ପୁରସ୍କୃତ ହେବେ କେ.ରବିକୁମାର

untitledଗ୍ଲାସଗୋଠାରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତ୍ତୋଳନ ରେ ଓଡିଶାର କେ.ରବିକୁମାର ରୌପ୍ୟ ପଦକ ଜିତିଥିବାରୁ ତାଙ୍କର ଏହି ସଫଳତା ପାଇଁ ରାଜ୍ୟ ସରକାର ତାଙ୍କୁ ୨.୫ ଲକ୍ଷ ଟଙ୍କା ଅର୍ଥରାଶି ପୁରସ୍କାର ଭାବେ ପ୍ରଦାନ କରିବାକୁ ସ୍ଥିର କରିଛନ୍ତି । ରବିକୁମାର ଓଡିଶା ପହଞ୍ଚିବାର ତିନିଦିନ ମଧ୍ୟରେ ଏହି ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ଜଣାଇଛନ୍ତି । ଏଥି ସହିତ ଦେଶ ପିନ ଗୌରବ ଆଣିଥିବା ଓ ଏହି ସଫଳତା ପାଇଁ ମନ୍ତ୍ରୀ ଶ୍ରୀ ମାରାଣ୍ଡି ତାଙ୍କୁ ବଧେଇ ଜଣାଇଛନ୍ତି ।

Share in top social networks!