ରାୟଗଡା,କାମାକ୍ଷାନଗର ଓ ବଣାଇରେ ତିନିଗୋଟି ନୂଆ ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ

Odishan-MAP-2
ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଆହୁରି ସଂଗଠିତ ଓ କ୍ରିୟାଶୀଳ କରିବା ଲକ୍ଷ୍ୟରେ ନୂତନ ଭାବରେଆଉ ତିନିଗୋଟି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସ୍ଥାପନ କରାଯିବ । ରାୟଗଡା,ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ ସୁନ୍ଦରଗଡ ଜିଲ୍ଲାର ବଣାଇରେ ଏହି କୋର୍ଟ ସ୍ଥାପିତ ହେବ । ଏଥି ନିମନ୍ତେ ଖୁବ ଶୀଘ୍ର ବିଧିବଦ୍ଧ ଭାବେ ଅଧିସୂଚନା ପ୍ରକାଶ ପାଇବ ବୋଲି ଜଣାପଡିଛି ।

Share in top social networks!