ସେଞ୍ଚୁରୀୟାନ୍‍ ୟୁନିଭର୍‍ସିଟିଠାରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ

ଗତ ୩୦ ତାରିଖରେ ସେଞ୍ଚୁରୀୟାନ୍‍ ୟୁନିଭର୍‍ସିଟିଠାରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି
ଶିବିରକୁ ସିଆଇଟିର ଡାଇରେକ୍ଟର ଫ୍ରଫେସର ଜଗନ୍ନାଥ ପାଢୀ ଉଦ୍‍ଘାଟନ କରିଥିଲେ । ଏହି ଶିବିରରେ ୨୦୦ୟୁନିଟ୍‍
ରକ୍ତଦାନ କରାଯାଇଛି ।

satyabhusanକଲେଜ ମ୍ୟାନେଜ୍‍ମେଣ୍ଟ୍‍ ଏହି ରକ୍ତଦାନ ଶିବିରରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ତଥା
ସୂଚାରୁ ରୂପେ ପରିଚାଳନା କରିଥିବା ସମସ୍ତ ବ୍ୟକ୍ତି ତଥା ଛାତ୍ର ଛାତ୍ରୀ ଓ ଭେଲଣ୍ଟିୟାର୍‍ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ
କ୍ୟାପିଟାଲ୍‍ ହସ୍‍ପିଟାଲ୍‍ର ବ୍ଲଡ୍‍ ବ୍ୟାଙ୍କ୍‍ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!