ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ୫ଟି ଉନ୍ନୟନ କର୍ତ୍ତୁପକ୍ଷର ଅଧ୍ୟକ୍ଷ

images
ରାଜ୍ୟ ସରକାର ୫ଟି ଉନ୍ନୟନ କର୍ତ୍ତୁପକ୍ଷର ଅଧ୍ୟକ୍ଷ ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି । ସେଗୁଡିକ ହେଲା ଭୁବନେଶ୍ଵର ଉନ୍ନୟନ କର୍ତ୍ତୁପକ୍ଷ,କଟକ ଉନ୍ନୟନ କର୍ତ୍ତୁପକ୍ଷ,କଳିଙ୍ଗ ନଗର ଉନ୍ନୟନ କର୍ତ୍ତୁପକ୍ଷ,ପାରାଦ୍ଵୀପ ଉନ୍ନୟନ କର୍ତ୍ତୁପକ୍ଷ ଏବଂ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୁପକ୍ଷ । ଶ୍ରୀ ଶକ୍ତି ପଟ୍ଟନାୟକ,ଅମଲାପଡା,ଅନୁଗୁଳକୁ ମଧ୍ୟ ତାଳଚେର-ଅନୁଗୁଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୁପକ୍ଷର ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଛି ବୋଲି ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ଏକ ବିଜ୍ଞପ୍ତି ଜୁଲାଇ ୩୧,୨୦୧୪ରେ ପ୍ରକାଶ ପାଇଛି ।

Share in top social networks!