍ପୋରେଟରମାନେ ସହଯୋଗ କରିବୋ ଜନସ୍ୱାସ୍ଥ୍ୟ ବିଭାଗୟୁଏଲ୍ବି ସହିତ ଯୋଗାଯୋଗ କରି ସେମାନଙ୍କର ଅସୁବିଧା, ଆବଶ୍ୟକତା ଏବଂ ପ୍ରାଧାନ୍ୟତାକୁ ବିଚାର କରି ବାର୍ଷିକ ବ୍ୟୟ ଅଟକଳ କରିବୋ ଏହି ସେବାର ଫଳାଫଳ ଓ ବିବରଣୀ ପ୍ରତି ୬ ମାସରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଯିବା

ଏହି କାର୍ଯ୍ୟକ୍ରମରେ ବିଏମ୍ସି ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି, ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଡେପୁଟି ମେୟର କେ. ଶାନ୍ତି, ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ଓ ସାମ୍ବାଦିକମାନେ ଉପସ୍ଥିତ ଥ#ଲୋ ଜନସ୍ୱାସ୍ଥ୍ୟ ଅଧ#କ୍ଷଣ ଯନ୍ତ୍ରୀ ଇଂରଞ୍ଜନ ଜେନା ଓ ବିଏମ୍ସି କମିଶନର ଶ୍ରୀ କିଷନ୍ କୁମାର ବୁଝାମଣାପତ୍ରରେ ସ୍ୱାକ୍ଷର କରିଥ#ଲୋ

Share in top social networks!