ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ୫୮ତମ ସାଧାରଣ ପରିଷଦ ବୈଠକ

debimishraଆଜି ଭୁବନେଶ୍ୱରରେ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ, କଟକର ସାଧାରଣ ପରିଷଦ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛିା ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଉକ୍ତ ବୈଠକରେ ଯୋଗଦାନ କରି ଶିକ୍ଷାର ଗୁଣାତ୍ମକ ଦିଗ ଉପରେ ଆଲୋକପାତ କରିଥ#ଲୋ ପରିଷଦର ୭୬ ଜଣ ସଭ୍ୟ ଉକ୍ତ ବୈଠକରେ ଯୋଗଦାନ କରି ବିଦ୍ୟାଳୟ ଶିକ୍ଷାର ବିକାଶ ସମ୍ପର୍କରେ ନିଜସ୍ୱ ମତାମତ ପ୍ରଦାନ କରିଥ#ଲୋ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଦକ୍ଷପ୍ରସାଦ ନନ୍ଦ କହିଲେ ଯେ, ଗୋଟିଏ ଛାତ୍ରଙ୍କଠାରୁ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଦରଖାସ୍ତ ପୂରଣ ବାବଦରେ ୨୫୫ଟଙ୍କା ଲେଖାଏଁ ସଂଗ୍ରହ କରାଯାଏା ଏହାହିଁ ବୋର୍ଡର ନିଜସ୍ୱ ପା=ିା ଏ ଦିଗରେ ୧୪ କୋଟି ଟଙ୍କା ଆଦାୟ
ହେଉଥ#ବା ବେଳେ କର୍ମଚାରୀଙ୍କ ଦରମା ଓ ନିଜସ୍ୱ ବିଦ୍ୟାଳୟ ପରିଚାଳନା ପାଇଁ ୨୧ କୋଟି ଟଙ୍କା ବ୍ୟୟ କରାଯାଉଛିା

ଏ ଦିଗରେ ସୁଚିନ୍ତିତ ପଦକ୍ଷେପ ନେବା ପାଇଁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥ#ଲୋ ପରିଷଦର ସମ୍ପାଦକ ଶ୍ରୀ ସିଦ୍ଧାର୍ଥ କୁମାର ଧଳ ବିବରଣୀ ପାଠ କରିଥ#ଲୋ ବେଗୁନିଆ ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ୍, ଆଳି ବିଧାୟକ ଦେବେନ୍ଦ୍ରନାଥ ଶର୍ମା ଯୋଗଦାନ କରିଥ#ଲୋ
ଉକ୍ତ ବୈଠକରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ପିଲାମାନଙ୍କ ଭବିଷ୍ୟତ କିପରି ଭଲ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥ#ଲୋ ପରିଚାଳନା କମିଟିର ସଭ୍ୟ ଶ୍ରୀ ରବୀନ୍ଦ୍ରନାଥ ନାୟକ, ପ୍ରଫୁଲ୍ଲ ଜେନା, ଚନ୍ଦ୍ରଭାନୁ ମହାପାତ୍ର, ଟିଟିଲାଗଡର ଡକଫର ଏସ୍. ପି ବେହେରା, ବି ବି ସ୍ୱାଇଁ, କଟକ ଜିଲ୍ଲା ଶିକ୍ଷା ଅଧ#କାରୀ ଶ୍ରୀ ନିରଞ୍ଜନ ବେହେରା, ନରସିଂହପୁର ବ୍ଲକ୍
ଶିକ୍ଷା ଅଧ#କାରୀ ଶ୍ରୀ ବିଶ୍ୱଜିତ୍ ଘୋଷ ବିଭିନ୍ନ ପ୍ରସ୍ତାବ ଦେଇଥ#ଲୋ ଉକ୍ତ ବୈଠକରେ ଅର୍ଥ ଯୁଗ୍ମ ସଚିବ ସଞ୍ଜୟ ପରମାଣିକ, ବିଭାଗୀୟ ସୂଚନା ଅଧ#କାରୀ ବରଦା ପ୍ରସନ୍ନ ଦାସ ପ୍ରମୁଖ ଯୋଗଦାନ କରିଥ#ଲୋ

Share in top social networks!