ଓଡ଼ିଆମାନେ ଆମ ସଂସ୍କୃତିକୁ ଏବେବି ଭୂଲୀ ନାହାନ୍ତି

10612917_10204657441413716_1138721005642836159_nଅନ୍ନପୂର୍ଣା ପାଣ୍ଡେ
ସାନ୍ତାକ୍ରୁଜ, କାଲିପର୍ଣ୍ଣିଆ-୯୫୦୬୦
ଆମେରିକାର ଚିକାଗୋ ସହରରେ ଓଡ଼ିଆମାନଙ୍କର ଗଣେଶ ପୂଜା । ଅଗଷ୍ଟ ମାସରେ ପୁଅ ଇ-ମେଲ୍ କଲା, ବୋଉ
ଏଠି ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ୍ର ଚିକାଗୋ ଶାଖା ସେପ୍ଟେମ୍ବର ୧୩ ତାରିଖ ଦିନ ଗଣେଶ ପୂଜା ପାଳନ
କରୁଛନ୍ତି । ମୋତେ ସୁଶାନ୍ତ ମାମୁଁ ଚିକାଗୋରୁ ଇ-ମେଲ୍ରେ ନିମନ୍ତ୍ରଣ ପତ୍ର ପଠେଇଛନ୍ତି ।
ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା,
ଆମେ ଗଣେଶ ପର୍ବ ସେପ୍ଟେମ୍ବର ୧୩, ୨୦୧୪ ପାଳିବା । ସେଇ ଦିନଟି ଖାଲି ରଖିଥିବ । ଧନ୍ୟବାଦ । ମୋ
ମନ ବଡ଼ ଖୁସି । ପୁଅକୁ ୨୫ ବର୍ଷ । ଚିକାଗୋ ବିଶ୍ୱବିଦ୍ୟାଳୟରେ ଏମ୍ଏ କରୁଛି । ମୋ’ଠାରୁ ୨୦୦୦ ମାଇଲ୍ ଦୂରରେ
ରହେ । ମୋର ବଡ଼ ଆଶା ପୁଅ ଆମେରିକାରେ ବଢ଼ି ମଧ୍ୟ ଆମର ସମସ୍ତ ପର୍ବପର୍ବାଣିକୁ ନଭୁଲୁ । ସେଥିରେ ଶ୍ରଦ୍ଧା ରଖୁ ।
ଅନ୍ୟ ଓଡ଼ିଆମାନଙ୍କ ସାଙ୍ଗରେ ମିଶୁ ।
ଆକାଶ ତା’ ସୁଶାନ୍ତ ମାମୁଁଙ୍କୁ ଇ-ମେଲ୍ର ନକଲ ମୋ ପାଖକୁ ପଠେଇଥିଲା । ‘ପ୍ରିୟ ମାମୁଁ, ମୁଁ ଗଣେଶ ପୂଜାକୁ
ଏଥର ଆସିବି । କିନ୍ତୁ କୌଣସି ଭାରତୀୟ ପୋଷାକ ମୁଁ ଘରୁ ଆଣିନି । କେମିତି ଆସିବି?’ ଖଷ୍କଔ୍ଚ‡ୠ୍ଚୠଷ୍କସ୍ୱଢଌକ୍ଟଐ=ଷ୍କଐ‡
ଆସିଗଲା । ‘ଭଲ! ଭାରତୀୟ ପୋଷାକ ପାଇଁ ଆଦୌ ଚିନ୍ତା କରନା । ଅଧାରୁ ଅଧିକ ଲୋକ ଭାରତୀୟ ପୋଷାକ
ପିନ୍ଧିନଥିବେ । ତୁ ସମସ୍ତଙ୍କ ସାଙ୍ଗରେ ମିଶିଯିବୁ । ସ୍ନେହ ନେବୁ । ସୁଶାନ୍ତ ମାମୁଁ ।’ ଗତ ପଚିଶ ବର୍ଷ ତଳେ ସୁଦୂର କଟକ
ସହରରୁ ଆମେରିକାକୁ ଯାତ୍ରା । ମୁଁ କାଲିଫର୍ଣ୍ଣିଆ ରାଜ୍ୟର ସାନ୍ତାକ୍ରୁଜ ସହରରେ ରହେ । କଟକ ଛାଡ଼ିବା ବେଳକୁ ମୋର ବଡ଼
ପୁଅ ଅଲୋକକୁ ବର୍ଷେ ୭ ମାସ ଓ ସାନପୁଅ ଆକାଶକୁ ୪ ମାସ । ମୋ
ପିଲାମାନେ କିଭଳି ଓଡ଼ିଆ ଶିଖିବେ, ନିଜ ମାତୃଭୂମିକୁ ମନେରଖିବେ, ଓଡ଼ିଆ ପର୍ବପର୍ବାଣି ବିଷୟରେ ଜାଣିବେ, ଓଡ଼ିଆମାନଙ୍କ
ଗହଣରେ ମିଶି ନିଜକୁ ଓଡ଼ିଆ ବୋଲି ଗର୍ବ କରିବେ, ସେହି ଚିନ୍ତାରେ ମୁଁ ମୋ ପାଇଁ ଓଡ଼ିଆ ସଂଗଠନ ଖୋଜିବାରେ
ଲାଗିଗଲି । କିଛି ବନ୍ଧୁଙ୍କଠାରୁ ଜାଣିଲି, ଆମ ସହରଠାରୁ ୪୦ ମାଇଲ୍ ଦୂରରେ silcon valley ଅଞ୍ଚଳରେ ପ୍ରାୟ 25
ପରିବାର ବସବାସ କରନ୍ତି । ଓଡ଼ିଆମାନଙ୍କ ସାଙ୍ଗରେ ମୋର ପ୍ରଥମ କ୍ରିସ୍ମାସ ଏବଂ ନବବର୍ଷ ପାଳନ କରିଥିଲି ୧୯୮୯-
୧୯୯୦ ମସିହାରେ । ପୂରା ଆମେରିକାରେ କି୍ରସ୍ମାସରେ ଲୋକମାନେ ଟର୍କି ବୋଲି ଗୋଟିଏ ପକ୍ଷୀକୁ ଭୋଜନ କରନ୍ତି ।
ହେଲେ ଆମେ ଓଡ଼ିଆମାନେ ଏକାଠି ହୋଇ ଓଡ଼ିଆ ଖାଦ୍ୟ ଖାଉ, ଗୀତ ଗାଉ ଏବଂ ନାଚ କରୁ । ପିଲାମାନେ ଖେଳାଖେଳି
କରନ୍ତି । ନିଜ ଭାଷାରେ କଥାହେବା, ଓଡ଼ିଆ ଖାଦ୍ୟ ଖାଇବା ଏବଂ ନିଜକୁ ଓଡ଼ିଆମାନଙ୍କ ଭିତରେ ହଜାଇ ଦେବାରେ ଏକ
ଅସୀମ ଆନନ୍ଦ ।
ଓଡ଼ିଶାରେ ବାରମାସରେ ତେର ଯାତ୍ରା ପାଳନ ହୁଏ । ମୁଁ ଭାବୁଥିଲି ଏଠି ମଧ୍ୟ ଓଡ଼ିଆମାନେ ସବୁ ପର୍ବପର୍ବାଣିକୁ
ପାଳନ କରୁଥିବେ । କିନ୍ତୁ ଏଠି ସମୟର ବଡ଼ ଅଭାବ । ବଡ଼ ବଡ଼ ସହରରେ ଓଡ଼ିଆମାନେ ପରସ୍ପର ଠାରୁ ବେଶ୍ ଦୂରରେ
ରୁହନ୍ତି (୨୫ ୩୦ ମାଇଲି) । ବର୍ତମାନ ଆମେରିକାରେ ଅପାତତଃ ୩ ମିଲିୟନ ଭାରତୀୟ ଏବଂ ଓଡିଆଙ୍କ ସଂଖ୍ୟା
୧୦,୦୦୦ ହେବ । Silcon valley ବର୍ତମାନ ହଜାରେ ଓଡିଆ ରହୁଛନ୍ତି। କାର୍ଯ୍ୟରତ ଜୀବନ । ସ୍ୱାମୀ-ସ୍ତ୍ରୀ ମିଶି
ସକାଳରୁ ସନ୍ଧ୍ୟା ଯାଏଁ ସପ୍ତାହରେ ୫ ଦିନ କାମକୁ ଯାଆନ୍ତି । କ୍ୱଚିତ୍ ଘରେ ସାପ୍ତାହିକ ଦିନ ମାନଙ୍କରେ ପରିବାର ସହ ମିଶି
ମଧ୍ୟାହ୍ନ ଭୋଜନ କରନ୍ତି । ବ୍ୟବସାୟିକ କାର୍ଯ୍ୟରେ ଦରମା ଭଲ, ବୋନସ୍ ମଧ୍ୟ ଭଲ, କିନ୍ତୁ କାମର ଚାପ ଅତ୍ୟଧିକ ।
ଅଧିକାଂଶ ସ୍ତ୍ରୀ ଲୋକମାନେ ମଧ୍ୟ ଘର ବାହାରେ ଚାକିରି କରନ୍ତି । ଓଡ଼ିଶାରୁ ଝିଅମାନେ ଆସି ଏଠାରେ ପାଠପଢ଼ି ନିଜକୁ
ପ୍ରଶିକ୍ଷିତ କରି ବ୍ୟବସାୟିକ କ୍ଷେତ୍ରରେ କେବଳ ଡାକ୍ତର ବା ଇଂଜିନିୟର ନୁହେଁ, ଫାର୍ମାସିଷ୍ଟ, ଲୋନ୍ ଅଫିସର, ଏକ୍ଜିକୁ୍ୟଟିଭ୍ସ, ଲିଗାଲ ଏଡ୍ ସ୍ପେଶିଆଲିଷ୍ଟସ୍, ସୋସିଆଲ ୱାର୍କର, ଆଇଟି ପ୍ରଫେସନାଲ୍ସ ଆଦି କାର୍ଯ୍ୟ କରନ୍ତି । ସ୍ୱାମୀ-ସ୍ତ୍ରୀ
ସନ୍ଧ୍ୟାବେଳେ ଘରକୁ ଆସିଲେ ପିଲାମାନଙ୍କ ଘରକାମ ଦେଖିବା, ରାନ୍ଧିବା, ଆସନ୍ତାକାଲି ପାଇଁ ଖାଇବା ତିଆରି କରିବା ଏବଂ
ଘରର ଯାବତୀୟ ଦାୟିତ୍ୱ ବୁଝିବାରେ ବ୍ୟସ୍ତ ରୁହନ୍ତି । ତେଣୁ ଛୁଟିଦିନ ଛଡ଼ା ଅନ୍ୟ ଦିନଗୁଡ଼ିକରେ କୌଣସି ପର୍ବପର୍ବାଣି
ପଡ଼ିଲେ ତାହା ସେହିଦିନ ପାଳନ କରିବା ଅସମ୍ଭବ ।
ସମୟର ଅଭାବକୁ ନେଇ ଆମେ ଓଡ଼ିଆମାନେ ପର୍ବପର୍ବାଣି ପାଳନର ସଂଖ୍ୟା ବହୁତ ବାଛିବାଛି କରୁ । ପିଲାମାନଙ୍କ
ପାଇଁ ଗଣେଶ ପୂଜା, ସରସ୍ୱତୀ ପୂଜା, ପରିବାର ଏବଂ ସମାଜକୁ ନେଇ ରଥଯାତ୍ରା ରୀତିମତ ଭାବରେ ପାଳନ କରିଆସୁଛୁ ।
ଅନ୍ୟ ଜାଗାରେ ଓଡ଼ିଆମାନେ ଦୁର୍ଗାପୂଜା, କୁମାର ପୂର୍ଣ୍ଣିମା, ଦୀପାବଳି ଆଦି ଆଉ କିଛି ପର୍ବ ପାଳନ କରନ୍ତି । ଓଡ଼ିଶାରେ ତ
ପ୍ରତି ମାସରେ ଅନେକ ପର୍ବପର୍ବାଣି । ଶ୍ରାବଣ ମାସରେ ଖୁଦୁରୁକୁଣୀ, ବୁଧେଇ ଓଷା, ଜନ୍ମାଷ୍ଟମୀ, ରାକ୍ଷୀପୂର୍ଣ୍ଣିମା, ଗହ୍ମାପୂର୍ଣ୍ଣିମା,
ଶିବଙ୍କର ସୋମବାର ଆଦି ପାଳନ କରାଯାଇଥାଏ । ଆମେରିକାରେ ଆମେମାନେ ଏତେ ପର୍ବ ପର୍ବାଣି କରିବାରୁ ବଞ୍ଚିତ
ହେଉ । ବ୍ୟସ୍ତ କର୍ମମୟ ଜୀବନରେ ପ୍ରତି ପୂଜାରେ ଘରେ ପିଠାପଣା, ଭୋଜି, ପୂଜା କରିବା ପାଇଁ ସମୟ ନଥାଏ । କର୍ମମୟ
ଜୀବନ ହିଁ ଭଗବାନ ପାଲଟିଯାଆନ୍ତି । ତା’ଛଡ଼ା ଆମେ ପରସ୍ପର ଠାରୁ ଦୂରରେ ରହୁ । ରାତି ପାହିଲେ ଆମେରିକୀୟ
ସାଇପଡ଼ିଶାଙ୍କ ସାଙ୍ଗରେ ଦେଖାଚାହାଁ । ସକାଳୁ ସକାଳୁ ମନ୍ଦିର, ମସ୍ଜିଦର ସ୍ୱର ତ ଆମ ପାଇଁ ସ୍ୱପ୍ନ । ମନକଲେ ବି
ପର୍ବପର୍ବାଣିଗୁଡ଼ିକ ମନରେ ରହିଯାଏ । ମୋ ବୋଉର ପିଠାପଣା ମନେପଡ଼େ ଏବଂ ମନ ଭିତରେ ଦୁଃଖ ଆସେ କାହିଁକି ମଣିଷ
ଏତେ ଦୂରକୁ ଆସୁଥିଲା କେଜାଣି!
ପିଲାମାନଙ୍କ ପାଇଁ ଗଣେଶ ପୂଜା, ସରସ୍ୱତୀ ପୂଜା କମୁ୍ୟନିଟିରେ ପାଳନ କରାଯାଏ । ଆମ ମନ ଭିତରେ ସବୁଠାରୁ
ବଡ଼ଚିନ୍ତା ଆମ ଛୁଆମାନେ ଭବିଷ୍ୟତରେ ନିଜକୁ ଓଡ଼ିଆ ବୋଲି ମାନିବେତ? ଓଡ଼ିଆତ୍ୱ କହିଲେ ଆମର ଭାଷା, ପର୍ବପର୍ବାଣି,
ନାଚଗୀତ, କଳା ଓ ସଂସ୍କୃତିକୁ ବୁଝାଏ । ଆମ ପିଲାମାନଙ୍କୁ ସେ ବିଷୟରେ ସଚେତନ କରିବାକୁ ଯାଇ ମା’ବାପାମାନେ
ସରସ୍ୱତୀ ପୂଜା ଓ ଗଣେଶ ପୂଜା ପାଳନ କରନ୍ତି । ତା’ଛଡ଼ା ନିଜର ଓଡ଼ିଆତ୍ୱ ବଜାୟ ରଖିବାକୁ ଏବଂ ଏଠିକାର ଭାରତୀୟ ଓ
ଅଣଭାରତୀୟଙ୍କୁ ସଚେତନ କରିବାକୁ ରଥଯାତ୍ରା ପାଳନ କରିଥାନ୍ତି ।
ଜଗନ୍ନାଥ ଆମ ଓଡ଼ିଆମାନଙ୍କର ପରିଚୟ । ତେଣୁ ଯେମିତି ଜଗନ୍ନାଥଙ୍କ ବିନା ଆମମାନଙ୍କର ସ୍ଥିତି ଅସମ୍ଭବ, ଆମେ
ଯୁଆଡ଼େ ଯାଉ ଜଗନ୍ନାଥଙ୍କୁ ଜାବୁଡ଼ି କୋଳେଇ କାଖେଇ, କବାଟ ଉହାଡରେ କିମ୍ବା କେଉଁ ଏକ କାନ୍ଥରେ ତାଙ୍କୁ ଓହଳାଇ ଥାଉ। ବର୍ତମାନ ଆମେରିକାରେ ଯୁଆଡେ ଯୁଆଡେ ଓଡିଆମାନେ ବିସ୍ତାରିତ ହେଉଛନ୍ତି ଜଗନ୍ନାଥଙ୍କୁ ମଧ୍ୟ ସାଥିରେ ନେଇ ସ୍ଥାପନ କରାଉଛନ୍ତି । ୧୮ଟି ସହରରେ ଜଗନ୍ନାଥ ସ୍ଥାପିତ ହେଲେଣି ଏବଂ ତାଙ୍କର ସ୍ଥାପନ ସଂଖ୍ୟା ବଢ଼ି ଚାଲିଛି ।
ଆମେରିକାରେ ଗଣେଶ ପୂଜା ପାଳନ ଓଡ଼ିଆମାନଙ୍କର ଅତି ପ୍ରିୟ । ଗଣେଶ ପୂଜା ସପ୍ତାହର ଯେଉଁ ଦିନ ପଡୁନା
କାହିଁକି, ଆମେମାନେ ଏଠି କେବଳ ସପ୍ତାହ ଶେଷରେ ହିଁ ଗଣେଶଙ୍କୁ ଆବାହନ କରୁ । ଓଡ଼ିଆ ସଂଗଠନରେ ପରିଚାଳନା
ଦାୟିତ୍ୱରେ ଯେଉଁ ବ୍ୟକ୍ତିମାନେ ଥାଆନ୍ତି, ସେମାନେ ଗୋଟିଏ ଜାଗା ଠିକ୍ କରି ପୂଜାର ଆୟୋଜନ କରିଥାନ୍ତି । ପିଲାଦିନେ
ଆମେମାନେ ସ୍କୁଲ କିମ୍ବା କଲେଜରେ ଯାଇ ଗଣେଶଙ୍କ ପାଖରେ ପୁଷ୍ପାଞ୍ଜଳି ଦେଇ ଭୋଗ ଖାଉଥିଲୁ । କିନ୍ତୁ ଏଠାରେ ସ୍କୁଲ
କିମ୍ବା କଲେଜରେ ତ ପୂଜାର କୌଣସି ଅବକାଶ ନଥାଏ । ଆମେରିକାର ସିକୁଲାର ସୋସାଇଟିରେ ସ୍କୁଲ, କଲେଜରେ
କୌଣସି ଧର୍ମର ପୂଜା ପର୍ବ ହୁଏ ନାହିଁ । କେବଳ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଛୁଟିଦିନରେ ସବୁ ସର୍ବସାଧାରଣ ଏବଂ ଘରୋଇ
ଅନୁଷ୍ଠାନ ବନ୍ଦ ରହେ । ସ୍କୁଲ, କଲେଜରେ ଧର୍ମ ପାଳନ ଏବଂ ପ୍ରସାରକୁ ପ୍ରଶ୍ରୟ ଦିଆଯାଏ ନାହିଁ । ବିଶ୍ୱବିଦ୍ୟାଳୟରେ ବିଭିନ୍ନ
ଧର୍ମୀୟ ଅନୁଷ୍ଠାନଗୁଡ଼ିକ ଏକାଠି ହୁଅନ୍ତି । ତାଙ୍କର ସମାବେଶ ହୁଏ, କିନ୍ତୁ ସାଧାରଣରେ ଉତ୍ସବ ପାଳନ ନଥାଏ ।
ଆମେ ଓଡ଼ିଆମାନେ ଗଣେଶ ପୂଜା ବଡ଼ ଚମକ୍ରାର ଢଙ୍ଗରେ ତିଥି ଅନୁଯାୟୀ କରୁ । ଯେବେ ପଡୁନା କାହିଁକି, ଆମେ
କେବଳ ସପ୍ତାହ ଶେଷରେ ହିଁ ପୂଜାର ଦିନ ସ୍ଥିର କରିଥାଉ । ପିଲାମାନେ ପ୍ରାୟ ଭାରତୀୟ ପୋଷାକ ପିନ୍ଧନ୍ତି । ବାପା-
ମା’ମାନେ ମଧ୍ୟ ଭାରତୀୟ ପୋଷାକ ପିନ୍ଧି ପୂଜାର ଆୟୋଜନ କରନ୍ତି । ଗୋଟିଏ କମୁ୍ୟନିଟି ହଲ୍ କିମ୍ବା ହିନ୍ଦୁ ମନ୍ଦିରରେ ମେଢ଼
କରାଯାଏ । ଠାକୁର ସ୍ଥାପନ ହୁଏ । ମା’ବାପାମାନେ ଠାକୁରଙ୍କ ସାଜସଜ୍ଜା କରନ୍ତି । ତିନି ଶହରୁ ଚାରି ଶହ ଲୋକଙ୍କ ପାଇଁ ଖାଇବା ମା’ବାପାମାନେ ରାନ୍ଧନ୍ତି । ଠାକୁରଙ୍କ ପାଖରେ ସ୍କୁଲ ଏବଂ କଲେଜ ପିଲାମାନେ ତାଙ୍କର ବହି, ଖାତା, କଲମ ଆଦି
ରଖି ପୂଜା କରନ୍ତି । ଠାକୁରଙ୍କ ପାଖରେ ପୁଷ୍ପାଞ୍ଜଳି ପରେ ଛୋଟ ପିଲାଙ୍କର ଖଡ଼ିଛୁଅାଁ ହୁଏ । ମଧ୍ୟାହ୍ନ ଭୋଜନ ପରେ
ପିଲାମାନେ ନାଚ, ଗୀତ, ବାଜା ଏବଂ ତାଙ୍କର ଭିନ୍ନ ଭିନ୍ନ କଳାଚାତୁରୀକୁ ମା’ବାପାମାନଙ୍କ ଆଗରେ ପେସ୍ କରନ୍ତି ।
ମା’ବାପାମାନେ ଅତି ଆଦରରେ ତାଙ୍କ ଛୁଆମାନଙ୍କର କଳା ପରିବେଷଣକୁ ଅଡ଼ିଓ ଓ ଭିଡ଼ିଓ କ୍ୟାମେରାରେ ରେକର୍ଡ କରନ୍ତି ।
ତା’ପରେ ଉପରଓଳିର ଚା’ ଏବଂ ସନ୍ଧ୍ୟା ପୂର୍ବରୁ ସମସ୍ତେ ପରସ୍ପରଠାରୁ ବିଦାୟ ନିଅନ୍ତି ।
ଗଣେଶ ମୂର୍ତି ପୂଜା ସରିଲେ ବିସର୍ଜନ ହୁଅନ୍ତି ନାହିଁ। ତାଙ୍କର ସାଜ ସଜା ଏବଂ ମୂର୍ତି ଅତି ସୁନ୍ଦର ଭାବରେ
ସୁଟ୍କେସ୍ରେ ବନ୍ଧାହୋଇ କାହା ଘରେ କିମ୍ବା ମାଲଗୋଦାମରେ ରଖାଯାଏ । ଠାକୁର ପୁଣି ଆସନ୍ତା ବର୍ଷର ଉତ୍ସବ ଅପେକ୍ଷାରେ
ରୁହନ୍ତି ।
ଆକାଶର ଭାରତୀୟ ପୋଷାକ ପିନ୍ଧିବା ଚିନ୍ତାକୁ ନେଇ ମୋର ମନେପଡ଼ିଲା ଆମେ ପିଲାଦିନେ କଟକରେ କିପରି
ଗଣେଶ ପୂଜା ପାଳନ କରୁଥିଲୁ । ସେଦିନ ସକାଳୁ ଉଠି ଚିକ୍କଣ କରି ମୁଣ୍ଡ କୁଣ୍ଡେଇ ଗାଧୋଇ ପାଧୋଇ ନୂଆ ଜାମା ପିନ୍ଧି ସ୍କୁଲ
ଓ କଲେଜରେ ପୁଷ୍ପାଞ୍ଜଳି ଦେଉଥିଲୁ । ନିଜର ଖାତା, କଲମକୁ ପୂଜା କରେଇ ସ୍କୁଲ ଭୋଜି ଖାଇ ସାଙ୍ଗସାଥୀମାନଙ୍କ ସାଙ୍ଗରେ
ମନଖୁସିରେ ବୁଲୁଥିଲୁ । ଗଣେଶ ପୂଜାରେ ସ୍କୁଲ ଛୁଟି ବୋଲି ବଡ଼ ଆନନ୍ଦ କରୁଥିଲୁ । ସେଦିନଟିରେ ମା’ବାପାଙ୍କର କୌଣସି
ଆକଟ ନଥାଏ । ସ୍କୁଲରେ ପଣ୍ଡିତ ଆସି ପୂଜା କରନ୍ତି । ମୁଁ ଭାବୁଥିଲି ସେଇଟାହିଁ ଆମ ପୂଜାର ପରମ୍ପରା । ଆମେରିକାରେ ଆସି
ସେଇଭଳି ଆମେ ଆମ ପିଲାମାନଙ୍କୁ ଭାରତୀୟ ପୋଷାକ ପିନ୍ଧାଇ ପୂଜାକୁ ନେଉ । ସବୁବେଳେ ନୂଆ ପୋଷାକ ପିନ୍ଧିବାର
ସୁଯୋଗ ନଥାଏ । ଗଣେଶ ପୂଜା ପରମ୍ପରାକୁ ବଜାୟ ରଖିବାକୁ ମା’ବାପାମାନେ ଶତଚେଷ୍ଟା କରି ସପ୍ତାହ ଶେଷରେ ପୂଜା
ପାଳନ କରନ୍ତି । ଏଇ ନୂଆ ପ୍ରକାରର ପୂଜା ପାଳନ ଦେଖି ମୁଁ ଭାବିଲି ଆମେମାନେ ବିଦେଶରେ ଆସି ଆମ ପରମ୍ପରାକୁ
ବଦଳେଇଛୁ ନିଶ୍ଚୟ ।
୨୫ ବର୍ଷ ପରେ ପ୍ରଥମଥର ପାଇଁ ମୁଁ ଏଥର ଗଣେଶ ପୂଜାରେ କଟକରେ ଥିଲି । ମୋର ମନଥିଲା ଏଥର ପୂଜାରେ
ଘରେ ରହି ନୂଆଲୁଗା ପିନ୍ଧିବି । ମୋ ସ୍କୁଲକୁ ଯିବି, ଭୋଜି ଖାଇବି ଏବଂ ସାଇରେ ଗଣେଶ ମେଢ଼ ଦେଖିବି । ମୋ
ପିଲାଦିନର ସ୍ମୃତିକୁ ଅଙ୍ଗେ ଲିଭାଇବି । ଅଗଷ୍ଟ ୨୯ ତାରିଖରେ ତିଥି ଅନୁଯାୟୀ ଗଣେଶ ପୂଜା, କଟକରେ ପ୍ରତିଟି
ଗଳିକନ୍ଦିରେ, ରାସ୍ତାଘାଟ, ଛକରେ ଗଣେଶ ମେଢ଼ ଠାକୁର ବସିଛନ୍ତି । ଗଣେଶ ପୂଜାର ବିରାଟ ସମାରୋହ । ମୁଁ ସେଦିନ
ଗୋଟିଞ୍ଚ୰୍ଖ୮୍ଚ.ଐଳ୍କ୦୍ଖଣ୍ଟଔୠସ୍ଖକ୍ଟଳ୍କସ୍ତ୍ଖଦ/ ଳ୍ଫଊ୍ଚ. ଷ୍କଊ୍ଚଗ୍ଚଐଳ୍କଓ ଳ୍କଳ୍ଳଈଲ୍ଗ=ଳ୍କ୮ଳ୍କ୫୍ଚ୦୍ଚ୍ଖଐ୍ଖଓ୍ଚ.ଢଋ ଳ୍କ:୍ଡଳ୍ଳ.ଳ୍କ‡ଷ୍କ୦୍ଖଣ୍ଟଔଢୠସ୍ଖକ୍ଟଳ୍କସ୍ତଖଊ ଷ୍କ
ବିଭିନ୍ନ ରୂପରେ ପୂଜା ହେଉଥା‡ଳ୍କଳ୍ଳ ୦୍ଖଣ୍ଟଔ ୍ଖ.ଌସ୍ୱ୯ଳ୍କ ଇ୍ଚ୦୍ଚ୫ଷ୍କସ୍ତଇ ୍ଖଊଔ୍ଖଐ ଋସ୍ଖକଳ୍କ= ୍ଖଗ୍ଚଽ୪‡ଳ୍କ = ୍ଖ.ଌସ୍ୱ୯ଳ୍କ ଇକ୍ଟସ୍ତ. ଖ୍ଚ୫ଳ୍କ
ଆକାଶରେ ଉଡୁଛନ୍ତି । କେଉଁଠି ଗଣେଶ ହଳ କରୁଛନ୍ତି ତ ସାଇକେଲରେ ବସି ପତାକା ଉଡାଉଛନ୍ତି ବା ହେଲିକପ୍ଟରରେ
ବସିଛନ୍ତି । ଏଭଳି ଅଦ୍ଭୁତ ଭାବରେ ଗଣେଶଙ୍କର ସ୍ଥାପନା ମତେ ସ୍ତମ୍ଭୀଭୂତ କଲା । ଗଣେଶଙ୍କ ପାଖରେ ମାଳମାଳ ଯୁବକ ।
କୌଣସି ଗୋଟିଏ ସ୍ତ୍ରୀ ଲୋକ କିମ୍ବା ଯୁବତୀ ଝିଅଙ୍କୁ ଦେଖିନି । ପଚାରି ବୁଝିଲି ଯେ, ଗଣେଶ ପୂଜା ସାଇରେ ମୁଖ୍ୟତଃ
ବ ଷ୍କଊ.ୠ୍ଚ୍ଖଇ୰୍ଚ୍ଖଏ୍ଚ୫ଇ.ଐ‡ଳ୍କଳ୍ଳ୍ଖ୦୍ଚ୮ଳ୍କଞ୍ଚ୍ଖ୦୍ଚ୮ଳ୍କଞ୍ଚୠସ୍ଖକ୍ଟଳ୍କସ୍ତଊ୍ଖଇଽଗ୫୍ଚଐଐଷ୍କଓ୍ଖଙ୮ଢ୍ଚବ୍ଚଞ୍ଚ/ଦ ସ୍ତ.ଐ‡ଳ୍କଳ୍ଳଏଇ
ଆଧୁନିକ ଗଣେଶଙ୍କ ପାଖରେ ସିନେମା ଗୀତର ବଡ଼ ଚାହିଦା । ସବୁଆଡ଼େ ଆଜିକାଲିକା ଆଧୁନିକ ବଲିଉଡ୍ ଗୀତ ଗଣେଶଙ୍କ
ପାଖରେ ମାଇକ୍ରେ ବଜା ହେଉ>୍ଚଞ୍ଚଳ୍ଳ୍ଖ.୍କ=ଷ୍କଗଘ୍ଖଐଈ୩୍ଚଐଳ୍କଓ ଳ୍କଖ ଳ୍କ୍ଖଇୠ୍ଚ୦୍ଗ=.୍ଚଗଳ୍ପ. ଳ୍କ”ଌକ୍ଟଐ୍ଖଐ୫୍ଖଣ୍ଟଊ୍ଚଊଷ୍କ.ଗଳ୍କ୍ଖଓ
୰୍ଚଚ୍ଚ୰୍ଚ୫ଳ୍କ.୍ଚଓଳ୍କବ୍ଚଗ୍ଚ୩୍ଚଓଳ୍କ୪ଳ୍କଇ୍ଚ”୰୍ଚ୍ଖୠ.କ୍ସଣ୍ଟ.ଐଳ୍କଊ ଷ୍କ”ଔ ଷ୍କଣ୍ଟଳ୍କଓ ଳ୍କ୦୍ଖଣ୍ଟଔଢୠସ୍ଖକ୍ଟଳ୍କସ୍ତଦୁଇ ଦିନ କିମ୍ବା ସପ୍ତାହ ଯାଏଁ ପୂଜା
ପାଆନ୍ତି, ତା’ପରେ ତାଙ୍କର ବିସର୍ଜନ ହେବ । ସ୍କୁଲ, କଲେଜରେ ଗଣେଶ ପୂଜା ହେଉଛି ସତ, କିନ୍ତୁ ସାରା ସହରରେ,
ଗଳିକନ୍ଦିରେ ଗଣେଶଙ୍କର ପୂଜା ଉତ୍ସବ ଚାଲିଛି ।
୦୍ଖଣ୍ଟଔ ଈସ୍ଖ୫୍ଚ୍ଖଐ ଈସ୍ଖଐ୍ଚ ଖŠ୍ଚଗଐ ୰୍ଚଇ୍ଖƒ୍ଚଚ୍ଛଊ ଈ୍ଚଘଇଳ୍ଳ ୦୍ଖଣ୍ଟଔଢ ୠସ୍ଖକ୍ଟଳ୍କସ୍ତ ଊ ଳ୍କଖ୫ ସ୍ତଇ ଈବ ସ୍ତ୍ଟ‡ ଖଊଷ୍କଦିନ କିଛି
କାର୍ଯ୍ୟକ୍ରମ ଚାଲିଥାଏ । ଦେଖିଲି ବାଦାମବାଡ଼ି ଛକରେ ଗଣେଶ ମେଢ଼ ପାଖ୍ଖଐ୍ଖ୦୍ଚ୮ଳ୍କଞ୍ଚଊ:୍ଡୠଭ=ଳ୍କ୰୍ଚଐଳ୍କ୍ଖଗ୍ଚଽ୍ଖଖ୯ଳ୍କ
୍ଖୠ୍ଖଓ୍ଚ:ଳ୍କଐ ଖୠ୍ଚ୍ଖଐ୍ଚଗଳ୍ଳ ୠଭ୍ଖଐ =ଳ୍କଇ ଳ୍କ ୩୍ଚଐଳ୍କ ୫ଣ୍ଟ ବଷ୍କଊ=୍ଗ ଖଳ୍କ୍ଖଇୠ୍ଚ ›୍ଚଽଓ୍ଠ୍ଖଐ ୍ଖ୪୍ଚ୮ ୍ଖ୪୍ଚ୮ ପୋଷାକ ପିନ୍ଧି
୦୍ଚଏ.ୠ୍ଚଇଢ୦୍ଗ=୍ଖଐଇ୍ଚ୩ ଷ୍କ୪‡ଳ୍କଳ୍ଳୠଭଖ୍ଚୠ ୍ଠଇ୍ଚ୍ଖଐ୰ଖ’ଊଋଳ୍କ:୍ଡଳ୍ଳଖ୍ଖ=୍ଖବଈଐଳ୍କଈ ସ୍ଖଐ୍ଚଖଗଐଐ୍ଚ୍ମ୍ଚ୍ଖଐ୯ଳ୍କ୰୍ଚ୍ଖଗ୍ଚଽ୪ଳ୍କଳ୍ଳ
କଟକ ଏବଂ କାଲିଫର୍ଣ୍ଣିଆ, ଚିକାଗୋରେ ଗଣେଶ ପୂଜା ପାଳନ ଦେଖି ମୁଁ ଅନୁଭବ କଲି ଯେ ଆମର ଚିରାଚରିତ
ସଂସ୍କୃତି କେବେ ସ୍ଥାୟୀ ନୁହେଁ, ନଥିଲା କିମ୍ବା ହେବନି । ସମୟ, କାଳ, ମଣିଷର ଚିନ୍ତାଧାରା ଏବଂ ଜାଗାକୁ ନେଇ ସଂସ୍କୃତିରେ
ଈଐଳ୍କଊକ୍ଟସ୍ତଇଧ୍ୟ୍ଚଋ୍ଚଊ ଳ୍କ.ଳ୍ଳ୰୍ଚ୍ଖୠୠ୍ଚ୍ଖଇ୰୍ଚୠ. ଷ୍କଖ ଷ୍କଗ୍ଚଽଓ୍ଚଋଘଳ୍କଖତ୍ଥžଷ୍ଠ=ଳ୍କ. ଷ୍କଈ୍ଚଘଇ.ଐଷ୍କଳ୍ଳ
ବିଦେଶରେ ଓଡ଼ିଆମାନେ ଆମ ସଂସ୍କୃତିକୁ ଭୁଲି ଯାଇଛନ୍ତି, କିନ୍ତୁ ବିଦେଶର ସଂସ୍କୃତି ଠାରୁ ନୂଆ ନୂଆ କଥା ଶିଖି
ଆମେ ଆମ ନିଜର ସଂସ୍କୃତିକୁ ରୁଚିମନ୍ତ କରୁଛୁ । ବାହାରେ ରହି ଆମର ସଂସ୍କୃତି ଭାଙ୍ଗି ଯାଇନି । ନୂଆ ଭାବରେ ପାଳନ
କରୁଛୁ ବୋଲି ତାହା ସଂସ୍କୃତି ନୁହେଁ ବୋଲି କୁହାଯିବନି । ଏଠି ଓଡ଼ିଆମାନେ ତାଙ୍କର ପିଲାମାନଙ୍କୁ ଆମେରିକାର ସଂସ୍କୃତିରେ
ବଢ଼େଇ ଓଡ଼ିଆ ସଂସ୍କୃତିରେ ଓଡ଼ିଆତ୍ୱର ମୂଲ୍ୟବୋଧ ଶିଖାଉଛନ୍ତି । ସବୁଠାରୁ ବଡ଼ କଥା ଯେ, ପିଲାମାନେ ଓଡ଼ିଆ
.ୠଷ୍କ୍ଟଇ ଳ୍କ୮ଳ୍କ୍ଖଐୠଳ୍କଔ ଳ୍କଇ ଳ୍କ୫ଐଖ୍ଚୠ୍ଚ୫ଳ୍କ.=୍ଚ୦;୍ଡଷ୍କ୪‡ଳ୍କଳ୍ଳ୰ଢଓ୍ଠ୰୍ଚଦ୍ଭଳ୍କ.୫ଳ୍କଇ ୍ଠୠ୍ଚ୍ଖଇହେଉଛନ୍ତି ପିଲାମାନଙ୍କର ବଡ଼ ପରିବାର ।
ଗଣେଶ ପୂଜା ଉତ୍ସବ ପାଳନରେ ପିଲାମାନେ ପରସ୍ପର ସହିତ ମିଶି ଗଣେଶ ବନ୍ଦନା, ଶ୍ଲୋକ, ଭଜନ, ନୃତ୍ୟନାଟିକା ଆଦି
କରି ଖାଲି ପୂଜା ବିଷୟରେ ଶିଖୁ ନାହାନ୍ତି, ତା’ଛଡ଼ା ପରସ୍ପର ସହିତ ମିଶିବାର, ପରସ୍ପରକୁ ଜାଣିବାର ଏବଂ ପରସ୍ପର ସହିତ
ବନ୍ଧୁତା ସ୍ଥାପନ କରୁଛନ୍ତି ।
ଦମ୍ଭଳ୍କ=୍ଗଏଈ ଳ୍କ; ୍ଡଳ୍କଐଈ ଳ୍କଓ୍ଚୠ୍ଚ୍ଖଇ ଞ୍ଚଽ୯ଳ୍କ ଊ:୍ଡ ୍ଖଗ୍ଚଽ ଊ୍ଚଗ୍ଚ ୍ଖଗ୍ଚଽଊକ୍ଟସ୍ତୠ୍ଚଇ=୍ଚଢଈଳ୍କଓ୍ଚୠ୍ଚଇଢଷ୍କ ,:୍ଡଳ୍କ୰୍ଚ .ୠଷ୍କ୍ଟଇଳ୍କ୮ଳ୍କଐ
ପର୍ବପର୍ବାଣିକୁ ନେଇ ଆସୁଛନ୍ତି । ଯାହାଦ୍ୱାରା ତୃତୀୟ ପିଢ଼ିର ପିଲାମାନେ କିପରି ଓଡ଼ିଆ ସଂସ୍କୃତି ଦ୍ୱାରା ପ୍ରଭାବିତ ହେବେ,
ଭାରତୀୟ ମୂଲ୍ୟବୋଧ ବୁଝିବେ ଏବଂ ତାଙ୍କ ଭଳି ପିଲାମାନଙ୍କ ସାଙ୍ଗରେ ମିଶିବେ, ଆମେରିକା ମାଟିରେ ପିଲାମାନେ ତାଙ୍କ
ଓଡ଼ିଆ ପରିଚୟକୁ ବଜାୟ ରଖିବେ ଏବଂ ଗର୍ବ କରିବେ ତାହାହିଁ ପ୍ରଚେଷ୍ଟା ।
ଆମେରିକାରେ ଓଡ଼ିଆ ପିଲାମାନେ ତାଙ୍କର ବ୍ୟକ୍ତିଗତ ସ୍ୱାଧୀନତାକୁ ସମ୍ମାନ କରନ୍ତି । ସେମାନେ ଓଡ଼ିଆ
ପରିବାରରେ ବଢ଼ି ଆମର ପର୍ବପର୍ବାଣି ବିଷୟରେ ଶିଖୁଛନ୍ତି ନିଶ୍ଚୟ । କିନ୍ତୁ ଏଠିକାର ସଂସ୍କୃତିକୁ ମଧ୍ୟ ସେମାନେ ସମ୍ମାନ
ଦିଅନ୍ତି । ସେମାନେ ନିଜକୁ ଓଡ଼ିଆ ବୋଲି ପରିଚୟ କରିବାରେ ଗର୍ବ ଅନୁଭବ କରନ୍ତି । ତାଙ୍କର ଆମେରିକା ସାଙ୍ଗମାନଙ୍କୁ
ନିଜ ସଂସ୍କୃତି ବିଷୟରେ କହି ଏବଂ ବୁଝାଇ ଗର୍ବ ଅନୁଭବ କରନ୍ତି । ଆମେରିକାର ସଂସ୍କୃତିକୁ ମଧ୍ୟ ସମ୍ମାନ ଦିଅନ୍ତି ।
ବିଦେଶରେ ଆମେ ଓଡ଼ିଆମାନେ ଆମର ସଂସ୍କୃତି କାଳେ ଲୋପ ପାଇଯିବ ବୋଲି ଅନବରତ ଭୟ କରୁଛୁ, କିନ୍ତୁ
ଆକାଶ ଭଳି ଦ୍ୱିତୀୟ ପିଢ଼ିର ପିଲାମାନେ ସେମାନଙ୍କର ମାନସିକତାରେ ବେଶି ନିରାପଦ ଏବଂ ଖୋଲା ।
ଖୠ୍ଚ୫ଐଈଐଳ୍କଊକ୍ଟସ୍ତଇଖଗଳ୍କ= ,:୍ଡଳ୍କଔ୍ଚ୍ଖଐ୰୍ଚଅଷ୍କଇ ଳ୍କ.=୍ଚ.ଷ୍କ ୍ଖଇଽଖତ୍ଥžଷ୍ଠ=ଳ୍କଐୠଞ୍ଚ ଊଗଷ୍କ=ଈଐଳ୍କଊକ୍ଟସ୍ତଇ ୍ଖଗ୍ଚଽ୪ଳ୍କଳ୍ଳଗଳ୍କƒ ଷ୍କ
ପର୍ବପର୍ବାଣି ଏକ ସ୍ୱାଭାବିକ ସଂସ୍କୃତି । ଆମେରିକାରେ ଓଡ଼ିଆମାନଙ୍କର ହିନ୍ଦୁ ପର୍ବପର୍ବାଣି ନିଶ୍ଚିତ ଭାବରେ ଭିନ୍ନ ।
ଈଐଳ୍କଊକ୍ଟସ୍ତଇ୮୍ଚଧ୍ୟ୍ଚଋ୍ଚଊଳ୍କ.ଳ୍ଳଖୠଏଖ୍ଚ୍ଖ>ଖ୍ଚ୍ଖ>ଅୠସ୍ତଖତ୍ଥžଷ୍ଠ=ଳ୍କଈ୍ଚଘଇଐଈଐଳ୍କଊକ୍ଟସ୍ତଇ୮୍ଚ୩ଳ୍କଐ‡ଇଖ=୍ଟଳ୍ଳ୍ଖ.ଊଘ
ଆମେରିକାରେ ଥିବା ଓଡ଼ିଆମାନଙ୍କ ପାଇଁ ନୁହେଁ, ଓଡ଼ିଶାରେ ଯେଭଳି ଗଣେଶ ପୂଜା ପାଳନ ହେଉଛି, ଆଜିର ପିଢ଼ି ପୂଜାରେ
୍ଖବଌସ୍ୱଈଐଳ୍କଊକ୍ଟସ୍ତଇ୰୍ଚଣ୍ଟ ଳ୍କ୪‡ଳ୍କ୍ଖଖଽ୮୍ଚଞ୍ଚ.ଖ=୍ଟଳ୍ଳସାଙ୍ଗେ ସାଙ୍ଗେ ଏହା ମାନିବାକୁ ହେବ ଯେ ଦେଶାନ୍ତରିତ ଓଡ଼ିଆମାନେ
୍ଖଖୠ୍ଚଇଢଐଧ୍ୟ୍ଚଋଳ୍କୠ୍ଚଇଋଷ୍କଓ ଳ୍କ ଇ୍ଚଗ୍ଚ‡ଳ୍କଳ୍ଳ ଞ୍ଚଗଳ୍କଧ୍ୟ୍ଚଋଳ୍କୠ୍ଚଇ ,ଈଐତ୍ତଐ୍ଚ ଞ୍ଚ୯ଳ୍କଐଗଳ୍କ୪ଳ୍କ ଞ୍ଚଊତ୍ଥଖୠ୍ମଈଐଳ୍କଊକ୍ଟସ୍ତଇଖ୍ଖକ୍ଟମ୍ଭ ,:୍ଡଳ୍କ୰୍ଚ
ସଂସ୍କୃତି କ୍ରମାଗତ ଭାବେ ଚାଲିଛି ।

Share in top social networks!