ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ୭% ମହଙ୍ଗାଭତ୍ତା

OD-MAP-2ରାଜ୍ୟ ସରକାରୀ କର୍ମଚାରୀ ଓ ଅନୁଦାନପ୍ରାପ୍ତ ଅନୁଷ୍ଠାନର କର୍ମଚାରୀଙ୍କୁ ଅତିରିକ୍ତ ୭% ମହଙ୍ଗାଭତ୍ତା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତିା ଏହା ପିଛିଲା ଭାବେ ଜୁଲାଇ, ୨୦୧୪ରୁ ଲାଗୁ କରାଯିବା ବର୍ତ୍ତମାନ ୧୦୦% ମହଙ୍ଗାଭତ୍ତା ମିଳୁଥିବା ବେଳେ ଏହା ୧୦୭%କୁ ବୃଦ୍ଧି କରାଯାଇଛିା କର୍ମଚାରୀମାନେ ଚଳିତ ଅକେଫାବର ମାସ ଦରମାରେ ଏହି ବର୍ଦ୍ିଧିତ ମହଙ୍ଗାଭତ୍ତା ନଗଦ ଆକାରରେ ପାଇବୋ ଜୁଲାଇ ମାସରୁ ସେପେଫମ୍ବର ମାସ ପର୍ଯ୍ୟନ୍ତ ବକେୟା ବର୍ଦ୍ଧିତ ମହଙ୍ଗାଭତ୍ତା ଅକେଫାବର ମାସର ଦରମା ଦିଆଯିବା ପରେ ପ୍ରଦାନ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛିା

ଏହି ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ରାଜ୍ୟ ରାଜକୋଷ ଉପରେ ଚଳିତ ଆର୍ଥିକ ବର୍ଷରେ (ଜୁଲାଇ, ୨୦୧୪ରୁ ଫେବୃଆରୀ, ୨୦୧୫ ପର୍ଯ୍ୟନ୍ତ)୩୪୫.୫୨ କୋଟି ଟଙ୍କାର ଅତିରିକ୍ତ ଭାର ପଡିବା ଏହା ଦ୍ୱାରା ରାଜ୍ୟ ସରକାରଙ୍କର ୪ଲକ୍ଷ କର୍ମଚାରୀ ଉପକୃତ ହେବୋ

Share in top social networks!