କେନ୍ଦ୍ରମନ୍ତ୍ରୀଶ୍ରୀଜୁଏଲଓରାମଙ୍କ ୩ଦିନିଆ ସୁନ୍ଦରଗଡ଼ ଗସ୍ତ ଅବସରରେ ବିଭିନ୍ନକାର୍ଯ୍ୟକ୍ରମରେ ଯୋଗଦାନଏବଂବହୁକର୍ମୀ ବିଜେପିରେ ସାମିଲ

oramjiକେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଜୁଏଲ ଓରାମ ତାଙ୍କ ୩ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ବିବିଧ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ୧୭ ତାରିଖ ଦିନ ଶ୍ରୀଓରାମ ବଣାଇର କିଛି ବରିଷ୍ଠ କାର୍ଯ୍ୟକର୍ତାଙ୍କ ଘରକୁ ଯାଇ ବ୍ୟକ୍ତିଗତ ଭେଟିବା ସହ ଲହୁଣୀପଡ଼ା ବ୍ଳକର ବଡ଼ପୁରୁଣା ପାଣି ବାଇପାସ ଛକ ଫୁଟବଲ ପଡ଼ିଆଠାରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଂଟରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ଚମ୍ପିଆନ ଦଳ ବଡ଼ପୋଷ ଓ ରନର୍ସଅପ ଗ୍ରୀନ୍ହେଭେନ ନୂଆପଡ଼ା ଦଳକୁଟ୍ରଫି ଦେବାସହମାନପତ୍ର ପ୍ରଦାନ କରିଥିଲେ ।

ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀଓରାମ ରାଉଲକେଲାର ସେକ୍ଟର-୪ ସ୍ଥିତବି.ଏମ.ଏସ. ୟୁନିୟନ କାର୍ଯ୍ୟାଳୟରେରାଉଲକେଲାଇସ୍ପାତକାରଖାନାସ୍ୱୀକୃତି ନିର୍ବାଚନରେଭାରତୀୟମଜଦୁରସଂଘ (ବିଏମଏସ)ର ବିପୁଳବିଜୟ ଅବସରରେ ଆୟୋଜିତ ସମ୍ବର୍ନ୍ଧନାସଭାରେଯୋଗଦେଇ ବିଏମଏସ ର ସମସ୍ତକାର୍ଯ୍ୟକର୍ତା ଓ ଏହି ନିର୍ବାଚନରେ ପ୍ରତ୍ୟେକ୍ଷ ଓ ପରୋକ୍ଷଭାବରେସହଯୋଗକରିଥିବାକାର୍ଯ୍ୟକର୍ତାଙ୍କୁ ସମ୍ବର୍ନ୍ଧିତକରିବାସହ ଧନ୍ୟବାଦ ଅର୍ପଣକରିଥିଲେ । ୧୮ ତାରିଖ ଦିନ ସକାଳ ୯ଟାରେ ମନ୍ତ୍ରୀଶ୍ରୀଓରାମସୁନ୍ଦରଗଡ଼ରଲିଓକ୍ଳବ, ବଡ଼ଗାଁ ଓ ୟୁଥ୍ ରେଡ଼କ୍ରସୟୁନିଟ୍ ଆନୁକୁଲ୍ୟରେବଡ଼ଗାଁ ଆଇ.ଟି.ଆଇ. କ୍ୟାମ୍ପସଠାରେଅନୁଷ୍ଠିତମେଗାବ୍ଳଡ଼ଡ଼ୋନେସନ କ୍ୟାମ୍ପ ‘ରକ୍ତଧାରା ମହୋତ୍ସବ-୨୦୧୪’ରେ ମୁଖ୍ୟ ଅତିଥିଭାବେଯୋଗ ଦେଇ ଏହାରଶୁଭଉଦ୍ଘାଟନ କରିବାସହରକ୍ତ ପ୍ରଦାନକାରୀଙ୍କୁଉତ୍ସାହିତକରିଥିଲେ ।

ପରେଶ୍ରୀଓରାମସୁନ୍ଦରଗଡ଼ରବିକାଶଭବନରେଉତରାଚଂଳରାଜସ୍ୱକମିଶନରଶ୍ରୀ ପ୍ରମୋଦ ମେହେର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଲଟ୍ରାମେଗା ପାୱାରପ୍ରୋଜେକ୍ଟଏବଂ ଏନ.ପି.ଟି.ସି ଦ୍ୱାରା ଦାର୍ଲିଂପାଲିରସୁପର ପାୱାରପ୍ରୋଜେକ୍ଟରଜିଲ୍ଲା ଥଇଥାନ ଓ ପାଶ୍ୱର୍ାଚଂଳବିକାଶଉପଦେଷ୍ଟାକମିଟିର (ଆର.ପି.ଡ଼ି.ଏସ.ସି)ବୈଠକରେଯୋଗଦେଇଥିଲେ । ଅପରାହ୍ନରେଶ୍ରୀଓରାମନୂଆଗାଁବ୍ଳକମଧୁପୁରଠାରେବିଂଝିଆସମାଜଏକତାକ୍ଳବ ଦ୍ୱାରା ଆୟୋଜିତ ଏକ ଫୁଟବଲଟୁର୍ଣ୍ଣାମେଂଟର ଫାଇନାଲମ୍ୟାଚରେମୁଖ୍ୟ ଅତିଥି ଭାବେଯୋଗ ଦେଇ ଚମ୍ପିଆନ ଦଳକୁଟ୍ରଫି ପ୍ରଦାନ କରିଥିଲେ ।

ପରେମନ୍ତ୍ରୀଶ୍ରୀଓରାମବିରମିତ୍ରପୁରଠାରେବି.ଏସ.ଏଲ. ଖଣିମଜଦୁରସଂଘବିଏମଏସରକାର୍ଯ୍ୟକର୍ତାମାନଙ୍କସହ ଏକ ବୈଠକରେଯୋଗଦେଇଥିଲେ । ୧୯ ତାରିଖ ଦିନ ମନ୍ତ୍ରୀଶ୍ରୀଓରାମସୁନ୍ଦରଗଡ଼ରଟାଙ୍ଗରପାଲ୍ଲୀଠାରେ ଆୟୋଜିତଜନସମ୍ପର୍କସମାବେଶରେଯୋଗ ଦେଇ କେନ୍ଦ୍ରସରକାରଙ୍କସଫଳତାବିଷୟରେଲୋକମାନଙ୍କୁକହିଥିଲେଏବଂସାଧାରଣଜନତାଙ୍କ ଅଭିଯୋଗଶୁଣିଥିଲେ । ପରେ ମନ୍ତ୍ରୀ ଶ୍ରୀଓରାମ ଜୟଶଙ୍କର ଅନାଥ ଆଶ୍ରମକୁ ଯାଇସେଠାରେ ଥିବା ୬୫ ଜଣ ଅନାଥ ଶିଶୁଙ୍କୁଭେଟି କଥାବାର୍ତାକରିଥିଲେ । ସେହିପରିସୁନ୍ଦରଗଡ଼ ସଦରରଉଜ୍ଜଳପୁର, ମହିପାନୀ, ଲେଢ଼ିମାଙ୍ଗ ଆଦି ଗ୍ରାମରେ ଆୟୋଜିତଜନସମ୍ପର୍କସମାବେଶରେଯୋଗ ଦେଇ ସାଧାରଣଜନତାଙ୍କ ଅଭିଯୋଗଶୁଣାଣୀକରିଥିଲେ । ପରେସେଲେଢ଼ିମାଙ୍ଗ ଉଚ୍ଚ ପ୍ରାଥମିକବିଦ୍ୟାଳୟକୁ ଯାଇସେଠାରେ ଥିବାଛାତ୍ରଛାତ୍ରୀମାନଙ୍କୁଭେଟିସେମାନଙ୍କସହ ଆଲୋଚନାକରିଥିଲେ ।

ଏହିକାର୍ଯକ୍ରମମାଧ୍ୟମରେବହୁସ୍ଥାନରେବିଜେଡ଼ି, କଂଗ୍ରେସ ଓ ଅନ୍ୟାନ ଦଳରକର୍ମୀଭାରତୀୟଜନତା ପାର୍ଟି ପ୍ରତି ଆକୃଷ୍ଟହୋଇଯୋଗଦାନ କରିଥିଲେ । ସେଥିମଧ୍ୟରୁରାଉଲକେଲାଠାରେ ପଶ୍ଚିମ ଓଡ଼ିଶାବିକାଶପରିଷଦର , ରାଉଲକେଲାସମ୍ପାଦକ ଶ୍ରୀଗୁରୁଚରଣ ଧିରଙ୍କନେତୃତ୍ୱରେମୁରଲୀଧର ରାଉତ,ବୈଶାଖୁସୁନା, ରାମପ୍ରିତି ଦୀପ୍, ପିଂଟୁବଗର୍ତୀ, ରଘୁମଣିସିସା, ନରହରି ଦୀପ, ଉପିନ୍ଏକ୍କା ଓ ଅର୍ଜୁନ ଜାନୀଙ୍କସମେତବହୁକର୍ମୀଏବଂକୁଲଟା ପଚାଂୟତରତେଜରାଜବୁଡ଼ା, ଭଜେନ୍ଦ୍ରବାଗ, ରମଣୀରଂଜନ ନାଏକ, ଚିନ୍ମୟ ପୁରୋହୀତ, ଭରଦ୍ୱାଜ ରଥ, ଟୋକାନ ନାୟକ, ମାନସକାଲୋ, ସୁରଜ ନାଏକ, ପ୍ରମୋଦ ବାଗବିଜେପିରେଯୋଗଦେଇଥିଲେ । ଫିଲିଙ୍ଗବେହେଲ ପଂଚାୟତରଜୟନାରାୟଣକାଲୋ, ତିହିକୁମାଝି, ପବିତ୍ରବୁଲେଲା ପ୍ରମୁଖକର୍ଲା ପଂଚାୟତରଲକ୍ଷ୍ମୀନାରାଣ ଦୀପ, ଗୋପାଲକରସେଲ,ରଂଜନ ମୁଣ୍ଡା ଆଦି ମଧୁପୁର ପଂଚାୟତରଗୌତମ ନାୟକ, ଅମୀୟକାଲୋ, କେ.ଏନ.ଦୁବେ, ସ୍ୱାଧୀନ ଦେଓ, ବିରେନ୍ଦ୍ରକାଲୋ ଓ ହରିହରକାଲୋ ଆଦି ୫୦୦ ରୁଉଦ୍ଧ୍ୱର୍କାର୍ଯ୍ୟକର୍ତାବିଜେପିରେଯୋଗଦେଇଥିଲେ ।

Share in top social networks!