ଓଡ଼ିଶାରେ ୬ଟି ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର (ଡିଆଇଇଟି) ଖୋଲିବାକୁ ଅନୁମୋଦନ

ରାଜ୍ୟରେ ୧୦ ହଜାର ଶିକ୍ଷକ ତାଲିମ ନେଇ ପାରୁନଥିବାକୁ ଦୃଷ୍ଟିରେ ରଖି ଟିଚର ଏଡୁକେସନାଲ ରିସର୍ଚ୍ଚ ଆପ୍ରାଇଜାଲ ବୋର୍ଡର ସୁପାରିଶ ଓ ରାଜ୍ୟ ଅର୍ଥବିଭାଗର ଅନୁମୋଦନ କ୍ରମେ ଆଉ ୬ଟି ଜିଲ୍ଲା ସମ୍ବଳ କେନ୍ଦ୍ରଗୁଡିକୁ ଡାଏଟ୍ରେ ରୂପାନ୍ତରିତ କରିବା ପାଇଁ ଶିଳ୍ପ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଅନୁମୋଦନ କରିଛନ୍ତିା debimishraଏହି ଡାଏଟ୍ଗୁଡିକ ନୂଆପଡା, ବୌଦ୍ଧ, ସୋନପୁର, ମାଲକାନଗିରି, ଝାରସୁଗୁଡା ଓ ଦେବଗଡ ଜିଲ୍ଲାରେ କାର୍ଯ୍ୟକାରୀ ହେବା ଏହାଦ୍ୱାରା ଉପରୋକ୍ତ ୬ଟି ଜିଲ୍ଲାରେ ଆଉ ୫୦ଟି ଲେଖାଏଁ ଅଧିକ ଶିକ୍ଷକ ତାଲିମ ନେଇପାରିବୋ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ସମ୍ପ୍ରତି ଏହାକୁ ମିଶାଇ ୩୦ଟି ଡାଏଟ୍ କାର୍ଯ୍ୟକାରୀ ହେଲାା ପୂର୍ବରୁ ୨୪ଟି ଡାଏଟ୍ କାର୍ଯ୍ୟ ସମ୍ପାଦନା କରୁଥିଲାା ଏହାଦ୍ୱାରା ଓଡ଼ିଶାରେ ପ୍ରତିବର୍ଷ ୩୦୦୦ ଶିକ୍ଷକ ତାଲିମ ନେବାରେ ସୁଯୋଗ ପାଇପାରିବୋ

Share in top social networks!