୨୦୧୪ବନ୍ୟା ଓ ପ୍ରବଳ ବର୍ଷାର ବିବରଣୀ ତୁରନ୍ତ ପ୍ରଦାନ କରିବା ପାଇଁ ପୌର ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ

MAP-9ତାଳଚେର,ଅନୁଗୁଳ,ବାଲେଶ୍ଵର,ବରଗଡ,ଭଦ୍ରକ,ଚୌଦ୍ଵାର,ଦେବଗଡ,ଢେଙ୍କାନାଳ,ଜଗତସିଂହପୁର,ଯାଜପୁର,ପାରାଦ୍ଵୀପ,ବ୍ୟାସନଗର,ଝାରସୁଗୁଡା,ବ୍ରଜରାଜନଗର,ବେଲପାହାଡ,ଭବାନୀପାଟଣା,ଫୁଲବାଣୀ,କେନ୍ଦ୍ରାପଡା,କେନ୍ଦୁଝରଗଡ,ବଡବିଲ,ଯୋଡା,ଆନନ୍ଦପୁର,ଖୋର୍ଦ୍ଧା,ଜୟପୁର,ବାରିପଦା,ପୁରୀ,ସମ୍ବଲପୁର,ସୋନପୁର,ସୁନ୍ଦରଗଡ,ରାଜଗାଙ୍ଗପୁର,ବିରମିତ୍ରପୁର ଓ ରାଉରକେଲା ପୌରପାଳିକା ଏବଂ ଆଠମଲ୍ଲିକ,ଜଳେଶ୍ଵର,ସୋର,ନୀଳଗିରି,ପଦ୍ମପୁର,ବରପାଲ୍ଲୀ,ବାସୁଦେବପୁର,ବୌଦ୍ଧ,ବାଙ୍କୀ,ଆଠଗଡ,ଭୁବନ,କାମାକ୍ଷାନଗର,କେସିଙ୍ଗା,ଜୁନାଗଡ,ଜି.ଉଦୟଗିରି,ପଟାମୁଣ୍ଡାଇ,ବାଣପୁର,ବାଲୁଗାଁ,କୋରାପୁଟ,ସୁନାବେଡା,କୋଟପାଡ,ନୟାଗଡ,କରଞ୍ଜିଆ,ରେଢାଖୋଲ,କୋଣାର୍କ,ହୀରାକୁଦ,ବୁର୍ଲା,କୁଚିଣ୍ଡା,ଖଣ୍ଡପଡା,ପିପିଲି,ନିମାପଡା,ତରଭା ଓ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ୨୦୧୪ ବର୍ଷର ବନ୍ୟା ଓ ପ୍ରବଳ ବର୍ଷାର ବିଶଦ ବିବରଣୀ ତୁରନ୍ତ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସେମାନଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ଥିବା ପୌରପରିଷଦ ଗୁଡିକୁ ତୁରନ୍ତ ବନ୍ୟା ଓ ପ୍ରବଳ ବର୍ଷାର ବିବରଣୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି ।

Share in top social networks!