ଦେଶରେ ଜନଜାତି ମାନଙ୍କର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଉଚ୍ଚସ୍ତରୀୟ ଆଲୋଚନାା

ଆଜି ନୂଆଦିଲ୍ଲୀସ୍ଥିତବିଜ୍ଞାନ ଭବନ ଠାରେକେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀଶ୍ରୀଜୁଏଲଓରାମଙ୍କ ଅଧ୍ୟକ୍ଷତାରେ ଦେଶରେଜନଜାତିମାନଙ୍କରସ୍ଥିତି ଓ ସମସ୍ୟାବିଷୟରେ ଏକ ଉଚ୍ଚସ୍ତରୀୟବୈଠକ ଅନୁଷ୍ଠିତହୋଇଥିଲା । ପ୍ରଥମରେକେନ୍ଦ୍ର ଆଦିବାସୀବ୍ୟାପାରସଚିବଶ୍ରୀହୃଷିକେଷ ପଣ୍ଡାସମସ୍ତ ପ୍ରତିନିଧିମାନଙ୍କୁସ୍ୱାଗତକରିବାସହ ଦେଶରେଜନଜାତିମାନଙ୍କରବିକାଶ ପାଇଁକାର୍ଯ୍ୟକରୁଥିବାରାଜ୍ୟର ଆଇ.ଟି.ଡ଼ି.ଏ, ଆଇ.ଟି.ଡ଼ି.ପି. ଓ ଟି.ଆର.ଆଇଗୁଡ଼ିକୁସଶକ୍ତ ଓ ଅଧିକକ୍ରିୟାଶୀଳକରିବାଉପରେଗୁରୁତ୍ୱାରୋପ କରିଥିଲେ ।

କେନ୍ଦ୍ର ଆଦିବାସୀବ୍ୟାପାରରାଷ୍ଟ୍ରମନ୍ତ୍ରୀଶ୍ରୀମନସୁଖଭାଇ ଧନଜୀଭାଇବସୱାତାଙ୍କଭାଷଣରେକହିଲେ ଯେ, ଦେଶରେଜନଜାତିମାନଙ୍କରସାମଗ୍ରିକବିକାଶ ପାଇଁକେନ୍ଦ୍ରସରକାର ପ୍ରତିଶୃତି ବଦ୍ଧ । ଏହି ଅବସରରେସେଜନଜାତିମାନଙ୍କରଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ପଶୁସମ୍ପଦ, କୃଷିସମେତ ଆଦିବାସୀଛାତ୍ରଛାତ୍ରୀମାନଙ୍କ ପାଇଁଗୁଣାତ୍ମକଶିକ୍ଷାରେଶିକ୍ଷକମାନଙ୍କରଭୂମିକାଉପରେଗୁରୁତ୍ୱରୋପ କରିଥିଲେ ।

ଏହାକୁ ଉଦ୍ଘାଟନ କରିକେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀଶ୍ରୀଜୁଏଲଓରାମକହିଲେ ଯେ, ଦେଶରେଜନଜାତିମାନଙ୍କରସାମଗି୍ରକବିକାଶ ପାଇଁ ଆଜି ଦେଶରସମସ୍ତ ଆଦିବାସୀବିଭାଗୀୟମନ୍ତ୍ରୀଓ ଉଚ୍ଚ ପଦାଧିକାରୀମାନଙ୍କମଧ୍ୟରେଯେଉଁସମୀକ୍ଷାଓ ପର୍ଯ୍ୟାଲୋଚନାହେଉଛିଏବଂଏହାକୁ ଦୃଢ଼ତାରସହକାର୍ଯ୍ୟକାରୀକରିବେତାହା ନିଶ୍ଚିତ ଭାବରେ ଦେଶରେଜନଜାତିମାନଙ୍କଉପରେ ପ୍ରଭାବ ପକାଇବ । ଆଦିବାସୀମାନଙ୍କରବିକାଶ ପାଇଁକେନ୍ଦ୍ରସରକାରନେଇଥିବାବିଭିନ୍ନ ପ୍ରକାରଯୋଜନାଗୁଡ଼ିକୁବର୍ଣ୍ଣନାକରିଶ୍ରୀଓରାମକହିଲେ ଯେ, ଜନଜାତିମାନଙ୍କରସାମଗ୍ରିକବିକାଶ ପାଇଁ ‘ବନବନ୍ଧୁକଲ୍ୟାଣଯୋଜନା’ ନିଶ୍ଚିତ ଭାବରେ ଏକ ସଫଳଯୋଜନା, ଯାହାକି ନିକଟରେକେନ୍ଦ୍ରସରକାରଙ୍କ ଦ୍ୱାରାଘୋଷଣାକରାଯାଇଛି ।

ଏହିଯୋଜନାଗୁଜୁରାଟରେସଫଳତା ପାଇଲା ପରେଏହାକୁସମସ୍ତରାଜ୍ୟରେକାର୍ଯ୍ୟକାରୀକରିବା ପାଇଁକେନ୍ଦ୍ରସରକାରଚଳିତ ଆର୍ଥୀକବଜେଟ୍ରେ ଏଥିପାଇଁ ଆବଶ୍ୟକୀୟ ଅର୍ଥ ବରାଦ କରିଛନ୍ତି । ପାଇଲଟପ୍ରୋଜେକ୍ଟଭାବରେ ପ୍ରଥମେରାଜ୍ୟମାନଙ୍କରେଗୋଟିଏଲେଖାଏଁ ଆଦିବାସୀବହୁଳବ୍ଳକକୁଚିହ୍ନଟକରିସେଠାରେବସବାସକରୁଥିବାଜନଜାତିମାନଙ୍କରସାମଗ୍ରିକବିକାଶ ପାଇଁ ୧୦କୋଟି ଲେଖାଁଏ ଅର୍ଥ କେନ୍ଦ୍ରସରକାରଙ୍କତରଫରୁ ଦିଆଯିବଏବଂ ଏଥିରେସହଯୋଗକରିବା ପାଇଁସେସମସ୍ତରାଜ୍ୟରୁ ଆସିଥିବା ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ । ନିକଟରେକେନ୍ଦ୍ରସରକାରଙ୍କ ଦ୍ୱାରାଘୋଷଣାକରାଯାଇଥିବାସିଙ୍ଗଲୱଣ୍ଡୋବ୍ୟବସ୍ଥା, ଲଘୁବନଜାତ ଦ୍ରବ୍ୟଉପରେସର୍ବନିମ୍ନବଜାରମୂଲ୍ୟ, ଜଙ୍ଗଲ ଆଇନ୍କୁକଡ଼ାକଡ଼ିଭାବେ ପାଳନ ଆଦି ବିଷୟରେବିଶଦ ଭାବରେବର୍ଣ୍ଣନାକରିଥିଲେ ।

ଜନଜାତିମାନଙ୍କରଭାଷା ଓ ସଂସ୍କୃତି ର ସଂରକ୍ଷଣ ଓ ଗବେଷଣା ପାଇଁବିଶ୍ୱଭାରତୀ ଓ ଶାନ୍ତି ନିକେତନ ଭଳିଭୁବନେଶ୍ୱରଠାରେ ଏକ ଜାତୀୟ ଆଦିବାସୀଗବେଷଣାଗାରଖୁବ୍ଶୀଘ୍ର ପ୍ରତିଷ୍ଠାହେବବୋଲିସେକହିଥିଲେ । ମଧ୍ୟପ୍ରଦେଶ ଜନଜାତିବ୍ୟାପାରମନ୍ତ୍ରୀଉପସ୍ଥିତରହିକହିଲେ ଯେ, କେନ୍ଦ୍ରସଂସ୍କୃତିବିଭାଗ ଅଧିନରେଭୋପାଳଠାରେକାମକରୁଥିବାସ୍ୱଂୟଶାସିତଜାତୀୟ ଆଦିବାସୀସଂଗ୍ରହାଳୟ, ଇନ୍ଦିରାଗାନ୍ଧୀରାଷ୍ଟ୍ରୀୟମାନବସଂଗ୍ରହାଳୟକୁକେନ୍ଦ୍ର ଆଦିବାସୀବ୍ୟାପାରବିଭାଗ ଅଧିନକୁ ଆଣିବା ପାଇଁଗୁରୁତ୍ୱ ଦେଇଥିଲେ ।
tribal
ଏହିବୈଠକରେକେନ୍ଦ୍ର ଅନୁସୂଚୀତଜାତି ଓ ଜନଜାତି ଅଧ୍ୟକ୍ଷ ଶ୍ରୀ ଫଗନସିଂକୁଲସ୍ତେଙ୍କସମେତ ଆନ୍ଧ୍ରପ୍ରଦେଶ, ଆସାମ,ଅରୁଣାଚଳ ପ୍ରଦେଶ,କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ମେଘାଳୟ, ଛତିଶଗଡ଼, ଗୁରୁରାଟ, ତାମିଲନାଡ଼ୁ, ବିହାର, ରାଜସ୍ଥାନ, ମଣିପୁର ଓ ତ୍ରିପୁରାରୁ ଅଂଶଗ୍ରହଣକରିଥିବା ଆଦିବାସୀବିଭାଗୀୟମନ୍ତ୍ରୀ ଓ ଉଚ୍ଚ ପଦାଧିକାରୀସେମାନଙ୍କସୁଚିନ୍ତିତପରାମର୍ଶ ଓ ମତାମତ ଦେବାସହଜନଜାତିମାନଙ୍କରବିକାଶ ପାଇଁକେନ୍ଦ୍ର ଆଦିବାସୀମନ୍ତ୍ରଣାଳୟଏହିଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁକେନ୍ଦ୍ର ଆଦିବାସୀମନ୍ତ୍ରଣାଳୟକୁ ଧନ୍ୟବାଦ ଦେଇଥିଲେ । ଜନଜାତିମାନଙ୍କରବିକାଶ ପାଇଁ ଆଗାମୀ ଦିନରେ ନିରନ୍ତର ଆଦିବାସୀ ପରାମର୍ଶକମିଟିରବୈଠକବସିବା ପାଇଁମନ୍ତ୍ରୀଶ୍ରୀଓରାମକହିଥିଲେ ।

Share in top social networks!