୧୪%ଟିକସ ଲବଧ ଅର୍ଥ କେନ୍ଦୁପତ୍ର ତୋଳାଳୀଙ୍କ ମଧ୍ୟରେ ବଣ୍ଟନ କରାଯିବ

images
କେନ୍ଦୁପତ୍ର ଉପରେ ବନ ଉନ୍ନୟନ ନିଗମ ୧୬%ଟିକସ ଆଦାୟ କରୁଥିଲା । ଅଥଚ କ୍ୟାବିନେଟ ବୈଠକରେ ଏହି ଟିକସ ପରିମାଣ ୨%କୁ ହ୍ରାସ କରିବା ନେଇ ଆସିଥିବା ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଫଳରେ ଟିକସ ହ୍ରାସ ଦ୍ଵାରା ୧୪%ଲବଧ ଅର୍ଥ କେନ୍ଦୁପତ୍ର ତୋଳାଳୀଙ୍କ ମଧ୍ୟରେ ବଣ୍ଟନ କ୍ର୍ଜିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର କର୍ତ୍ତୁପକ୍ଷଙ୍କ ଠାରୁ ପ୍ରକାଶ ।

Share in top social networks!