ଜଳବାହିତ ରୋଗର ପ୍ରତିରୋଧ ପାଇଁ ବହୁମୁଖୀ କାର୍ଯ୍ୟକ୍ରମ: ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟସମ୍ପାଦନ ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ

conferenceଜଳବାହିତ ରୋଗକୁ ପ୍ରତିରୋଧ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରୟାସ ଦ୍ୱାରା ଜଳ ବିଶୁଦ୍ଧିକରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ଏଥ#ରେ ସମସ୍ତ ନଳକୂପ ଏବଂ ପାନୀୟ ଜଳ ଉତ୍ସକୁ ଅନ୍ତର୍ଭୁକ୍ତ କରାଯାଇଛିା ଏହା ଯେପରି ଅଗଷ୍ଟ ୮ ତାରିଖ ମଧ୍ୟରେ କରାଯାଇପାରିବ ସେଥ#ପାଇଁ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ଏହା ତଦାରଖ କରିବା ପାଇଁ ଆଜି ସଚିବାଳୟଠାରେ ଆୟୋଜିତ ସମ୍ମିଳନୀରେ ଗୃହ ନିର୍ମାଣ ଓ ନଗର
ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତିା

ଏଣିକି ଜଳଯୋଗାଣ ସଂଯୋଗ ମେଳା ଆୟୋଜନ କରାଯାଇ ବେଆଇନ ଭାବେ ସଂଯୋଗ କରାଯାଇଥ#ବା ପାଇପ ବିଚ୍ଛିନ୍ନ କରାଯିବା ସହ ଆଇନଗତ ଭାବେ ନୂତନ ପାଇପ ସଂଯୋଗ ପାଇଁ ଲୋକଙ୍କୁ ଉତ୍ସାହିତ କରାଯିବା ସେହିପରି ପୌର ପରିଷଦ ଏବଂ ଜନସ୍ୱାସ୍ଥ୍ୟ ବୈଷୟିକ ଅନୁଷ୍ଠାନ ମଧ୍ୟରେ ଏମ୍.ଓ.ୟୁ ସାକ୍ଷର କରାଯାଇଏହାର ରକ୍ଷଣାବେକ୍ଷର ଉପରେ ଅଧ#କ ଉତ୍ତରଦାୟୀ କରାଯିବା ପୌରାଞ୍ଚଳ ପାଇପ ଜଳଯୋଗାଣକୁ ସହରାଞ୍ଚଳରେ ପ୍ରମୁଖ ଭିତ୍ତିଭୂମି ଭାବେ ଗ୍ରହଣ କରାଯାଇ ପାଇପ ଜଳ ଯୋଗାଣରେ ଉନ୍ନତିକରଣ ଓ ସମ୍ପ୍ରସାରଣକୁ ଆଗାମୀ
ଦୁଇବର୍ଷ ମଧ୍ୟରେ କରିବାକୁ କୁହାଯାଇଛିା ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ପ୍ରକଳ୍ପକୁ ବହୁଳ ଭାବେ କାର୍ଯ୍ୟକାରୀ କରି ଲୋକଙ୍କୁ ପିଇବା ପାଣି ଉପଲବ୍ଧ କରାଇବା ପାଇଁ ଗୁରୁତ୍ୱ ଦେଇଥ#ବାରୁ ଏଥ#ପ୍ରତି ଯନ#ବାନ ହେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛିା

ଏତଦ୍ବ୍ୟତୀତ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସେମାନଙ୍କୁ ପାଇପ ଜଳ ପ୍ରବାହ ନିରୀକ୍ଷଣ, ଚିହ୍ନଟ, ଫଟା ପାଇପ ମରାମତି ପାଇଁ ନିୟୋଜନ କରାଯିବା ବିଶେଷ ଭାବେ ଦୂଷିତପ୍ରବଣ ଜଳଉତ୍ସଗୁଡିକୁ ବିଶୁଦ୍ଧିକରଣ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ନିଆଯାଇଛିା ସମ୍ବଲପୁର ଘଟଣା ପରେ ଜଳବାହିତ ରୋଗ ପ୍ରତିରୋଧ ପାଇଁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଥ#ବା କୁହାଯାଇଛିା
ସେହିପରି ବିଭିନ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମୁ୍ୟନିସିପାଲିଟିଗୁଡିକ ଅଧୀନରେ ଥ#ବା ମୁଖ୍ୟରାସ୍ତାଗୁଡିକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବା ଫଳରେ ଆବଶ୍ୟକସ୍ଥଳେ ମରାମତି ଏବଂ ରକ୍ଷଣାବେକ୍ଷଣ ସୁଚାରୁ ରୂପେ କରାଯାଇପାରିବା ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାକୁ ଏଣିକି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନକୁ ଅଣାଯାଇଥ#ବା ହେତୁ ଜିଲ୍ଲାପାଳମାନେ ପ୍ରତିମାସରେ ଏହାର ଅଗ୍ରଗତି ଉପରେ ସମୀକ୍ଷା କରିବାକୁ
କୁହାଯାଇଛିା ସହରାଞ୍ଚଳରେ ଗରିବ, ଭିନ୍ନକ୍ଷମ, ପଥ#କ, ନିରାଶ୍ରୟମାନଙ୍କ ରାତ୍ରୀରହଣୀ ପାଇଁ ଆଶ୍ରୟସ୍ଥଳ ନିର୍ମାଣକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳମାନେ ସହରଗୁଡିକରେ ଡାକ୍ତରଖାନା, ବସଷ୍ଟାଣ୍ଡ ଭଳି ପ୍ରମୁଖ ସ୍ଥଳ ନିକଟରେ ସରକାରୀ ଜାଗା ଚିହ୍ନଟ କରି ରିପୋର୍ଟ ଦେବାକୁ କୁହାଯାଇଛିା ତା’ଛଡା ବିଭିନ୍ନ ପାଇପ କ୍ରୟ ବେଳେ ଉତ୍ପାଦନ ଶୁÂ ଛାଡ କରିବାକୁ ଅନୁରୋଧ କରାଯାଇଥ#ଲାା ପଛୁଆ ଅଞ୍ଚଳ ବିକାଶପା=ି ଅଧୀନରେ ପ୍ରଦତ୍ତ ବହୁ ପରିମାଣ ଅର୍ଥ ଏନ୍.ଏ.ସି., ମୁ୍ୟନିସିପାଲିଟିମାନଙ୍କରେ ଖର୍ଚ୍ଚ ନ ହୋଇ ପଡିଥ#ବା ହେତୁ ଏଗୁଡିକୁ ତୁରନ୍ତ ଖର୍ଚ୍ଚ କରି ତା’ର ବିନିଯୋଗ ପତ୍ର ବିଭାଗକୁ ଦାଖଲ କରିବାକୁ କୁହାଯାଇଛିା ତା’ଛଡା ନଗର ଉନ୍ନୟନ ଜନିତ ଯେକୌଣସି ବିଷୟରେ
ଅବଗତ କରିବାକୁ ଜିଲ୍ଲାପାଳମାନେ ସିଧାସଳଖ ମୋ ସହ କଥାବାର୍ତ୍ତା କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥ#ଲୋ

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନରଶ୍ରୀ ତାରାଦତ୍ତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଶାସନ ସଚିବ ଶ୍ରୀ ଜି ମାଥ#ଭାଥନନ୍ଙ୍କ
ସମେତ ସମସ୍ତ ଜିଲ୍ଲାପାଳ ଉପସ୍ଥିତ ଥ#ଲୋ

Share in top social networks!