କୋଣାର୍କ ଝୋଟକଳ କର୍ମଚାରୀଙ୍କ ବକେୟା ପାଉଣା ଶିଳ୍ପ ମନ୍ତ୍ରୀଙ୍କ ଦ୍ଵାରା ମଞ୍ଜୁର

52313କୋଣାର୍କ ଝୋଟକଳ କର୍ମଚାରୀଙ୍କର ୨୧ଦିନ ହିସାବରେ ଏକ୍ସ-ଗ୍ରାସିଆ,ଗ୍ରାଚୁଇଟି,ଛୁଟି ବିକ୍ରି ପଇସା ଏବଂ ଭିଏସ୍ ବାବଦରେ ବକେୟା ପ୍ରାପ୍ୟ ବାବଦକୁ ୫କୋଟି ୭୫ ଲକ୍ଷ ଟଙ୍କା ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ମଞ୍ଜୁର କରିଛନ୍ତି । ସେମାନେ ତାଙ୍କର ପାଉଣା ଯଥାଶୀଘ୍ର ପାଇପାରିବେ ।

Share in top social networks!