ଏନ୍ ସି ସି କ୍ୟାଡେଟଙ୍କ ଜଳଖିଆ ଖର୍ଚ୍ଚ ଦାମ୍ ବଢିଲା

MAP-10
ସମର ଶିକ୍ଷାର୍ଥୀ ବାହିନୀର ଅଭ୍ୟାସ ପ୍ୟାରେଡ ସମୟରେ କ୍ୟାଡେଟ ମାନଙ୍କୁ ପ୍ରତି ପିରିୟଡ ପାଇଁ ଜଳଖିଆ ବାବଦରେ ଖର୍ଚ୍ଚ କରାଯାଉଥିବା ପୂର୍ବ ନିର୍ଦ୍ଧାରିତ ଦରରେ ପରିବର୍ତ୍ତନ କରାଯାଇଛି । ଅର୍ଥବିଭାଗର ଅନୁମୋଦନ କ୍ରମେ ଏହି ରାଶିକୁ ୨ଟଙ୍କାରୁ ୫ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ତତକ୍ଷଣାତ କାର୍ଯ୍ୟକାରୀ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଯାଇଛି ।

Share in top social networks!