ନୂଆ ଓଡ଼ିଆ ୱେବସାଇଟ ଓଡିଶାନ ଡଟ କମର ଶୁଭାରମ୍ଭ

“ଦୋଳେଶ୍ଚ ଦୋଳଗୋବିନ୍ଦଂ, ଚାପେଶ୍ଚ ମଧୁସୁଦନଂ ରଥେତୁ ବାମନଂ ଦୃଷ୍ଟ୍ଵା, ପୁନର୍ଜନ୍ମ ନ ଲଭ୍ୟତେ”

ପୁଣ୍ୟ ରଥଯାତ୍ରା ଅବସର ରେ ଶୁଭେଚ୍ଛା ଓ ଶୁଭକାମନା ।

ରଥ ଯାତ୍ରା ଅବସରରେ ଓଡିଶାଡାଇରି ଟୀମ ତାର ନୂଆ ଓଡିଆ ୱେବସାଇଟ ଓଡିଶାନକୁ ଆରମ୍ଭ କରିଛି। ଓଡିଶାନର ସଫଳତା ପାଇଁ ଆମେମାନେ ଆପଣମାନଙ୍କର ସହଯୋଗ କାମନା କରୁଛୁ।

Share in top social networks!