ହୁଡ୍ହୁଡ୍’ର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ପକ୍ଷରୁ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ

10702239_10152766473187170_2668404062882897476_nହୁଡ୍ହୁଡ୍’ର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗଗୁଡିକ ଅତ୍ୟନ୍ତ ସମୟୋପଯୋଗୀ ପଦକ୍ଷେପ ନେଇ ସଫଳତାର ସହ କାର୍ଯ୍ୟ କରିଥିଲୋ
ପ୍ରତ୍ୟେକ ବହୁମୁଖୀ ଆଶ୍ରୟସ୍ଥଳୀରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଘୂର୍ଣ୍ିଣିବାତ୍ୟା ପରିଚାଳନା ସମ୍ବନ୍ଧୀୟ ପୂର୍ବାଭ୍ୟାସ(Mଞ୍ଚck ଉriଝଝ) କରାଯାଇଥିଲାା ଆଶ୍ରୟସ୍ଥଳୀଗୁଡିକରେ ଜରୁରୀକାଳୀନ ଅତ୍ୟାବଶ୍ୟକୀୟ ଉପକରଣ ଯଥା ଜେନେରେଟର ସେଟ୍, ପାଣିପମ୍ପ, ଗଛକଟା ଯନ୍ତ୍ର, ଟାଓ୍ୱାର ଲାଇଟ୍ ଆଦି ଯୋଗାଇ ଦିଆଯାଇଥିଲାା
ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟବାହିନୀ(କ୍ସଉRଅଏ) ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିରୋଧ ବାହିନୀ(କ୍ତଉRଏ)ର ୧୬ଟିୟୁନିଟ୍କୁ ଅପେକ୍ଷାକୃତ ଭାବେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାମାନଙ୍କୁ ପ୍ରେରଣ କରାଯାଇଥିଲାା ବିଭିନ୍ନ ବିଭାଗରେ ତଥା ଜିଲ୍ଲାଗୁଡିକରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷମାନ ଖୋଲାଯାଇଥିଲାା ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇ କାର୍ଯ୍ୟରେ ଯୋଗଦେବା ପାଇଁ ରଜା୍ୟ ସରକାର ନିେ”ର୍ଶ ଦେଇଥିଲୋ
ପ୍ରଭାବିତ ଜିଲ୍ଲାଗୁଡିକର ଲୋକମାନଙ୍କୁ ଆଶ୍ରୟସ୍ଥଳୀମାନଙ୍କୁ ସ୍ଥାନାନ୍ତର କରାଯିବା ସହ ଜିଲ୍ଲାପାଳମାନେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ପ୍ରଦାନ କରି କାର୍ଯ୍ୟ କରିଥିଲୋ ଆଶ୍ରୟସ୍ଥଳଗୁଡିକରେ ଖାଦ୍ୟ, ଚିକିତ୍ସା, ଜଳଯୋଗାଣ, ଆଲୋକବ୍ୟବସ୍ଥା ତଥା ପରିମଳ ଆଦିର ଉପଯୁକ୍ତ ବ୍ୟବସ୍ଥା କରାଯାଇଥିଲାା ଖାଦ୍ୟ ଓ ଶିଶୁ ଖାଦ୍ୟ ସାମଗ୍ରୀକୁ ଯଥେଷ୍ଟ ପୂର୍ବରୁ ଆଶ୍ରୟସ୍ଥଳୀରେ ପହଞ୍ଚାଇ ଦିଆଯାଇଥିଲାା ବୟସ୍କ, ଭିନ୍ନକ୍ଷମ ଓ ଅକର୍ମଣ୍ୟ ବ୍ୟକ୍ତି ତଥା ମହିଳା ଏବଂ ଛୋଟପିଲାମାନଙ୍କୁ ଘୂର୍ଣ୍ିଣିଝଡର ଯଥେଷ୍ଟ ପୂର୍ବରୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ନିେ”ର୍ଶ ଦିଆଯାଇଥିଲାା
ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବାକୁ ବାରଣ କରାଯାଇଥିଲାା ଡାକବାଜି ଯନ୍ତ୍ର ମାଧ୍ୟମରେ ଏହାର ପ୍ରଚାର କରାଯାଇଥିଲାା ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତିର ଛାତ୍ରାବାସଗୁଡିକରେ ଆବଶ୍ୟକୀୟ ଖାଦ୍ୟଦ୍ରବ୍ୟ ଯୋଗାଇ ଦେବା ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପଦକ୍ଷେପ ନେଇଥିଲୋ
ବାତ୍ୟା ପରେ ପରେ ଲୁଟତାରଜ୍ ଓ ଅସାଧୁ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ କର୍ତ୍ତୃପକ୍ଷ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲୋ
ହିରାକୁଦଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରି ଜଳଭଣ୍ଡାର କର୍ତ୍ତୃପକ୍ଷ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆବଶ୍ୟକତା ଅନୁଯାୟୀ ଜଳଭଣ୍ଡାରର ଗେଟ୍ମାନ ଖୋଲିଥିଲୋ
ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ନଗର ଉନ୍ନୟନ ବିଭାଗ ପକ୍ଷରୁ ଯୋଗାଯୋଗ ଯେପରି ବ୍ୟାହତ ନ ହୁଏ ସେଥିପ୍ରତି ଦୃଷ୍ଟିଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିେ”ର୍ଶ ଦିଆଯାଇଥିଲାା ଯୋଗାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଭିନ୍ନ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଥିଲାା

Share in top social networks!