ସେପ୍ଟ ́ର ୨୮ରେ ସିମାଦ୍ରୀ ମିଶ୍ର ଛାତ୍ରାବାସର ବାର୍ଷିକ ଉତ୍ସବ

ବନବାସୀ କଲ୍ୟାଣ ଆଶ୍ରମ ଦ୍ୱାରା ପରିଚାଳିତ ସିମାଦ୍ରୀ ମିଶ୍ର ଜନଜାତି ଛାତ୍ରାବାସର ବାର୍ଷିକ ଉତ୍ସବ ମେ ଶ୍ୱର ସ୍ଥିତ ରୟାଲ
କଲେଜ ଅଫ୍‌ ସାଇନ୍‌ସ ଆଣ୍ଡ ଟେକ୍ନୋଲୋଜୀ ସଭାଗୃହରେ ଆସନ୍ତା ୨୮ ତାରିଖ ଦିନ ଅନୁଷ୍ଠିତ ହେବ । ଛାତ୍ରାବାସର ସଭାପତି ଶ୍ରୀ ପ୍ରକାଶ
ବେତାଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମବୀ ଶ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି, ରୟାଲ
କଲେଜର ଚେୟାରମ୍ୟାନ ଶ୍ରୀ ବି୩⁄୪ୁ ମୋହନ ମହାନ୍ତି , ସିମାଦ୍ରୀ ମିଶ୍ର ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ ଜଗଦୀଶ ପ୍ରସାଦ ମିଶ୍ର ବିଶିଷ୍ଟ ଅତିଥି
ଏବଂ ସମାଜସେବୀ ତଥା ପ୍ରାଧ୍ୟାପକ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେବେ ।

ଶେଷରେ ଛାତ୍ରାବାସର ଅନ୍ତେବାସୀଙ୍କ ଦ୍ୱାରା ସାଂସ୍କୃତିକ
କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟକ୍ରମର ମିଡିଆ ସଂଯୋଜକ ଶ୍ରୀ ଗୋଲଖ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି ।

Share in top social networks!