ଗ୍ରୀନିଜ୍ୱାଲ୍ଡରେକର୍ଡ଼ ଅଧିକାରୀକେଶବସ୍ୱାଇଁଙ୍କୁଜୁଏଲଓରାମଙ୍କ ସମ୍ବର୍ନ୍ଧନା

kesahvଗ୍ରୀନିଜ୍ୱାଲ୍ଡରେକଡ଼ର୍ସ, ଲିମିକା ଅଫବୁକ୍ ନ୍ୟାସନାଲରେକର୍ଡ଼ସ, ଏସିଆବୁକ୍ ଅଫ ରେକର୍ଡ଼ସ, ଇଣ୍ଡିଆବୁକ୍ ଅଫ ରେକର୍ଡ଼ସ ତଥା ରାଜ୍ୟରସାହାସିକ ପୁରସ୍କାର ପାଇଥିବାଓଡ଼ିଆ ଯୁବକଶ୍ରୀକେଶବସ୍ୱାଇଁଚଳିତମାସ ୧୪ ତାରିଖ ଦିନ ଆଉ ଏକ ନୂତନ ଐତିହାସିକବିଶ୍ୱରେକର୍ଡ଼ସରକୃତିତ୍ୱଅର୍ଜନକରିଛନ୍ତି । ଶ୍ରୀସ୍ୱାଇଁଗୁରୁରାଟର ଅହମ୍ମଦାବାଦ ଠାରେଜିନିୟସ ଫାଉଣ୍ଡସେନ ସହଯୋଗରେୱାଲ୍ଡରେକର୍ଡ଼ସ ଅଫ ଇଣ୍ଡିଆଏବଂୱାର୍ଲ୍ଡ ଆମାଜିଙ୍ଗରେକର୍ଡ଼ସ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ୱାର୍ଲ୍ଡରେକର୍ଡ଼ସବାର୍ଷିକଉତ୍ସବରେଶ୍ରୀସ୍ୱାଇଁୱାର୍ଲ୍ଡରେକର୍ଡ଼ ଇଣ୍ଡିଆ-୨୦୧୪, ଜେନୟସ ଆୱାର୍ଡ଼-୨୦୧୪ ଏବଂ ୧୦ ଲାଇଭ୍ୱାର୍ଲ୍ଡରେକର୍ଡ଼ସହାସଲକରି ଏକ ଇତିହାସସୃଷ୍ଟିକରିଛନ୍ତି ।
ଏହି ଅବସରରେଶ୍ରୀସ୍ୱାଇଁ ଆଜି ନୂଆଦିଲ୍ଲୀଠାରେକେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀଶ୍ରୀଜୁଏଲଓରାମଙ୍କୁଭେଟିଥିଲେ । ମନ୍ତ୍ରୀଶ୍ରୀଓରାମତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ନ୍ଧନା ଦେବାସହଏହିବିରଳକୃତିତ୍ୱ ପାଇଁତାଙ୍କୁଅଭିନନ୍ଦନଜଣାଇଥିଲେ ।

Share in top social networks!