ପିପିଏଲ୍ କୁ ଏଫ୍ଏଆଇ ପୁରସ୍କାର

ପାରାଦୀପ ଫସ୍-ଫେଟ୍ ଲିମିଟେଡ୍ (ପିପିଏଲ୍) ଏଫ୍ଏଆଇ ବେଷ୍ଟ ଭିଡିଓ ଫିଲ୍ମ ଆୱାର୍ଡ ହାସଲ କରିଛି | ଆଗ୍ରା ଠାରେ ଫର୍ଟିଲାଇଜର୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଫ୍ଏଆଇ)ର ବାର୍ଷିକ ଆଲୋଚନା ଚକ୍ର ଅବସରରେ ପିପିଏଲ୍ କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି |

ppplକମ୍ପାନୀ ପକ୍ଷରୁ ‘ପରିବର୍ତନ ’ ଶୀର୍ଷକ ଏକ ପ୍ରାମାଣିକ ଚିତ୍ରରେ ମୂର୍ତ୍ତିକାର ଉର୍ବରତା ବୃଦ୍ଧି ସମ୍ପର୍କରେ ଯେଉଁ ପ୍ରସଙ୍ଗ ସ୍ଥାନ ପାଇଛି ତାହା ପ୍ରଶଂସିତ ହେବା ସହ କମ୍ପାନୀ କୁ ପୁରସ୍କାର ପ୍ରଦାନ କରାଯାଇଛି | କେନ୍ଦ୍ର ସାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଠାରୁ ପିପିଏଲ୍ ର ପରିଚାଳନା ନିର୍ଦେଶକ ଏସ୍ ଏସ୍ ନାନ୍ଦୁର୍ଦିକର ଏହି ପୁରସ୍କାର ଗ୍ରହଣ କରିଥିଲେ |

Share in top social networks!