ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

52764
ଜଗତସିଂପୁର ଜିଲ୍ଲା ନାଉଗାଁ ହାଟ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର କର୍ମଚାରୀ ମାନଙ୍କ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ହଜାର ଟଙ୍କା ପ୍ରଦାନ କରାଯାଇଛି । ପୂର୍ବତନ ବିଧାୟକ ଶ୍ରୀ ବିଷ୍ଣୁଦାସଙ୍କ ନେତୃତ୍ଵରେ କଲେଜ ଅଧ୍ୟକ୍ଷ ଓ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ବନ୍ୟା ଦୁର୍ଗତଙ୍କ ସହାୟତା ନିମନ୍ତେ ପଚାଶ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।

Share in top social networks!