୩୦ଟି ଜିଲ୍ଲାର ୩୦ଟି ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ

mishrareleaseଦୁଇଦିନିଆ ବ୍ଲକ ଓ ଜିଲ୍ଲାସ୍ତରୀୟ ଏବଂ ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କ ଏକ ମିଳିତ ରାଜ୍ୟସ୍ତରୀୟ ସମ୍ମିଳନୀୟୁନିଟ୍-୧ସ୍ଥିତ ସରକାରୀ ବାଳକ ବିଦ୍ୟାଳୟଠାରେ ଅନୁଷ୍ଠିତ ହେଉଅଛିା ବିଦ୍ୟାଳୟ ଓ ଗଣଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ର ଉକ୍ତ ସମ୍ମିଳନୀରେ
ମୁଖ୍ୟଅତିଥ# ଭାବେ ଯୋଗଦେଇ ୩୦ଟି ଜିଲ୍ଲାର ୩୦ଟି ବିଦ୍ୟାଳୟରେ ପାଇଲଟ୍ ପ୍ରୋଜେକଫ ଭାବେ ଧନ୍ଦାମୂଳକ ଶିକ୍ଷାର ଶୁଭାରମ୍ଭ କରି କହିଲେ ଯେ, ଆଇଟି ଏବଂ ଆଇଟିଇଏସ୍, ଅଟୋମୋବାଇଲ କ୍ଷେତ୍ରରେ ୧୭୩ଟି ବ୍ଲକ୍ରେ ସରକାରୀ ଯୋଜନା ଓ ୧୪୧ଟି ବ୍ଲକ୍ରେ ଘରୋଇ ସରକାରୀ ସହଯୋଗରେ ତାଲିମ ପ୍ରଦାନ କରାଯିବା ଏଥ#ସହ ବିଦ୍ୟାଳୟ ବିଭାଗରେ ମାନବ ସମ୍ବଳ ପରିଚାଳନା ପାଇଁ ଇ-ଗଭର୍ଣ୍ଣାନ୍ସ&୍ ସେଲ୍ର ପ୍ରଚଳନ କରାଯିବା ୨୦୧୦-୧୧ଠାରୁ ୨୦୧୪-୧୫ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବାର୍ଷିକ ବଜେଟ୍ ଶତକଡା ୭୬ ଭାଗକୁ ବୃଦ୍ଧି କରାଯାଇଛିା

ରାଜ୍ୟ ସରକାର ଶିକ୍ଷାର ଉନ୍ନତି ଓ ଅଭିବୃଦ୍ଧି ପାଇଁ ଯନ#ବାନ ଅଛନ୍ତିା ସମୁଦାୟ ବଜେଟ୍ର ଶତକଡା ୧୨ ଭାଗ ଏହି ବିଭାଗର ବଜେଟ୍ ଅଟୋ ବ୍ଲକ୍ ଏବଂ ଜିଲ୍ଲାରୁ ଆସିଥ#ବା ଶିକ୍ଷାଧ#କାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କର କାର୍ଯ୍ୟକ୍ରମକୁ ସମୀକ୍ଷା କରାଯାଇଥ#ଲାା ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସମସ୍ତ ଅଧ#କାରୀଙ୍କୁ ନିଜ ନିଜ କାର୍ଯ୍ୟରେ ଶୃଙ୍ଖଳା ଓ ବିଭାଗୀୟ ପ୍ରଗତି ପାଇଁ ଉଦ୍ବୋଧନ ଦେଇଥ#ଲୋ ରାମସାର ନିର୍ଦ୍ଦେଶକ ଶ୍ରୀ ପ୍ରେମାନନ୍ଦ ଖୁଣ୍ଟିଆ, ଓପେପା ନିର୍ଦ୍ଦେଶକ ଶୀ ମହେନ୍ଦ୍ର ମଲ୍ଲିକ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଶିବପ୍ରସାଦ ମିଶ୍ର ବକ୍ତବ୍ୟ ପ୍ରଦାନ କରିଥ#ଲୋ ବିଭଗାୀୟ ଅତିରିକ୍ତ ସଚିବ ଶ୍ରୀ ଦାଶରଥୀ ଶତପଥୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥ#ଲୋ ଉକ୍ତ ବିଭାଗ ଦ୍ୱାରା ସମ୍ପାଦିତ ଏକ ସ୍ୱତନ୍ତ୍ର ସଙ୍କଳନ ଶିଶୁମାନଙ୍କ ସୁରକ୍ଷା ସଂକ୍ରାନ୍ତ ନିୟମାବଳୀ ଉକ୍ତ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଦ୍ୱାରା ଲୋକାର୍ପିତ ହୋଇଥ#ଲାା

Share in top social networks!