ଓଡ଼ିଆ ଚଳଚିତ୍ର ତାରକା ହର ପଟ୍ଟନାୟକଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଶ୍ରୀଜୁଏଲ ଓରାମଙ୍କ ଶୋକ

harajiଓଡ଼ିଆ ଚଳଚିତ୍ରଜଗତର ପ୍ରଖ୍ୟାତତାରକା ତଥା ନିଦେ୍ର୍ଧଶକ ହର ପଟ୍ଟନାୟକଙ୍କବିୟୋଗରେକେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀଶ୍ରୀଜୁଏଲଓରାମଗଭୀରଶୋକପ୍ରକଟକରିଛନ୍ତି । ଏକ ଶୋକବାର୍ତାରେଶ୍ରୀଓରାମକହିଛନ୍ତି ଯେ, ଓଡ଼ିଆଚଳଚିତ୍ର ତଥା ଯାତ୍ରାଜଗତ ପାଇଁସ୍ୱର୍ଗତହର ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ । ଚଳଚିତ୍ରରରୂପେଲି ପରଦା ସହିତଖୋଲା ଯାତ୍ରାମଂଚରେତାଙ୍କର ନିଖୁଣ ଅଭିନୟ ଓ ନିଦେ୍ର୍ଧଶନା ଦ୍ୱାରାସେଅଗଣିତ ଦର୍ଶକଙ୍କ ପି୍ରୟପାତ୍ରହେବାସହସେମାନଙ୍କହୃଦୟ ଜିଣିପାରିଥିଲେ । ତାଙ୍କରବିୟୋଗ ନିଶ୍ଚିତ ଭାବରେଓଡ଼ିଆଚଳଚିତ୍ରଜଗତର ଅପୁରଣୀୟକ୍ଷତିହେବାସହ ଏକ ଶୁନ୍ୟସ୍ଥାନ ସୃଷ୍ଟିହେଲାବୋଲିଶ୍ରୀଓରାମ ପ୍ରକାଶକରିଛନ୍ତି । ଶ୍ରୀଓରାମଏହି ଦୁଃଖଦ ସମୟରେତାଙ୍କଶୋକସନ୍ତପ ପରିବାରବର୍ଗଙ୍କ ପ୍ରତିଗଭୀରସମବେଦନା ଜଣାଇବାସହସ୍ୱର୍ଗତ ଆତ୍ମାରସଦ୍ଗତି ନିମନ୍ତେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନାକରିଛନ୍ତି ।

Share in top social networks!