୩୧ ସଂଧ୍ୟାରେ ଶ୍ରୀଜଗନ୍ନାଥାୟନ

MAP-8ପ୍ରାତି ମାସର ଶେଷ ଦିନ ଅର୍ଥାତ ଜୁଲାଇ ୩୧ତାରିଖ ସନ୍ଧ୍ୟା ଘ.୬.୩୦ମି.ରେ ରବୀନ୍ଦ୍ର ମଣ୍ଡପଠାରେ ସଂସ୍କୃତି ବିଭାଗ ଅନୁଲୁଲ୍ୟରେ ଶ୍ରୀଜଗନ୍ନଥାୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥଙ୍କ ଭଜନ,ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଏ । ଆଗ୍ରହୀ ଜନସାଧାରଣ ଏହାର ସୁଯୋଗ ନେଇଥିଲେ ।

Share in top social networks!