ଫୁଲବାଣୀ ପୌରପାଳିକାର ନୂଆ ନିର୍ବାହୀ ଅଧିକାରୀ

MAP-14
ଫୁଲବାଣୀ ତହସିଲଦାର ଶ୍ରୀ ପ୍ରିୟରଞ୍ଜନ ପୃଷ୍ଟି,ଓଏଏସଙ୍କୁ ଫୁଲବାଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵ ଅର୍ପଣ କରାଯାଇଛି । ତାଙ୍କୁ ମଧ୍ୟ ପୌରପାଳିକାର ଆର୍ଥିକ କ୍ଷମତା ପ୍ରଦାନ କରାଯାଇଥିବା ବିଷୟ ଗୃହ ଓ ନଗର ଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ ।

Share in top social networks!