ରାଜଭବନଠାରୁ ଜୟଦେବବିହାର ପର୍ଯ୍ୟନ୍ତ ଉଚ୍ଚପ୍ରଭାବ ସମ୍ପନ୍ନ ରାସ୍ତା ଆଲୋକ ପ୍ରକଳ୍ପ ପାଇଁ ଯୁଗ୍ମ ନିରୀକ୍ଷଣ କରାଯିବ

Odishan-MAP-4
ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ରାଜଭବନଠାରୁ ଜୟଦେବବିହାର ଓଭର ବ୍ରିଜ ପର୍ଯ୍ୟନ୍ତ ଉଚ୍ଚପ୍ରଭାବ ସମ୍ପନ୍ନ ରାସ୍ତା ଆଲୋକ ପ୍ରକଳ୍ପ ପାଇଁ ଯୁଗ୍ମ ନିରୀକ୍ଷଣ କରାଯିବ । ଏହି ନିରୀକ୍ଷଣ ଅଗଷ୍ଟ ୧ ତାରିଖ ଦିନ ବୈଦ୍ୟୁତିକ ମୁଖ୍ୟଜନ୍ତ୍ରୀ,ଭୁବନେଶ୍ଵର ମହାନଗର ନିଗମ ବିଦ୍ୟୁତ ଡିଭିଜନର ପ୍ରତିନିଧି ଓ ନିର୍ବାହୀ ସଂସ୍ଥା ଦ୍ଵାରା ଅଗଷ୍ଟ ୧ ତ୍ରୀଖା ଦିନ ସମ୍ପନ୍ନ କରାଯିବ । ନିରୀକ୍ଷଣ ପରେ ଏହି ପ୍ରକଳ୍ପର ଏକ ମର୍ଯ୍ୟାଦା ରିପୋର୍ଟ ପୌରପ୍ରଶାସନ ନିର୍ଦ୍ଦେଶକଙ୍କୁ ପୁନଃ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣା କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Share in top social networks!