ଜଗଦା ପଂଚାୟକୁରାଉଲକେଲାମହାନଗର ନିଗମରେ ଅନ୍ତର୍ଭୁକ୍ତକରିବାକୁରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀଙ୍କୁଜୁଏଲଙ୍କ ପତ୍ର

ଓଡ଼ିଶାରେ ନୂଆକରି ଗଠନ ହୋଇଥିବାରାଉଲକେଲାମହାନଗରନିଗମରେସୁନ୍ଦରଗଡ଼ଜିଲ୍ଲା ଜଗଦା ପଂଚାୟତସାମିଲକରିବାନେଇ ଆଜିକେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀଶ୍ରୀଜୁଏଲଓରାମରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଏକ ପତ୍ରଲେଖିଜଣାଇଛନ୍ତି । ଏହି ପଂଚାୟତ ଅନ୍ତର୍ଗତଲାଲଟାଙ୍କି, କଂଷ୍ଟ୍ରକସନ କଲୋନୀ, ମଡ଼ର୍ଣ୍ଣଇଣ୍ଡିଆ, ଟାଙ୍ଗରପଲ୍ଲୀ, ଲଉକେରା, ତୁର୍ଣ୍ଣକେଲାଏବଂହମିରପୁର ଆଦି ଗ୍ରାମଗୁଡ଼ିକରାଉଲକେଲାମୁ୍ୟନିସିପାଲିଟିରେସାମିଲହେବାନେଇଯୋଜନା ଥିଲା ।

କିନ୍ତୁରାଉଲକେଲାମହାନଗର ନିଗମହେବାପରେଏହାକୁବାଦ୍ ଦିଆଯାଇଥିଲା । ଏଠାରେଉଲ୍ଲେଖଯୋଗ୍ୟଏହିକି ଯେ ଏହି ଅଂଚଳଗୁଡ଼ିକ ପୂର୍ବରୁ ପଂଚୟତକିମ୍ବାରାଉଲକେଲାମୁ୍ୟନିସିପାଲିଟି୍ରେସାମିଲହୋଇପାରି ନଥଲା, ଯାହାଫଳରେକିଏଠାକାରସ୍ଥାନୀୟଜନସାଧାରଣରାସନ କାର୍ଡ଼ସମେତ ଅନ୍ୟାନ୍ୟସରକାରୀସୁବିଧାରୁବଂଚିତ ଥିଲେ ।

226614_569717943074186_1416129610_nଏଥିପାଇଁସ୍ଥାନୀୟସାଧାରଣଜନତାଙ୍କସମେତ ଜଗଦା ପଂଚାୟତସମନ୍ନୟକମିଟିରକାର୍ଯ୍ୟକର୍ତାମାନେ କେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀ ତଥା ସ୍ଥାନୀୟସାଂସଦ ଶ୍ରୀଓରାମଙ୍କୁ ଏକ ଦାବିପତ୍ର ଦେଇଥିଲେ । ଏହାରବାସ୍ତବତା ଓ ଆବଶ୍ୟକତାକୁହୃଦୟଙ୍ଗମକରିମନ୍ତ୍ରୀଶ୍ରୀଓରାମ ଜଗଦା ପଂଚାୟକକୁରାଉଲକେଲାମହାନଗର ନିଗମରେସାମିଲକରିବାନେଇମନ୍ତ୍ରୀଶ୍ରୀସିଂହଦେଓଙ୍କୁ ପତ୍ରଲେଖିଜଣାଇଛନ୍ତି ।

Share in top social networks!