ଦେଶବ୍ୟାପୀ ବିପିଏଲ ଏଲପିଜି ଯେ ।ଗାଣ ସେବାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

indanedpସାରା ଦେଶରେ ବିପିଏଲ ପରିବାରମାନଙ୍କୁ ସଂପୂର୍ଣ୍ଣ ରିହାତି ଦରରେ ଏଲପିଜି ସିଲିଣ୍ଡର ଯେ ।ଗାଣ କାର୍ଯ୍ୟକ୍ରମ ଅ ।ରମ୍ଭ ହେ ।ଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅ ।ଜି ଭୁବନେଶ୍ୱର ସାଲିଅ ।ସାହିଠାରେ ଏକ ସମାରେ ।ହରେ ଏହି ଜାତୀୟ କାର୍ଯ୍ୟକ୍ରମକୁ ବିଧିବଦ୍ଧଭାବେ ଉତ୍ସର୍ଗ କରିଛନ୍ତି । ଏହି ଯେ ।ଜନା ଅଧିନରେ ପ୍ରତ୍ୟେକ ବିପିଏଲ ପରିବାରକୁ ଅ ।ଗାମୀ ୩ ମାସ ଅର୍ଥାତ୍ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ରିହାତିରେ ଏଲପିଜି ସିଲିଣ୍ଡର ଯେ ।ଗାଇ ଦିଅ ।ଯିବ । ଏହି ପାଇଲଟ ସ୍କିମ୍ ଅ ।ରମ୍ଭ ହେବା ଫଳରେ ଏଲପିଜି ସିଲିଣ୍ଡର ଯେ ।ଗାଣ କ୍ଷେତ୍ରରେ କଳାବଜାର ଲେ ।ପ ପାଇବ । ଯେ ।ଗ୍ୟ ବିପିଏଲ ହିତାଧିକାରୀମାନେ ସେମାନଙ୍କର ବିପିଏଲ କାର୍ଡ ଅଥବା ଅନ୍ୟାନ୍ୟ ସରକାରୀ ଅଧିସ୍ୱୀକୃତ କାଗଜପତ୍ର ଦେଖାଇ ନିଜ ନିଜ ଅଂଚଳରେ ଥିବା ରାଷ୍ଟ୍ରାୟତ ତୈଳ ବିପଣନ କଂପାନୀର ଗ୍ୟାସ୍ ବିତରକଙ୍କଠାରୁ ଏହି ସୁବିଧା ଉପଲବ୍ଧ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ବିପିଏଲ ପରିବାରଙ୍କ ପାଇଁ ଭୁବନେଶ୍ୱର ସହରାଂଚଳରେ ୯ଟି ଏବଂ କଟକରେ ୪ଟି ସ୍ୱତନ୍ତ୍ର ଏଲପିଜି ଯେ ।ଗାଣ ଅ ।ଉଟଲେଟ୍ ଖେ ।ଲାଯାଇଛି ।
ଅ ।ଜି ଭୁବନେଶ୍ୱରଠାରେ ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସମବେତ ଜନତାଙ୍କୁ ଉଦ୍ବେ ।ଧନ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଣେ ବିପିଏଲ ହିତାଧିକାରୀ ୧୪.୨ କେଜିର ଏଲପିଜି ସିଲିଣ୍ଡର ନେବାକୁ •ହିଁଲେ ସେହି ହିତାଧିକାରୀଙ୍କୁ ଅମାନତ ଜମା ୧୪୫୦ ଟଙ୍କା ଏବଂ ରେଗୁଲେଟର ବାବଦକୁ ୧୫୦ ଟଙ୍କା ଏହିପରି ମେ ।ଟ ୧୬୦୦ ଟଙ୍କାର ସବ୍ସିଡି ମିଳିବ । ସେହିପରି ୫ କେଜିର ଏଲପିଜି ସିଲିଣ୍ଡର ନେବାକୁ •ହୁଁଥିବା ହିତାଧିକାରୀମାନଙ୍କୁ ଅମାନତ ଜମା ବାବଦରେ ୩୫୦ ଟଙ୍କା ଏବଂ ରେଗୁଲେଟର ବାବଦରେ ୧୫୦ ଟଙ୍କା ଏହିପରି ମେ ।ଟ ୫୦୦ ଟଙ୍କାର ପୂର୍ଣ୍ଣ ରିହାତି ମିଳିବ । ଏହି ଏକକାଳୀନ ରିହାତିକୁ ଛାଡିଦେଲେ ବିପିଏଲ ଉପଭେ ।କ୍ତାମାନେ ଗ୍ୟାସ ରିଫଲର ଦାମ ଦାଖଲ କରି ସେମାନଙ୍କ ସିଲିଣ୍ଡର ନେଇପାରିବେ । ଏହି ଦୁଇଟିଯାକ ପାଇଲଟ୍ ସ୍କିମ୍ ଅ ।ସନ୍ତା ୩ ମାସ ପଯର୍ୟନ୍ତ ବଳବତର ରହିବ । ଏହାଦ୍ୱାରା ବିପିଏଲ ପରିବାର, ଶ୍ରମିକ ଶ୍ରେଣୀର କର୍ମଜୀବୀ, ନିମ୍ନ ମଧ୍ୟବିତ •କିରିଅ ।, ଛାତ୍ରଗେ ।ଷ୍ଠୀ, ଏହାର ଫାଇଦା ନେଇପାରିବେ । କେବଳ ସେତିକି ନୁହେଁ, କଳାବଜାରରେ ଚଢା ଦାମରେ ବିକ୍ରି ହେଉଥିବା ସିଲିଣ୍ଡର ପ୍ରକ୍ରିୟା ମଧ୍ୟ ଲେ ।ପ ପାଇବ ।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମେ ।ଦିଙ୍କ ନେତୃତ୍ୱରେ ଗଠିତ ସରକାର ଦେଶର ଗରିବ ଶ୍ରେଣୀ, ଯୁବଗେ ।ଷ୍ଠୀ ଓ ମହିଳାମାନଙ୍କ ପାଇଁ ସମର୍ପିତ ହେ ।ଇ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ଜନଧନ ଯେ ।ଜନା ମେ ।ଦି ସରକାରଙ୍କର ଏକ ସର୍ବଜନାଦୃତ କାର୍ଯ୍ୟକ୍ରମ । ଏହାଦ୍ୱାରା କେବଳ ଯେ ଗରିବ ଲେ ।କେ ବ୍ୟାଙ୍କ ଖାତା ଖେ ।ଲିବେ ତା ନୁହେଁ, ବରଂ ସେମାନେ ସମସ୍ତ ସରକାରୀ ସବ୍ସିଡି ଯେ ।ଜନାର ପ୍ରତ୍ୟକ୍ଷ ସୁଫଳ ପାଇବେ ଏବଂ ମଧ୍ୟସ୍ଥି, ଦଲାଲ ଓ ମହାଜନଙ୍କ ଶେ ।ଷଣରୁ ନିଜ ପରିବାରଙ୍କୁ ରକ୍ଷା କରିପାରିବେ । ବିପିଏଲ ପରିବାରଙ୍କୁ ପୂର୍ଣ୍ଣ ରିହାତି ଦରରେ ଏଲପିଜି ସିଲିଣ୍ଡର ଯେ ।ଗାଣ ବ୍ୟବସ୍ଥା ମେ ।ଦି ସରକାରଙ୍କ ଜନହିତକର କାର୍ଯ୍ୟକ୍ରମର ଏକ ଅଂଶବିଶେଷ । ପ୍ରଧାନମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଗରିବ ଲେ ।କଙ୍କ ପାଇଁ ଏହି ଏଲପିଜି ଯେ ।ଗାଣ କାର୍ଯ୍ୟକ୍ରମ ଅ ।ରମ୍ଭ କରାଯାଇଛି । ପ୍ରତି ଗରିବଙ୍କ ଘରେ ପ୍ରଦୂଷଣ ରହିତ ଜାଳେଣି ପହଂ•ଇବା ପାଇଁ ଏହା ଏକ ବଡ଼ ପଦକ୍ଷେପ ବେ ।ଲି ଶ୍ରୀ ପ୍ରଧାନ କହିଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗରିବ ଲେ ।କଙ୍କ ସୁବିଧା ପାଇଁ କେବଳ ୫ କେଜି ସିଲିଣ୍ଡର ନୁହେଁ, ବରଂ ୧, ୨, ୩ ଓ ୪ କେଜି ଓଜନ ବିଶିଷ୍ଟ ଏଲପିଜି ସିଲିଣ୍ଡର ଯେ ।ଗାଣ କାର୍ଯ୍ୟକ୍ରମ ଅ ।ରମ୍ଭ କରିବା ଲାଗି ସକ୍ରିୟ ବି•ର କରାଯାଉଛି ।
ଭୁବନେଶ୍ୱରର ଏଲପିଜି ଉପଭେ ।କ୍ତାମାନଙ୍କ ସମସ୍ୟା ସଂପର୍କରେ ସୂଚନାଦେଇ ଶ୍ରୀ ପ୍ରଧାନ କହିଲେ ଯେ ୨୦୧୧ ଜନଗଣନା ଅନୁଯାୟୀ ଭୁବନେଶ୍ୱର ସହରାଂଚଳରେ ୩ଲକ୍ଷ ୮୦୦୦ ପରିବାର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୯୦ ହଜାର ପରିବାରଙ୍କ ପାଖରେ ଏଲପିଜି ସଂଯେ ।ଗ ରହିଛି । ତେବେ ବିଭିନ୍ନ ବିତରଙ୍କ ପାଖରେ ବକେୟା ପଡ଼ିଥିବା ଏଲପିଜି ଯେ ।ଗାଣ ଦରଖାସ୍ତଗୁଡ଼ିକୁ ତୁରନ୍ତ ନିଷ୍ପତି ନେଇ ସଂଯେ ।ଗ ପ୍ରଦାନ କରିବାକୁ ଶ୍ରୀ ପ୍ରଧାନ ରାଷ୍ଟ୍ରାୟତ ତୈଳ ବିତରକ ସଂସ୍ଥାମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଣିକି ତାଙ୍କ ମନ୍ତ୍ରଣାଳୟ ୫ କେଜି ସିଲିଣ୍ଡର ଯେ ।ଗାଣ ବ୍ୟବସ୍ଥା ଅ ।ରମ୍ଭ କରିବା ପରେ ବର୍ଷକୁ ସର୍ବାଧିକ ୩୪ଟି ସିଲିଣ୍ଡର ଯେ ।ଗାଇ ଦେବାକୁ ସ୍ଥିର କରିଛନ୍ତି । ପର୍ଯ୍ୟାୟକ୍ରମେ ସବୁ କିରାଣି ଦେ ।କାନ, ଉଦ୍ୟାନ ଫ୍ରେସ୍ ଏବଂ ଯେକୌଣସି ମୁକ୍ତ ବଜାର ଅ ।ଉଟ୍ଲେଟ୍ରେ ଏଲପିଜି ସିଲିଣ୍ଡର ମିଳିବ । ବଜାର ଦରରେ କିଣିବାକୁ •ହୁଁଥିବା ଯେ କୌଣସି ବ୍ୟକ୍ତି ବା ହିତାଧିକାରୀ ଏହାର ସୁବିଧା ନେଇପାରିବେ । ଏ ପ୍ରକାର ମୁକ୍ତ ଏଲପିଜି ଯେ ।ଗାଣ ବ୍ୟବସ୍ଥା ଦ୍ୱାରା ଦେଶର ସବୁ ନାଗରିକ ଉପକୃତ ହେବେ ଏବଂ ନିର୍ମଳ ଓ ସ୍ୱଚ୍ଛ ଜାଳେଣି ବ୍ୟବହାରର ପରିପ୍ରସାର ଘଟିବ ବେ ।ଲି ଶ୍ରୀ ପ୍ରଧାନ କହିଛନ୍ତି ।
ଭୁବନେଶ୍ୱର ସାଲିଅ ।ସାହି ବାସିନ୍ଦାଙ୍କ ସମସ୍ୟା ସଂପର୍କରେ ସେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଭାବେ ସେ ଭୁବନେଶ୍ୱରର ମେୟର ଓ ସ୍ଥାନୀୟ ଲେ ।କ ପ୍ରତିନିଧି ଓ ବିଧାୟକଙ୍କୁ ନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟିବେ । ସାଲିଅ ।ସାହି ଜଙ୍ଗଲ ଜମି ଉପରେ ରହିଥିବାରୁ ସେଠାକାର ବିପିଏଲ ପରିବାରମାନଙ୍କୁ ଘରପଟ୍ଟା ଦେବାରେ ଅସୁବିଧା ହେଉଛି । ତେଣୁ ଜଙ୍ଗଲ ଜମିର କିସମ ପରିବର୍ତନ କରି ବିପିଏଲ ପରିବାରମାନଙ୍କୁ ଗୃହଯେ ।ଗାଣ କାର୍ଯ୍ୟ ସୁଗମ କରିବା ନିମନ୍ତେ ସେ ନିଶ୍ଚିତ ଉଦ୍ୟମ କରିବେ ବେ ।ଲି ସମାବେଶରେ ଘେ ।ଷଣା କରିଥିଲେ ।

Share in top social networks!