ଶ୍ରୀ ମଧୁସୂଦନ ପାଢୀ,ଆଇ.ଏ.ଏସ୍ ଙ୍କ ସୂଚନା ଓ ଲୋକସମ୍ପର୍କ ସଚିବ ଭାବେ ଦାୟିତ୍ଵ ଗ୍ରହଣ

MAP-14ଶ୍ରୀ ମଧୁସୂଦନ ପାଢୀ,ଆଇ.ଏ.ଏସ୍ ଙ୍କ ସୂଚନା ଓ ଲୋକସମ୍ପର୍କ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ପାଢୀଙ୍କୁ ବିଭାଗର ସ୍ଵତନ୍ତ୍ର ସଚିବ ଶ୍ରୀ ଭଗବାନ ନନ୍ଦ,ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ଉପ ସଚିବ ଶ୍ରୀ ବିରେନ୍ଦ୍ର କୋର୍କରା ,ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ,ଉପନିର୍ଦ୍ଦେଶକ ତଥା ଉପଶାସନ ସଚିବ ଶ୍ରୀ ରାମଶଙ୍କର ବେହେରା, ଉପନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ,ମୁଖ୍ୟ ପରିଚାଳନା ଅଧିକାରୀ,(ସୂଚନା ଅଧିକାରୀ) ଶ୍ରୀ ବିବେକାନନ୍ଦ ବିଶ୍ଵାଳ ତଥା ଅନ୍ୟାନ୍ୟ ଅଧିକାରୀ ଓ ସମସ୍ତ କର୍ମଚାରୀ ସ୍ଵାଗତ କରିଥିଲେ ।

Share in top social networks!