ବିଜୁ ଛାତ୍ର ଜନତା ଦଳ ସଭାପତି କ୍ଷମା ମାଗିଲେ

ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟ|ଳୟ ଠାରେ ଆଜି ଅନୁଷ୍ଠିତ ସଭାରେ ମୋର ବକ୍ତବ୍ୟ କୁ ନେଇ ଯେଉଁଭଳି ଭାବରେ ଗଣମାଧ୍ୟମ ଜରିଆରେ କଦର୍ଥ କରାଯାଉଛି ମୁଁ ସେଥିପାଇଁ ବ୍ୟକ୍ତିଗତଭାବେ ଦୁଃଖିତ | ମୋର ବକ୍ତବ୍ୟ ରେ ମୁଁ ପ୍ରଭୁ ଯୀଶୁଙ୍କ ସମ୍ପର୍କରେ ଯେଉଁ ମନ୍ତବ୍ୟ ଦେଇଥିଲି ତାହା କୌଣସି ସମ୍ପ୍ରଦାୟ ର ଭାବନାକୁ ଆଘାତ ଦେବାକୁ ମୋର ଉଦେଶ୍ୟ ନଥିଲା | ମୁଁ ଧର୍ମ ନିରପେକ୍ଷତା ରେ ବିଶ୍ଵାସ କରେ ଓ ପ୍ରଭୁ ଯୀଶୁ ଙ୍କୁ ଯଥେଷ୍ଟ ଭକ୍ତି କରେ ଏବଂ ଖ୍ରୀଷ୍ଟିୟାନ ଭାଇ ଭଉଣୀ ଙ୍କ ପ୍ରତି ମୋର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଅଛି | ଯଦି ଏହାକୁ ନେଇ କାହା ମନରେ ଆଘାତ ପାଇଛି ତେବେ ମୁଁ ବ୍ୟକ୍ତିଗତ ଭାବେ ସେଥିପାଇଁ bjddamaaaଛି |

Share in top social networks!