ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡା.ମୋହନରାଓ ଭାଗବତଙ୍କ ଓଡିଶା ଗସ୍ତ

Bhagwatରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡା.ମୋହନରାଓ ଭାଗବତ ୧୧ ଡିସେମ୍ବର ଠାରୁ ୧୫ ଡିସେମ୍ବର ପର୍ଯ୍ୟନ୍ତ ଏକ ପାଞ୍ଚ ଦିନିଆ ଓଡିଶା ଗସ୍ତରେ ଭୁବନେଶ୍ୱର ଆସୁଛନ୍ତି । ଏହି ସମୟରେ ସେ ସଂଘର ସାଂଗଠନିକ କାର୍ଯ୍ୟର ସମୀକ୍ଷା କରିବା ସହିତ, ପୂର୍ବାଞ୍ଚଳର ଓଡିଶା, ବଙ୍ଗଳା, ସିକିମ୍ ଓ ଆଣ୍ଡାମାନ ନିକୋବର ଦୀପ ପୁଞ୍ଜର କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗ ଦର୍ଶନ କରିବେ ବୋଲି ସଂଗଠନର ପ୍ରଚାର ବିଭାଗ ତରଫରୁ ସମୀର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Share in top social networks!