ଶିଳ୍ପସଂସ୍ଥାରୁ ଭାଟ ଆଦାୟ ପାଇଁ କମିଟି ଗଠିତ

OD-MAP-2ରାଜ୍ୟ ଶିଳ୍ପ ନିେ”ର୍ଶକ ଏବଂ ଇପିକଲ ପ୍ରସ୍ତାବ ଅନୁଯାୟୀ ବିଭିନ୍ନ ଶିଳ୍ପସଂସ୍ଥାମାନଙ୍କଠାରୁ ଭାଟ ଆଦାୟ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ପାଇଁ ଏକ କମିଟି ଗଠିତ ହୋଇଯାଇଛିା ଶିଳ୍ପ ଶାସନ ସଚିବ ଉକ୍ତ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ସଚିବ ଏମ୍.ଏସ୍.ଏମ୍.ଇ ବିଭାଗ ସଭ୍ୟ, ସିଏମ୍ଡି ଇପିକଲ ସଭ୍ୟ, ଶିଳ୍ପ ନିେ”ର୍ଶକ ଓଡ଼ିଶା ସଭ୍ୟ, ସ୍ୱତନ୍ତ୍ର ସଚିବ କିମ୍ବା ଯୁଗ୍ମ ସଚିବ ଶିଳ୍ପ ବିଭାଗ ସଭ୍ୟ ଆବାହକ ରହିବୋ ଉକ୍ତ କମିଟି ଗଠନକୁ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ଅନୁମୋଦନ କରିଛନ୍ତିା

Share in top social networks!