ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୩୧ଲକ୍ଷ ୮୦୦ ଟଙ୍କା ଲାଭାଂଶ ପ୍ରଦାନ

tn_1-12-2014=1କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ତାଙ୍କ ସଚିବାଳୟସ୍ଥ ପ୍ରକୋଷ୍ଠରେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ପକ୍ଷରୁ ନିଗମର ଲାଭାଂଶ ବାବଦକୁ ୩୧ ଲକ୍ଷ ୮୦୦ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତିା କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ରାଜେଶ ବର୍ମା, କୃଷି ନିେ”ର୍ଶକ ଶ୍ରୀ ଆର୍.ଏସ୍. ଗୋପାଳନ ଏବଂ ନିଗମର ପରିଚାଳନା
ନିେ”ର୍ଶିକା ଶ୍ରୀମତୀ ନିରୋଜ ନଳିନୀ ଜେନା ଉପସ୍ଥିତ ଥିଲୋ ୧୯୯୫-୯୬ରୁ ଆଜି ପର୍ଯ୍ୟନ୍ତ କାଜୁ ନିଗମ ଲାଭାଂଶ ବାବଦକୁ ୩ କୋଟି ୧୭ ଲକ୍ଷ ୮୧ ହଜାର ୨୦୦ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛିା

Share in top social networks!