ରାଉଲକେଲାଠାରେ ପାସ୍ପୋର୍ଟସେବାକେନ୍ଦ୍ରଏବଂ ଇ.ଏସ.ଆଇ. ମେଡ଼ିକାଲକଲେଜ ପ୍ରତିଷ୍ଠା ପାଇଁକେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶୃତି ।

କେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀଶ୍ରୀଜୁଏଲଓରାମରାଉଲକେଲାଠାରେ ପାର୍ସପୋର୍ଟସେବାକେନ୍ଦ୍ରଏବଂଇ.ଏସ.ଆଇ. ମେଡ଼ିକାଲକଲେଜ ତଥା ସୁପରସ୍ପେସିଆଲିଷ୍ଟହସ୍ପିଟାଲ ପ୍ରତିଷ୍ଠା ପାଇଁ ଯଥାକ୍ରମେକେନ୍ଦ୍ରବୈଦେଶିକମନ୍ତ୍ରୀଶ୍ରୀମତୀସୁଷମାସ୍ୱରାଜଏବଂକେନ୍ଦ୍ରଖଣି ଓ ଇସ୍ପାତମନ୍ତ୍ରୀଶ୍ରୀ ନରେନ୍ଦ୍ରସିଂତୋମାରଙ୍କୁ ଏକ ପତ୍ରମାଧ୍ୟମରେଲେଖିଅନୁରୋଧ କରିଥିଲେ । ମନ୍ତ୍ରୀଶ୍ରୀଓରାମଙ୍କର ପତ୍ରକୁଗମ୍ଭୀରତାରସହ ଅନୁଭବକରିରାଉଲକେଲାଠାରେପାସ୍ପୋର୍ଟସେବାକେନ୍ଦ୍ରଏବଂ ଇ.ଏସ.ଆଇ. ମେଡ଼ିକାଲକଲେଜ ପ୍ରତିଷ୍ଠାର ଆବଶ୍ୟକତା ଅଛିଏବଂଏହାଉପରେ ଉପଯୁକ୍ତକାର୍ଯ୍ୟାନୁଷ୍ଠାନ ଗ୍ରହଣକରିବେବୋଲିମନ୍ତ୍ରୀ ଦ୍ୱୟ ପ୍ରତିଶୃତି ଦେଇଛନ୍ତି ।ଏଠାରେଉଲ୍ଲେଖଯୋଗ୍ୟ ଯେ,ରାଉଲକେଲାଠାରେ ପାର୍ସପୋର୍ଟସେବାକେନ୍ଦ୍ରଏବଂ ଇ.ଏସ.ଆଇ. ମେଡ଼ିକାଲକଲେଜ ତଥା ସୁପରସ୍ପେସିଆଲିଷ୍ଟହସ୍ପିଟାଲ ପ୍ରତିଷ୍ଠା ପାଇଁରାଉଲକେଲାଚ୍ୟାମ୍ବର ଅଫ କମର୍ସଏବଂଇଣ୍ଡଷ୍ଟି୍ର ତଥା ରାଉଲକେଲାରକିଛିମାନ୍ୟଗଣ୍ୟବ୍ୟକ୍ତିଏବଂସମ୍ବଲପୁର ଓ ଝାରୁସୁଗୁଡ଼ାରକିଛିବରିଷ୍ଠ ନାଗରିକରାଉଲକେଲାଠାରେ ପାର୍ସପୋର୍ଟସେବାକେନ୍ଦ୍ରଏବଂ ଇ.ଏସ.ଆଇ. ମେଡ଼ିକାଲକଲେଜ ତଥା ସୁପରସ୍ପେସିଆଲିଷ୍ଟହସ୍ପିଟାଲ ପ୍ରତିଷ୍ଠା ପାଇଁକେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀ ତଥା ସ୍ଥାନୀୟସାଂସଦ ଶ୍ରୀଜୁଏଲଓରାମଙ୍କୁ ପତ୍ରଦ୍ୱାରାଲେଖି ଅନୁରୋଧ କରିଥିଲେ । ଏହାର ଆବଶ୍ୟକତାକୁ ଅନୁଭବକରିମାନ୍ୟବରମନ୍ତ୍ରୀଶ୍ରୀଓରାମଉକ୍ତକେନ୍ଦ୍ରମନ୍ତ୍ରୀ ଦ୍ୱୟଙ୍କୁ ପୃଥକପୃଥକ ଭାବେ ପତ୍ରଲେଖି ଅବଗତକରାଇଥିଲେ ।

Share in top social networks!