ସରକାରୀ ପଲିଟେକ୍ନିକ୍,ପୁରୀର ନାମ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ

MAP-5ବ୍ରହ୍ମଗିରିର ମୋଟୋଠାରେ ଚଳିତ ଶିକ୍ଷା ବର୍ଷଠାରୁ ଆରମ୍ଭ ହୋଇଥିବା ସରକାରୀ ପଲିଟେକ୍ନିକର ନାମ ବିଯୁବ ପଟ୍ଟନାୟକ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ମୋଟୋ,ପୁରୀକୁ ପରିବର୍ତ୍ତିତ ହୋଇଛି । ଏ ସମ୍ପର୍କରେ ରାଜ୍ୟ ନିୟୋଜନ,ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ଥାନୀୟ ବିଧାୟକ ତଥା ବିଭାଗୀୟ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପରାମର୍ଶ ଓ ସ୍ଥାନୀୟ ପ୍ରଶାସନର ପ୍ରସ୍ତାବ କ୍ରମେ ଏହି ନାମ ପରିବର୍ତ୍ତନ ହୋଇଥିବା ଜଣାପଡିଛି ।

Share in top social networks!