ରାଷ୍ଟ୍ରପତି ଭବନରେ ଏକତା ଦୌଡ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

pranab-mukherjeeଅକ୍ଟୋବର ୩୧ତାରିଖ ଶୁକ୍ରବାର ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସକାଳ ୮ଟା ୧୫ମିନିଟରେ ପତାକା ଦେଖାଇ ଏକତା ଦୋ÷ଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହି ଏକତା ଦୋ÷ଡ଼ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଭବନରେ ନିଯୋଜିତ ହୋଇଥିବା ସମସ୍ତ ସୁରକ୍ଷା କର୍ମୀ, ଅଙ୍ଗରକ୍ଷୀ ଏବଂ ଦିଲ୍ଲୀ ପୋଲିସ ଯୋଗଦେବେ । ପରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାଷ୍ଟ୍ରୀୟ ଦିବସ ଉପଲକ୍ଷେ ନିଜର ଅଭିଭାଷଣ ବ୍ୟକ୍ତ କରିବେ ।

Share in top social networks!