ନୂଆଦିଲ୍ଲୀ ଠାରେ ଓଡ଼ିଶା କଲଚରାଲ ସେଂଟର ସ୍ଥାପନା ଲାଗି ଭେଙ୍କେୟା ନାଇଡ଼ୁ ପ୍ରତିଶୃତି ଦେଲେ

10540899_737086169670695_6428416484773308868_nଦେଶର ରାଜଧାନୀ ନୂଆଦିଲ୍ଲୀ ଠାରେ ଓଡ଼ିଶା କଲ୍ଚରାଲ ସେଂଟର ସ୍ଥାପନା ହେବାଲାଗି କେନ୍ଦ୍ର ସହରୀ ବିକାଶ ମନ୍ତ୍ରୀ ଶ୍ରୀଭେଙ୍କେୟା ନାଇଡ଼ୁ ଆଜିକେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଜୁଏଲଓରାମଙ୍କୁ ଏକ ପତ୍ରମାଧ୍ୟମରେ ଲେଖିଜଣାଇଛନ୍ତି । ରାଜ୍ୟସଭାସାଂସଦ ଶ୍ରୀଏ.ବିସ୍ୱାମୀଙ୍କନେତୃତ୍ୱରେ ଦିଲ୍ଲୀ ଜଏଂଟ ଫୋରମ ଅଫ ଅଲ ଓଡ଼ିଶା ଆସୋସିଏସନ୍ସର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ଶ୍ରୀଓରାମଙ୍କୁ ଭେଟି ଓଡ଼ିଶା କଲଚରାଲ ସେଂଟର ସ୍ଥାପନା ଲାଗି ଅନୁରୋଧ କରିବାସହ ଏକ ଲିଖିତ ଦାବୀ ପତ୍ର ଦେଇଥିଲେ ।

ରାଜଧାନୀ ଦିଲ୍ଲୀଠାରେଓଡ଼ିଶାରୁ ପ୍ରାୟ ୧.୬ ଲକ୍ଷରୁ ଅଧିକଲୋକବସବାସକରନ୍ତିଏବଂଓଡ଼ିଶାରକଳା, ସଂସ୍କୃତି, ପରମ୍ପରାକୁଲୋକାଭିମୁଖୀକରିବା ପାଇଁବର୍ଷକୁ ପ୍ରାୟ ୧୫ ରୁ ୧୮ ଥର ବିଭିନ୍ନ ପ୍ରକାରସାମାଜିକ, ସାଂସ୍କୃତିକକାର୍ଯ୍ୟକ୍ରମ ଦିଲ୍ଲୀରବିଭିନ୍ନସ୍ଥାନରେହୋଇଥାଏ ।

ଏଥିପାଇଁବିଭିନ୍ନସମୟରେବହୁତ ଅସୁବିଧା ମଧ୍ୟ ଦେଖାଦିଏ । ଏଣୁଉକ୍ତ ପ୍ରତିନିଧିମଣ୍ଡଳୀର ଦାବୀ ଓ ଏହାର ଆବଶ୍ୟକତାକୁ ଅନୁଭବକରିକେନ୍ଦ୍ର ଆଦିବାସୀବ୍ୟାପରମନ୍ତ୍ରୀଶ୍ରୀଓରାମକେନ୍ଦ୍ରସରକାରଙ୍କସହରୀବିକାଶମନ୍ତ୍ରୀଶ୍ରୀଭେଙ୍କେୟା ନାଇଡ଼ୁଙ୍କୁ ଏକ ପତ୍ରମାଧ୍ୟମରେ ଦିଲ୍ଲୀଠାରେ ଏକ ଓଡ଼ିଶାକଲ୍ଚରାଲସେଂଟରସ୍ଥାପନାଲେଖି ଅନୁରୋଧ କରିଥିଲେ ।ଏହି ଅନୁରୋଧକୁଗୁରୁତରସହବିଚାରକରିମନ୍ତ୍ରୀଶ୍ରୀ ନାଇଡ଼ୁଏହାରସ୍ଥାପନା ହେବାଲାଗିଲିଖିତ ପ୍ରତିଶୃତି ଦେଇଛନ୍ତି ।

Share in top social networks!