ରାଜ୍ୟରେ ରହିଛି ଦୁଇଟି ସରକାରୀ ଆର୍ଟ କଲେଜ

MAP-15
ରାଜ୍ୟରେ କଳାପ୍ରତି ଆଗ୍ରହ ରଖିଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ରହିଛି ଦୁଇଟି ସରକାରୀ ଆର୍ଟ କଲେଜ । ଗୋଟିଏ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଗଭର୍ଣ୍ଣମେଣ୍ଟ ଆର୍ଟ କଲେଜ ଓ ଅନ୍ୟଟି ଭୁବନେଶ୍ଵର ବିଭୃତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟଳୟ । ୧୯୮୪ ରେ ନିର୍ମିତ ବିକେ ଆର୍ଟ କଲେଜରେ ଓଡିଶା ସମେତ ରାଜ୍ୟ ବାହାରର ଛାତ୍ରଛାତ୍ରୀମାନେ ମଧ୍ୟ ଏଠାରେ ତାଲିମ ନେବା ପାଇଁ ନମ ଲେଖାଉଛନ୍ତି । ଏଠାରେ ଚିତ୍ର,ମୂର୍ତ୍ତିକଳା,ପ୍ରିଣ୍ଟ ମେକିଂ,ସେରାମିକସ,ଭାରତୀୟ ଚିତ୍ର,ଆପ୍ଳାଏଡ ଆର୍ଟ,ଆର୍ଟ ହିଷ୍ଟ୍ରି ଭଳି ୭ଟି ବିଷୟରେ ଶିକ୍ଷା ଦିଆଯାଉଛି । ୭୦ଟି ସିଟରେ ଛାତ୍ରମାନେ ନାମ ଲେଖାଇଥାନ୍ତି ।

Share in top social networks!