ଆଇଆଇଏମ୍ ଜମି ଚିହ୍ନଟ ପାଇଁ ସୁନ୍ଦରଗଡ ଓ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

53155ଆଇଆଇଏମ୍ ର ସ୍ଥାନ ନିରୂପଣ ପାଇଁ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ନିକଟ ଏବଂ କୋରାପୁଟ ଜିଲ୍ଲାର ଜୟପୁର ନିକଟରେ ଜମି ଚିହ୍ନଟ ପାଇଁ ଶିଳ୍ପ ବିଭାଗ ଶାସନ ସଚିବ ଶ୍ରୀଯୁକ୍ତ ବିଶାଳ ଦେବ କୋରାପୁଟ ଓ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ କଟକ,ଖୋର୍ଦ୍ଧା,ସମ୍ବଲପୁର ,ଗଞ୍ଜାମ ଜିଲ୍ଲାରେ ସ୍ଥାନ ନିରୂପଣ ପାଇଁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖାଯାଇଥିଲା ।

Share in top social networks!