ସିମାଦ୍ରୀମିଶ୍ରଜନଜାତିଛାତ୍ରବାସରବାର୍ଷିକତ୍ସୋବରେମୁଖ୍ୟଅତିଥି ରୂପେ ଶ୍ରୀଜୁଏଲଓରାମ

banabasikalyanବନବାସୀକଲ୍ୟାଣ ଆଶ୍ରମ ଦ୍ୱାରାଭୁବନେଶ୍ୱରସ୍ଥିତମଂଚେଶ୍ୱରଠାରେଗତବର୍ଷଠାରୁଆରମ୍ଭ ହୋଇଥିବାସିମାଦ୍ରୀମିଶ୍ରଜନଜାତିଛାତ୍ରବାସରବାର୍ଷିକତ୍ସୋବରେମୁଖ୍ୟ ଅତିଥି ରୂପେ ଯୋଗ ଦେଇ କେନ୍ଦ୍ରଜନଜାତିବ୍ୟାପରମନ୍ତ୍ରୀଶ୍ରୀଜୁଏଲଓରାମବନବାସୀକଲ୍ୟାଣ ଆଶ୍ରମରକାର୍ଯ୍ୟରଉଚ୍ଚପ୍ରଶଂସାକରିବାସହ ଏ ପ୍ରକାର ପ୍ରୟାଶଅଧିକହେବା ଦରକାରବୋଲିମତବ୍ୟକ୍ତକରିଥିଲେ ।

ଶିକ୍ଷାଉପରେଗୁରୁତ୍ୱ ଦେଇ ଶ୍ରୀଓରାମକହିଲେ ଯେ,ଖାଦ୍ୟ, ବସ୍ତ୍ର ଓ ନିବାସଯେତେଜରୁରୀ ନୁହେଁଶିକ୍ଷା ନିହାତି ଅପରିହାର୍ଯ୍ୟ । ଶିକ୍ଷା ଥିଲେଏସବୁ ଆବଶ୍ୟକତାରସମାଧାନ ଆପେଆପେ ହୋଇଯିବ । ବର୍ତମାନ ଓଡ଼ିଶାରେବନବାସୀମାନଙ୍କଶିକ୍ଷାରବିକାଶ ପାଇଁ ୨୪୦୦ ରୁଉଦ୍ଧ୍ୱର୍ସେବାଶ୍ରମବନବାସୀକଲ୍ୟାଣ ଆଶ୍ରମର ନିଜସ୍ୱ ପ୍ରଚେଷ୍ଠାରେଚାଲୁଅଛି । ତେଣୁଏପରିମହାନ କାର୍ଯ୍ୟକୁଯେଉଁମାନେ ଆକୁଣ୍ଠ ଚିତରେସାହାଯ୍ୟସହଯୋଗକରିଜନଜାତିମାନଙ୍କରବିକାଶ ପାଇଁଏହିସବୁ ଅନୁଷ୍ଠାନ କରିସେମାନଙ୍କୁସମାଜରମୁଖ୍ୟସ୍ରୋତରେନେବାପାଇଁଚେଷ୍ଠାକରୁଛନ୍ତିସେମାନଙ୍କୁମନ୍ତ୍ରୀଶ୍ରୀଓରାମ ଧନ୍ୟବାଦ ଦେଇଥିଲେ ।

ଏହିକାର୍ଯ୍ୟକ୍ରମରେମୁଖ୍ୟଅତିଥି ଭାବେଯୋଗଦେଇ ରୟାଲକଲେଜଅଫ ସାଇନ୍ସ ଏଣ୍ଡ ଟେକ୍ନୋଲୋଜିରଚେୟାରମ୍ୟାନ ଶ୍ରୀ ବିଷ୍ଣୁ ମୋହନ ମହାନ୍ତିଏବଂଶ୍ରୀଯୁକ୍ତ ଜଗଦୀଶ ପ୍ରସାଦ ମିଶ୍ରଜନଜାତିଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଗଲେସେମାନେ ଅନ୍ୟମାନଙ୍କରସମକକ୍ଷହୋଇପାରିବେବୋଲିକହିଥିଲେ । ମୁଖ୍ୟବକ୍ତାଭାବେଯୋଗଦେଇ ରାଷ୍ଟ୍ରୀୟସ୍ୱୟଂସେବକସଂଘରପୂର୍ବକ୍ଷେତ୍ରରସହକ୍ଷେତ୍ରକାର୍ଯ୍ୟବାହଶ୍ରୀଯୁକ୍ତଗୋପାଳମହାପାତ୍ରବନବାସୀମାନଙ୍କଉପରେବିସ୍ତୃତବିବରଣୀ ଦେଇଥିଲେ ।

ସିମାଦ୍ରୀମିଶ୍ରଜନଜାତିଛାତ୍ରବାସରସଭାପତିଶ୍ରୀ ପ୍ରକାଶବେତାଲାଙ୍କସଭାପତିତ୍ୱରେ ଅନୁଷ୍ଠିତଏହିବାର୍ଷିକତ୍ସୋବରେଡ଼ଃ.ଲକ୍ଷ୍ମୀକାନ୍ତ ଦାଶସଂଯୋଜନାକରିଥିଲେଏବଂସମ୍ପାଦକଶ୍ରୀବସନ୍ତ କୁମାରକାମିଲାବାର୍ଷିକବିବରଣୀ ପାଠକରିଥିଲେ । ଶ୍ରୀଚନ୍ଦ୍ରକାନ୍ତ ନାଥ ଧନ୍ୟବାଦ ଅର୍ପଣକରିବାସହଶେଷରେଛାତ୍ରବାସରଛାତ୍ରମାନଙ୍କ ଦ୍ୱାରାସାଂସ୍କୃତିକକାର୍ଯ୍ୟକ୍ରମ ପରିବେଷଣକରାଯାଇଥିଲା

Share in top social networks!