Centurion University ରେ ସ୍ୱଚ୍ଛ ଭାରତ ଅଭିଯାନ

cuCenturion Universityରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକରେ ଛାତ୍ରଛାତ୍ରୀମାନେ ଉତ୍ସାହ ସହକାରେ ଯୋଗଦାନ କରିଥିଲେ । ନିକଟରେ Centurion University ଅନେକ ଗୁଡ଼ିକଏ କାର୍ଯ୍ୟକ୍ରମ ତଥା ସଚେତନତତା ମୁଳକ କର୍ମଶାଳା
ଆୟୋଜିତ କରି ଦୃଷ୍ଟି ଆକର୍ଷଣ କରିପାରିଛି । ସେହିମଧ୍ୟରେ ରହିଛି ରାଷ୍ଟ୍ରୀୟ ଏକତା ଦିବସ ।

ଯେଉଁଥିରେ ଛାତ୍ରଛାତ୍ରୀମାନେ ଜାତୀୟ ଏକତା ରକ୍ଷା ପାଇଁ ଶପଥ ନେଇଥିଲେ । ସେହିପରି ଗତ ଅକ୍ଟୋବର ୩୦ ତାରିଖରେ କ୍ୟାପିଟାଲ୍ ହସ୍ପିଟାଲ୍ ବ୍ଲଡ୍ ବ୍ୟାଙ୍କ୍ର ସହଯୋଗ ଦ୍ୱାରା Centurion Universityରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା, ଯେଉଁଥିରେ ପାଖାପାଖି ୨୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସେହିପରି ସେଡା ଦ୍ୱାରା ଏକ ପ୍ରତିଭା ଅନ୍ୱେଷଣର କର୍ମଶାଳା ମଧ୍ୟ କରାଯାଇଥିଲା । ଏହି କର୍ମଶାଳାକୁ ଡ. ଆରେ ହେଲେନ୍ ଉଦ୍ଘାଟନ କରିଥିଲେ । ସେହିପରି ନଭେମ୍ବର ୧ ତାରିଖରେ “ସ୍ୱଚ୍ଛ ଭାରତ ଅଭିଯାନ’’ରେ ମଧ୍ୟ Centurion University ଓ ଗ୍ରାମ ତରଙ୍ଗ ନିଜକୁ ସାମିଲ୍ କରିପାରିଛି ।

Share in top social networks!