ସମ୍ବିଧାନ ପ୍ରଣେତା ଭାରତ ରଦ୍ନ ଡ଼କ୍ଟର ବାବାସାହେବ ଭୀମ ରାଓ ଆମ୍ବେଦକରଙ୍କ ୫୮ତମ ମହାପ୍ରୟାଣ ଦିବସ ଅନୁଷ୍ଠିତ

RANEDRAPRATAPଦଳିତ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଜନସାଧାରଣଙ୍କୁ ସାମାଜିକ ନ୍ୟାୟ ଦେବା ଓ ଭାରତ ବର୍ଷରେ ଏକ ସମାନତା ଆଣିବା ପାଇଁ ଜୀବନସାରା ସଂଗ୍ରାମ କରିଥିବା ସେହି ମହାନ ବିପ୍ଳବୀ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ଏ.ଜି.ଛକଠାରେ ଥିବା ତାଙ୍କ ପ୍ରତିମୁର୍ତୀରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ । ସେମାନଙ୍କ ମଧ୍ୟରେ ଆଠଗଡ଼ର ବିଧାୟକ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଓଡ଼ିଶା ପଛୁଆ ବର୍ଗ ଯୁବ ଛାତ୍ର ସାମ୍ମୁଖ୍ୟର ବହୁ କର୍ମକର୍ତା ଉପସ୍ଥିତ ରହି ବାବା ସାହେବଙ୍କ ପ୍ରତିମୁର୍ତୀରେ ପୁଷ୍ପମାଊ୍ୟ ଅର୍ପଣ କରି ତାଙ୍କର ସ୍କୃତି ଚାରଣ କରିଥିଲେ ।

Share in top social networks!