ଦେଶରେ ୧୦ କୋଟିଜନଜାତିମାନଙ୍କରସର୍ବାଙ୍ଗୀନ ଉନ୍ନତିକରାଯିବ –ଜୁଏଲ

jualbhaiକେନ୍ଦ୍ର ଆଦିବାସୀବ୍ୟାପରମନ୍ତ୍ରୀଶ୍ରୀଜୁଏଲଓରାମ ଆଜି ନୂଆଦିଲ୍ଲୀରଶାସ୍ତ୍ରୀଭବନସ୍ଥିତ ପି.ଆଇ.ବି. ପ୍ରେସ୍‌ କନଫରେନ୍ସହଲଠାରେକେନ୍ଦ୍ରରେ ଆଦିବାସୀମନ୍ତ୍ରାଣାଳୟରସଫଳତା ଓ ଭବିଷ୍ୟତକାର୍ଯ୍ୟସୂଚୀବିଷୟରେସୂଚନାସାମ୍ବାଦିକମାନଙ୍କୁ ପ୍ରଦାନ କରିଛନ୍ତି । ଦେଶରେ ୧୦ କୋଟିଜନଜାତିଙ୍କରସର୍ବାଙ୍ଗୀନ ଉନ୍ନତି ପାଇଁତାଙ୍କମନ୍ତ୍ରଣାଳୟସଂକଳ୍ପବଦ୍ଧ ବୋଲିଶ୍ରୀଓରାମସୂଚନା ଦେଇଛନ୍ତି । ଦେଶରେଜନଜାତିମାନଙ୍କରବିକାଶ ପାଇଁ ପୂର୍ବରୁ ଅନେକଗୁଡ଼ିଏ ଆଖିଦୃଶିଆକାର୍ଯ୍ୟକ୍ରମ ନିଆଯାଇଥିଲେ ମଧ୍ୟ ଆଜିବି ଅନ୍ୟାନ୍ୟସଂପ୍ରଦାୟସହିତସେମାନେ ତାଳ ଦେଇପାରି ନାହାଁନ୍ତି ।ଜନଜାତିମାନଙ୍କରବିକାଶରେରାଜ୍ୟମାନଙ୍କରେଜିଲ୍ଲାସ୍ତରରେ ଆଇ.ଟି.ଡ଼ି.ଏ. ଓ ଆଇ.ଟି.ଡ଼ି.ପି ଭଳି ସ୍ବତନ୍ତ୍ର ସଂସ୍ଥା ଥିଲେ ମଧ୍ୟ ଏଗୁଡ଼ିକର ଦୂରାବସ୍ଥାଯୋଗୁଁଯୋଜନାଗୁଡ଼ିକସଠିକ୍‌କାର୍ଯ୍ୟକାରୀହୋଇପାରୁ ନାହିଁ । ସେହିଭଳି ଆଦିବାସୀଗବେଷଣା ପ୍ରତିଷ୍ଠାନ ଦିନକୁ ଦିନ ଖରାପ ହେବାରେଲାଗିଛି । ଅନେକରାଜ୍ୟରେଏହସଂସ୍ଥା ନାହିଁକହିଲେଚଳେ । ଏବେସହରାଂଚଳରେଜନଜାତିମାନେ ବସବାସକଲେଣିକିନ୍ତୁସେଠାରେତାଙ୍କରଉନ୍ନତି ପାଇଁକିଛିବ୍ୟବସ୍ଥାହୋଇନାହିଁ ।ତେଣୁଚଳିତବର୍ଷଖୁବ୍‌ର୍ଶୀଘ୍ରଏକ ଜାତୀୟ ଆଦିବାସୀ ନୀତିଘୋଷଣାକରାଯିବଏବଂ ଆଇ.ଟି.ଡ଼ି.ଏ. ଓ ଆଇ.ଟି.ଡ଼ି.ପି ଭଳିସଂସ୍ଥାକୁସଶକ୍ତକରାଯିବବୋଲିଶ୍ରୀଓରାମ ପ୍ରକାଶକରିଥିଲେ । ନୂତନ ସରକାରତାଙ୍କର ସ୍ବଳ୍ପ କାର୍ଯ୍ୟକାଳସମୟରେସେ ଆଦିବାସୀମାନଙ୍କୁ ୨୪ ଘଂଟା ଧରିବିଭିନ୍ନମଙ୍ଗଳକାରୀକାର୍ଯ୍ୟକ୍ରମସମ୍ପର୍କରେସୂଚନା ପ୍ରଦାନ ତଥା ଯୋଜନା ପ୍ରଣୟନ ନେଇସେମାନଙ୍କର ଅଭିଯୋଗଗ୍ରହଣକରିବା ପାଇଁ ୧୮୦୦-୧୮୦-୧୫୫୧ ନିଃଶୁଳ୍କ ନମ୍ବର ସୁବିଧା କରାଯାଇଥିବାଶ୍ରୀଓରାମସୂଚନା ଦେଇଥିଲେ । ଏହିବ୍ୟବସ୍ଥାମାଧ୍ୟମରେଜନଜାତିମାନଙ୍କରବିଭିନ୍ନଲଘୁବନଜାତ ଦ୍ରବ୍ୟରରାଜ୍ୟସ୍ତରୀୟ ନ୍ୟୁନ୍ୟତମସଂଗ୍ରହମୂଲ୍ୟ ନିର୍ଦ୍ଧାରଣକାରୀସଂସ୍ଥା ତଥା ବିଭିନ୍ନବଜାରରେ ପ୍ରକୃତବଜାରମୂଲ୍ୟସମ୍ପର୍କରେସବିଶେଷ ତଥ୍ୟ ଉପଲବ୍ଧ ହୋଇପାରିବ । ଯେହେତୁଜନଜାତିବର୍ଗରଲୋକମାନେ ଲଘୁବନଜାତ ଦ୍ରବ୍ୟସଂଗ୍ରହବ୍ୟତୀତକୃଷିକାର୍ଯ୍ୟରେ ମଧ୍ୟ ଲିପ୍ତ ରୁହନ୍ତିତେଣୁସେମାନେ ତାଙ୍କର ଅନ୍ୟାନ୍ୟକୃଷିଜାତ ଦ୍ରବ୍ୟସଂପର୍କରେ ମଧ୍ୟ ତଥ୍ୟ ପାଇପାରିବେ । ଏତଦବ୍ୟତୀତବନବାସୀଙ୍କ ଦ୍ୱାରାଉପôାଦିତବସ୍ତୁରସର୍ବନିମ୍ନଖରିଦ ଦର ବୃଦ୍ଧିକରାଯିବଏବଂଟ୍ରାଇଫେଡ଼ ଦୋକାନରସଂଖ୍ୟା ୧ ରୁ ୧୪ କୁବୃଦ୍ଧିକରାଯାଇଏହାର ଆୟକୁ ୨୦ କୋଟିରେ ପହଂଚାଯିବ । ଜଙ୍ଗଲ ଅଧିକାର ଆଇନ୍‌କୁସକି୍ରୟଭାବେଲାଗୁକରାଯାଇଚଳିତବର୍ଷ ୧୪ ଲକ୍ଷ ୫୭ ହଜାର ଆଦିବାସୀଙ୍କୁବ୍ୟକ୍ତିଗତଭାବେଜଙ୍ଗଲଜମିଉପରେ ଅଧିକାର ଓ ୨୨,୨୦୦ ସଂପ୍ରଦାୟଭିତିରେଜଙ୍ଗଲଜମି ଅଧିକାରସାବ୍ୟସ୍ତକରାଯିବାରସୁଯୋଗ ପ୍ରଦାନ କରାଯିବ ।
ସାମାଜିକ, ସାଂସ୍କୃତିକ, ଆର୍ଥୀକଏବଂକେତେକସ୍ଥାନରେ ପ୍ରଶାସନ କାରଣରୁଜନଜାତିଛାତ୍ରଛାତ୍ରୀମାନଙ୍କ ପାଇଁଶିକ୍ଷାସରକାରଙ୍କ ପାଖରେ ଏକ ଚ୍ୟାଲେଂଜ ସଦୃଶ୍ୟହୋଇଛି । ତେଣୁଏହିସବୁବ୍ୟବସ୍ଥାକୁସୁଧାରିବାସହସେମାନଙ୍କରଶିକ୍ଷାରେବିକାଶ ପାଇଁକେନ୍ଦ୍ରରଜନଜାତିମନ୍ତ୍ରାଲୟବହୁନୂତନ ପଦକ୍ଷେପ ଗ୍ରହଣକରିଛନ୍ତି । ଅମ୍ରେଲାସ୍କିମ୍‌ମାଧ୍ୟମରେ ଆଶ୍ରମସ୍କୁଲ , ଛାତ୍ରଛାତ୍ରୀହଷ୍ଟେଲସ୍ଥାପନ ଓ ସଶକ୍ତକରିବା , ଆଦିବାସୀ ଅଧୁ୍ୟଷିତ ଅଂଚଳରେ ଧନ୍ଦାମୂଳକଶିକ୍ଷାରବ୍ୟବସ୍ଥା, ପୋଷ୍ଟମାଟି୍ରକସ୍କଲାରସିପ୍‌ଏବଂ ପ୍ରି-ମାଟି୍ରକସ୍କଲାରସିପ୍‌ ଆଦି ବ୍ୟବସ୍ଥାକରାଯାଇଛି । ଆହୁରି ମଧ୍ୟ ଉଚ୍ଚଶିକ୍ଷାଯଥା ଏମ.ଫିଲ୍‌, ପି.ଏଚ.ଡ଼ି ଆଦି କ୍ଷେତ୍ରରେପ୍ରୋତ୍ସାହନ ଦେବାପାଇଁରାଜୀବଗାନ୍ଧୀଜାତୀୟଫେଲୋସିପ୍‌ଯୋଜନାପ୍ରଣୟନ କରାଯାଇଛି ଯାହାଦ୍ୱାରାକିଉଚ୍ଚଶିକ୍ଷା ପାଇଁ ଆର୍ଥୀକସହାୟକଯୋଗାଇବାସହସେମାନଙ୍କୁଉତ୍ସାହିତକରିପାରିବ ।ଏହିସବୁଯୋଜନାକୁଏକତ୍ରକରି ଏକସିଙ୍ଗଲୱିଣ୍ଡୋସେବା ପ୍ରଚଳନ କରାଯିବ । ଏହିଯୋଜନା ୨୦୧୪ ନଭେମ୍ବରରୁ ଆରମ୍ଭ କରାଯିବ ।ମନ୍ତ୍ରଣାଳୟ ପ୍ରଶାସନକୁମଜ୍‌ଭୁତକରାଯିବାସହ ଆଦିବାସୀଗବେଷଣାସଂସ୍ଥାନ ସ୍ଥାପନ କରାଯିବ । ବର୍ତମାନ ୩ ଟିସଂସ୍ଥା ଯଥା; ଟ୍ରାଇବାଲରିସର୍ଚ୍ଚଏବଂ ଆକ୍ସନ ସେଲ, ରିସର୍ଚ୍ଚସେଂଟର ଫର ଟ୍ରାଇବାଲଡେ଼ଭେଲୋପମେଂଟଏବଂଭାଷାରିସର୍ଚ୍ଚ ଆଣ୍ଡ ପବ୍ଲିକେଶନ ସେଂଟରମନ୍ତ୍ରାଣାଳୟ ଅଧିନରେକାମକରୁଛି । ସେହିପରି ଆଦିବାସୀଭାଷା ଓ ସାହିତ୍ୟକ୍ଷେତ୍ରରେ ଅନୁସଂଧାନ ଓ ରିସର୍ଚ୍ଚପାଇଁବିଶ୍ୱଭାରତୀ ଓ ଶାନ୍ତିନିକେତନ ଭଳିସଂସ୍ଥାକୁ ମଧ୍ୟ ମନ୍ତ୍ରଣାଳୟତରଫରୁ ଦାୟିତ୍ୱ ଦିଆଯାଇଛି ।ଜନଜାତିମାନଙ୍କରସାମାଜିକ-ଆର୍ଥୀକ, ଭାଷାଏବଂସାଂସ୍କୃତିବିକାଶ ପାଇଁଏକ ନ୍ୟାସନାଲରିସର୍ଚ୍ଚସେଂଟରଅତିଶୀଘ୍ରଭୁବନେଶ୍ୱରଠାରେଖୋଲାଯିବାର ପ୍ରସ୍ତାବରହିଛି ।
ଏତଦ୍‌ବ୍ୟତୀତ ଆଦିବାସୀମାନଙ୍କରକଲ୍ୟାଣ ଅଭିପ୍ରାୟରେ ରାମକୃଷ୍ଣ ମିଶନ,ଭାରତସେବାଶ୍ରମ ଓ ବିବେକାନନ୍ଦ ଯୁବ ଅଭିଯାନଭଳି ନାମୀସ୍ବେଚ୍ଛାସେବୀସଂଗଠନକୁପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ସମାଜରେ ଅନ୍ୟ ସଂପ୍ରଦାୟସହିତ ଦୂରତାହଟାଇବାକୁସାମାଜିକ, ଅର୍ଥନୈତିକ, ଶିକ୍ଷାଗତସମେତସର୍ବାଙ୍ଗୀନ ଉନ୍ନତିପାଇଁବନବନ୍ଧୁକଲ୍ୟାଣଯୋଜନାମାଧ୍ୟମରେ ପ୍ରାରମ୍ଭିକଭାବରେ ଦେଶରେ ୧୦୦ ଗୋଟିବ୍ଳକକୁଚିହ୍ନଟକରାଯାଇ ପ୍ରତ୍ୟେକବ୍ଳକୁ ୧୦ କୋଟିଟଙ୍କା ଦିଆଯାଇମଡେ଼ଲବ୍ଳକକରାଯିବ ।
ନକ୍ସଲ ଅଧୁ୍ୟଷିତ ଅଂଚଳରେ ଆଦିବାସୀ ଯୁବକଯୁବତୀମାନଙ୍କୁସମାଜରମୁଖ୍ୟଧାରାକୁ ଆଣିବା ପାଇଁବିଭିନ୍ନଯୋଜନାଲାଗୁକରାଯିବାସହସମ୍ବିଧାନରେ ଅନୁସୂଚୀତଜନଜାତିତାଲିକାକୁଇଂରାଜିଭାଷା ବଦଳରେ ଦେବନାଗରୀଭାଷାସହିତ ଦ୍ୱିଭାଷାରେଉଲ୍ଲଖିତକରାଯିବା ପାଇଁକେନ୍ଦ୍ରସରକାର ଉଦ୍ୟମରତବୋଲିଶ୍ରୀଓରାମସୂଚନା ଦେଇଥିଲେ । ବହୁଦିନରୁଭାଷାଗତ ଦୃଷ୍ଟିରୁଜନଜାତିତାଲିକାରୁବାଦ ପଡ଼ିଥିବାସଂପ୍ରଦାୟକୁ ଏକ ଟାକ୍ସଫୋର୍ସ ଗଠନ କରାଯାଇସେମାନଙ୍କ ଦ୍ୱାରାଚିହ୍ନଟ ଓ ଅନୁମୋଦନ କରାଯାଇମନ୍ତ୍ରଣାଳୟକୁ ଆସିଲେଏହାମନ୍ତ୍ରଣାଳୟ ଦ୍ୱାରାକ୍ୟାବିନେଟ୍‌ରେଉପସ୍ଥାପନ କରାଗଲାପରେ ଆବଶ୍ୟକୀୟସଂଶୋଧନ ପାଇଁସଂସଦରେଉପସ୍ଥାପନ କରାଯିବବୋଲିମନ୍ତ୍ରୀଶ୍ରୀଓରାମ ପ୍ରକାଶକରିଥିଲେ ।
ଜନଜାତିମାନଙ୍କରଶିକ୍ଷା, ସ୍ବାସ୍ଥ୍ୟ,ସଚେତନତା ପରିମଳ, ଆର୍ଥୀକବିକାଶ ପାଇଁଚଳିତବର୍ଷକେନ୍ଦ୍ରସରକାରବିଭିନ୍ନଯୋଜନା ଓ ସ୍କିମ୍‌ ପାଇଁ ୪୪୭୯ କୋଟିବରାଦ କରିଛନ୍ତି । ଏହି ଅର୍ଥରସୁବିନିଯୋଗକରାଯିବା ପାଇଁଜନଜାତିବିଭାଗରସଚିବଙ୍କ ଅଧ୍ୟକ୍ଷତାରେ ଏକ ପ୍ରୋଜେକ୍ଟ ଆର୍ପିସାଲକମିଟି ଗଠନ କରାଯାଇଛିବୋଲିଶ୍ରୀଓରାମ ପ୍ରକାଶକରିଛନ୍ତି ।
ଏହିସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଦିବାସୀବ୍ୟାପାରରାଷ୍ଟ୍ରମନ୍ତ୍ରୀମାନସୁଖଧନଜୀଭାଇବସାୱା, ବିଭାଗୀୟସଚିବହୃଷିକେଶ ପଣ୍ଡା ଓ ପି.ଆଇ.ଓ ଫ୍ରାଙ୍କ ନରୋହା ପ୍ରମୁଖଉପସ୍ଥିତ ଥିଲେ ।

Share in top social networks!