ସିଟି ଟ୍ରେନିଂ ପରିବର୍ତ୍ତେ ଡିଇଏଲ୍ଇଡି

deoନ୍ୟାସନାଲ କାଉନସିଲ ଫର୍ ଟିଚରସ୍ ଏଡୁକେସନ ରେଗୁଲେସନ୍-୨୦୧୪ ଅନୁଯାୟୀ ରାଜ୍ୟର ସମସ୍ତ ସିଟି ଟ୍ରେନିଂର ନୂତନ ନାମକରଣ କରାଯାଇ ଡିପ୍ଲୋମା ଇନ୍ ଏଲେମେଣ୍ଟାରୀ ଏଡୁକେସନ୍ର ଖାଯାଇଛି ଏବଂ ସିଟି ଟ୍ରେନିଂ ଇନ୍ଷ୍ଟିଚୁ୍ୟଟ୍ଗୁଡିକୁ ଏଣିକି ଗଭର୍ଣ୍ଣମେଣ୍ଟ ଏଲେମେଣ୍ଟାରୀ ଟିଚର ଟ୍ରେନିଂ ଇନ୍ଷ୍ଟିଚୁ୍ୟଟ୍ ଭାବେ ପୁର୍ନନାମିତ କରାଯିବା

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶମତେ ଏଣିକି ପ୍ରାକଫିସିଂ ସ୍କୁଲଗୁଡିକ ଟିଚର ଏଡୁକେସନ୍ ଇନ୍ଷ୍ଟିଚୁ୍ୟଟ୍କୁ (ସିଟି ଏବଂ ବିଇଡି) ସଂଯୁକ୍ତ ହେବୋ ଜିଲ୍ଲା ଶିକ୍ଷା ଅଧ#କାରୀମାନେ ଏହି ଅନୁଷ୍ଠାନଗୁଡିକର ପ୍ରଶାସନିକ ମୁଖ୍ୟ ରହିବୋ ପ୍ରାକଫିସିଂ ସ୍କୁଲ ଏବଂ ଟିଚର ଏଡୁକେସନ୍ ଇନଷ୍ଟିଚୁ୍ୟଟ୍ର ଶିକ୍ଷକ ନିଯୁକ୍ତି ଓ ବଦଳି ସମୟରେ ଟିଇଆଇ ଅଧ୍ୟକ୍ଷଙ୍କ ପରାମର୍ଶ ନିଆଯିବା

ଯେଉଁ ଟିଇଆଇ ଅଧୀନରେ ପ୍ରାକଫିସିଂ ସ୍କୁଲ ନଥ#ବ ସେମାନେ ଏସ୍ସିଇଆରଟି ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ଦେବେ ଏବଂ ଏଥ# ନିମନ୍ତେ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧ#କାରୀଙ୍କ ପରାମର୍ଶ ନେଇ ସମ୍ପୃକ୍ତ ଅନୁଷ୍ଠାନଗୁଡିକ ସ୍ଥିର କରାଯିବା ଏହି ଅନୁଷ୍ଠାନଗୁଡିକ ସ୍କୁଲ କାର୍ଯ୍ୟକ୍ରମ ସହ ଅନ୍ତରୀଣ ଶୈକ୍ଷିକ ବିକାଶରେ ସହାୟକ ହେବୋ ଅନୁ୍ୟନ ପକ୍ଷେ ଦଶ(୧୦)ଗୋଟି ପ୍ରାକଫିସିଂ ବିଦ୍ୟାଳୟକୁ ଚିହ୍ନଟ କରି ଗୋଟେ ଲେଖାଏଁ ପେଶାଗତ ଶିକ୍ଷାନୁଷ୍ଠାନ (ଟିଇଆଇ) ଅଧୀନରେ କାର୍ଯ୍ୟକରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଏହାକୁ ଅନୁମୋଦନ କରିଛନ୍ତିା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ କୋରାପୁଟ, ଅନୁଗୁଳ, ବ୍ରହ୍ମପୁର, ଭଞ୍ଜନଗର, ବାରିପଦା, କେଉଁଝର, ରାଉରକେଲା, ଭବାନୀପାଟଣା, କଟକ, ସମ୍ବଲପୁର, ବାଲେଶ୍ୱର, ବଲାଙ୍ଗୀର, ଫୁଲବାଣୀ, ଭୁବନେଶ୍ୱର ଆଦି ୧୫ଟି ଜିଲ୍ଲାରେ ବିଇଡି ତାଲିମ ପ୍ରଦାନ କରାଯାଉଛିା ଏତଦ୍ବ୍ୟତୀତ ୩୦ଟି ଜିଲ୍ଲାରେ ଡିଆଇଇଟି ଏବଂ ୪ଟି ଜିଲ୍ଲାରେ ବିଆଇଟିଇ ଖୋଲାଯାଇ ଡିପ୍ଲୋମା ଇନ୍
ଏଳିମେଣ୍ଟାଣୀ ଏଡୁକେସନ୍ କୋର୍ସ ତାଲିମ ପ୍ରଦାନ କରାଯାଉଛିା

ଏସ୍ସିଇଆର୍ଟି ନିର୍ଦ୍ଦେଶକ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନମାନଙ୍କରେ ସଂଯୁକ୍ତ ବିଦ୍ୟାଳୟମାନଙ୍କ ପାଇଁ ଆକାଡେମିକ୍ ରୋଲ ସ୍ଥିର କରିବା ସଙ୍ଗେ ସଙ୍ଗେ ନିୟମିତ ଭାବରେ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନମାନଙ୍କର କାର୍ଯ୍ୟ ସମ୍ପାଦନ ପ୍ରକ୍ରିୟାର ମୂଲ୍ୟାୟନ କରିବୋ

Share in top social networks!