ଇପିକଲ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଓ ଇପିକଲର ଲାଭ

logo1ଇପିକଲ କର୍ମଚାରୀଙ୍କୁ ଶତକଡା ୧୦ ଭାଗ ମହଙ୍ଗା ଭତ୍ତା ପ୍ରଦାନ ନିମନ୍ତେ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ଅନୁମୋଦନ କରିଛନ୍ତିା ପିଛିଲା ତାରିଖ ତା.୦୧/୦୧/୨୦୧୪ରିଖ ଠାରୁ ଏହି ଭତ୍ତା ମିଳିବା ଇପିକଲର ସମୁଦାୟ ୯୫ ଜଣ କର୍ମଚାରୀ ଏହାଦ୍ୱାରା ଉପକୃତ ହେବୋ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୩-୧୪ ଆର୍ଥିକ ବର୍ଷରେ ଇପିକଲ ୨୬୭.୩୯ଲକ୍ଷ ଟଙ୍କା ଲାଭ କରିଛିା

Share in top social networks!